20/08/2025
ଦୈନିକ ଖବରକାଗଜ ସମାଲୋଚନା ପକ୍ଷରୁ ବନ୍ଧୁ ମିଳନ ।
ସମାଲୋଚନା ଓ ସମ୍ବାଦ ପତ୍ର ବିକ୍ରେତା ସଂଘର ମିଳିତ ଉଦ୍ୟମରେ, କଟକ ବାରବାଟୀ ଷ୍ଟାଡିଅମ ସ୍ଥିତ ଇସ୍କଫ ହଲ ଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନିଷ୍ଠିତ ହୋଇଯାଇଛି ।ସଂଘର ସଭାପତି ବିଜୟ ପଢି ହାରୀ ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ମୁଖ୍ୟ ଅତିଥିଭାବେ ସମାଲୋଚନା ଖବର କାଗଜର ସମ୍ପାଦକ ଅର୍ଧେନ୍ଦୁ ଦାସ ଯୋଗ ଦେଈ ଖବର କାଗଜ କରିବାର ଉଦେଶ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ ଖବର କାଗଜ ଚାହିଦା କମୁଥିବା ସମୟରେ କିଭଳି ଖବର କାଗଜ ଉଜ୍ଜୀବିତ ହୋଇରହିବ ସେ ବିତରକ ମାନଙ୍କ ସହ ଆଲୋଚନା କରିଥିଲେ ।
゚ #ଏଇତଜୀବନ