Khabar Odisha Live

Khabar Odisha Live Contact information, map and directions, contact form, opening hours, services, ratings, photos, videos and announcements from Khabar Odisha Live, Media/News Company, Cuttack.

23/07/2026

ନବୀନ ବାବୁ, ନିଜ ଶାସନ କାଳରେ OTET ରୁ ନେଇ OSSC ଏବଂ ମାଟ୍ରିକ ପରୀକ୍ଷା ରୁ A*O ପରୀକ୍ଷା ପର୍ଯ୍ୟନ୍ତ ବାରମ୍ବାର ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ବାତିଲ ଏବଂ ପରୀକ୍ଷାରେ ଅନିୟମିତତା କରି ଲକ୍ଷ ଲକ୍ଷ ଓଡ଼ିଆ ଯୁବକଯୁବତୀଙ୍କ ଭବିଷ୍ୟତ ସହ ଖେଳ ଖେଳିଥିଲେ, ଆଜି ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାକୁ ନେଇ ଶସ୍ତା ରାଜନୀତି ନକରି ଅତୀତର କଳା ଅଧ୍ୟାୟ ପାଇଁ ରାଜ୍ୟର ଯୁବବର୍ଗଙ୍କ ନିକଟରେ ଜବାବ ରଖନ୍ତୁ : ମାନ୍ୟବର ମନ୍ତ୍ରୀ ସମ୍ପଦ ସ୍ୱାଇଁ
BJP Odisha
Dharmendra Pradhan
Narendra Modi

23/07/2026

ନୂଆ ଢଙ୍ଗ ରଙ୍ଗ ରେ ଆରମ୍ଭ ହେଲା ,ଜାତମୁଣ୍ଡିଆ ପଥପ୍ରାନ୍ତ | ପତଚାରୀ ଙ୍କୁ ମିଳିବ କାଫେ ସହ ରେସ୍ତୋରାଁ ର ସୁବିଧା |

20/07/2026

ବିଜେପି ନେତା ପ୍ରୀତମ ସିଂହ ଙ୍କ ପୁଅ ବିକି ସିଂହ ବରଗଡ ଡାକ୍ତରଖାନାରେ ପଶି କାର୍ଯ୍ୟରତ ଡାକ୍ତରକୁ ଆକ୍ରମଣ! ବରଗଡ ବିଜେପି ସାଂସଦ ପ୍ରଦୀପ ପୁରୋହିତ ଙ୍କ ଖାସ୍ ଲୋକ

04/07/2026

#ମାଛ_ମିଲ_ପାଇଁ_ଥାନାରେ_ମହାଭାରତ
ଖାଇବା ପୂର୍ବରୁ ମାଛ ମିଲ ୧୦୦ଶହେ, ଖାଇବାପରେ ୧୪୦୦ ଶହ । ବାଲେଶ୍ୱର କଚେରୀ ନିକଟରେ ଥିବା ହୋଟେଲ ଗରମା ଗରମରେ ମାଛ ମିଲ ଖାଇ ଫଶିଲେ ଯୁବକ। ଥାନାରେ ପହଂଚିଲା ମାମଲା । ପୂର୍ବରୁ ପଖାଳ ମିଲ ଟା ଅଢେଇ ହଜାର ନେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା | ଏହି ହୋଟେଲରେ ମାଛ ମିଲ ଖାଇବା ପୂର୍ବରୁ ଥରେ ରେଟ ପଚାରି ଦିଅନ୍ତୁ।

02/06/2026

ରାହୁଲ ଙ୍କ ଘରେ ପ୍ରବଳ ଝଗଡା..ହେଲେ ରାହୁଲ ଙ୍କ ମୃତ୍ୟୁ ପରେ ହଠାତ ଏସବୁ କାହିଁକି ?

22/05/2026

କଟକ ମେରିଆ ବଜାର ସ୍ଥିତ ଅଭିନେତା ଅରିନ୍ଦମ ରାୟ ଘର ପାଖରେ କଟକ ଜିଲ୍ଲା ମିଡ଼ିଆ ଗ୍ରୁପର ସାମ୍ବାଦିକଙ୍କ ବିକ୍ଷୋଭ ପଦର୍ଶନ...
ଅରିନ୍ଦମ ସାମ୍ବାଦିକଙ୍କ ପ୍ରତି ଅଶାଳୀନ ମନ୍ତ୍ୟବ ପାଇଁ ଭୁଲ ମାଗନ୍ତୁ
ଏବଂ ପୁନର୍ବାର ଏହିଭଳି ମନ୍ତ୍ୟବରୁ ନିବୃତ୍ତ ରହିବାପାଇଁ ଦାବି କରିଛନ୍ତି କାର୍ଯ୍ୟରତ ସାମ୍ବାଦିକ ବୃନ୍ଦ.....

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପୋକ୍ସୋ ମାମଲାରେ ପଞ୍ଚାୟତ କରିପାରିବନି ସାଲିସପୋକ୍ସୋ (ପ୍ରୋଟେକ୍ସନ୍ ଅଫ୍ ଚିଲଡ୍ରେନ୍ ଫ୍ରମ୍ ସେକ୍ସୁଆଲ୍...
11/03/2026

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପୋକ୍ସୋ ମାମଲାରେ ପଞ୍ଚାୟତ କରିପାରିବନି ସାଲିସ

ପୋକ୍ସୋ (ପ୍ରୋଟେକ୍ସନ୍ ଅଫ୍ ଚିଲଡ୍ରେନ୍ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସ) ମାମଲା ବା କୌଣସି ନାବାଳକ/ନାବାଳିକା ସହ ଘଟିଥିବା ଅପରାଧିକ ମାମଲାର ସମାଧାନ ପଞ୍ଚାୟତ ସ୍ତରରେ କରାଯାଇପାରିବ ନାହିଁ । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଏଭଳି ଘଟଣାକୁ ପଞ୍ଚାୟତର ସରପଞ୍ଚ ହୁଅନ୍ତୁ ବା କିଛି ବରିଷ୍ଠ ବ୍ୟକ୍ତି ହାତକୁ ନେବା ଉଚିତ୍ ନୁହେଁ ।

ପଞ୍ଚାୟତ କୌଣସି ପ୍ରକାରର ଅଦାଲତ ନୁହେଁ । ଏଭଳି ଘଟଣାକୁ ଆଇନର ଉଲ୍ଲଂଘନ ଧରାଯିବ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସ୍‌ପିମାନଙ୍କୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଧିକାରୀମାନେ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟ ଏବଂ ଅନ୍ୟ ବରିଷ୍ଠ ବ୍ୟକ୍ତିମାନଙ୍କୁ ଏହି ଆଇନ ସମ୍ପର୍କରେ ସଚେତନ କରିବା ଲାଗି ପଦକ୍ଷେପ ନେବେ । ଯଦି କେହି ବି ଭବିଷ୍ୟତରେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ପଞ୍ଚାୟତ ମଧ୍ୟରେ ସୀମିତ ରଖିବାକୁ ବା ସମାଧାନ କରିବାକୁ ଉଦ୍ୟମ କରନ୍ତି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି ।

-ବିଜେଡି ନେତା ରାଜା ଚକ୍ରଙ୍କ ରେଞ୍ଜ୍ ରୋଭର୍ ଗାଡ଼ି ଜବତ-ପାହଳର ଏକ ଆପାର୍ଟମେଣ୍ଟରେ ଲୁଚାଇ ରଖିଥିଲେ-ଦୀର୍ଘ ୧୦ ମାସ ପରେ ଜବତ ହେଲା ଏହି ଦାମୀ...
24/12/2025

-ବିଜେଡି ନେତା ରାଜା ଚକ୍ରଙ୍କ ରେଞ୍ଜ୍ ରୋଭର୍ ଗାଡ଼ି ଜବତ
-ପାହଳର ଏକ ଆପାର୍ଟମେଣ୍ଟରେ ଲୁଚାଇ ରଖିଥିଲେ
-ଦୀର୍ଘ ୧୦ ମାସ ପରେ ଜବତ ହେଲା ଏହି ଦାମୀ ଗାଡ଼ି

 #ପର୍ଯ୍ୟଟକଙ୍କ_ପ୍ରଥମ_ପସନ୍ଦ_ଓଡ଼ିଶା-ଓଡ଼ିଶାକୁ  ଛୁଟିଛି ପର୍ଯ୍ୟଟକଙ୍କ ସୁଅ l-୨୦୨୨-୨୩ ରେ ୮୬ ଲକ୍ଷ ୨୪ ହଜାର ପର୍ଯ୍ୟଟକ ଓଡ଼ିଶା ଆସିଥିଲେ l-...
06/12/2025

#ପର୍ଯ୍ୟଟକଙ୍କ_ପ୍ରଥମ_ପସନ୍ଦ_ଓଡ଼ିଶା
-ଓଡ଼ିଶାକୁ ଛୁଟିଛି ପର୍ଯ୍ୟଟକଙ୍କ ସୁଅ l
-୨୦୨୨-୨୩ ରେ ୮୬ ଲକ୍ଷ ୨୪ ହଜାର ପର୍ଯ୍ୟଟକ ଓଡ଼ିଶା ଆସିଥିଲେ l
-୨୦୨୩-୨୪ ରେ ୧ କୋଟି ୧୪ ହଜାର ୧୭୫ ପର୍ଯ୍ୟଟକ ଆସିଥିଲେ ଓଡ଼ିଶା l
-୨୦୨୪-୨୫ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୩ ଲକ୍ଷ ୮୩ ହଜାର ୫୫୬ ପର୍ଯ୍ୟଟକ ଓଡ଼ିଶା ଆସିଛି l
-ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l

 #ରାଜ୍ୟରେ_ଅଛି_୧୩୦ପାନ୍ଥ_ନିବାସ -ରାଜ୍ୟରେ ଅଛି  ୧୩୦ ପାନ୍ଥ ନିବାସ ! -୩୨ ପାନ୍ଥନିବାସ କୁ  କରାଯାଇଛି ଘରୋଇ କରଣ l-୭ଟି ଲାଭରେ ଥିବା ବେଳେ ...
06/12/2025

#ରାଜ୍ୟରେ_ଅଛି_୧୩୦ପାନ୍ଥ_ନିବାସ
-ରାଜ୍ୟରେ ଅଛି ୧୩୦ ପାନ୍ଥ ନିବାସ !
-୩୨ ପାନ୍ଥନିବାସ କୁ କରାଯାଇଛି ଘରୋଇ କରଣ l
-୭ଟି ଲାଭରେ ଥିବା ବେଳେ ବାକି ସବୁ ଚାଲିଛି କ୍ଷତିରେ l
-ବିଧାନସଭା ରେ ଲିଖିତ ଉତ୍ତର ରଖିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l

Address

Cuttack

Alerts

Be the first to know and let us send you an email when Khabar Odisha Live posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Khabar Odisha Live:

Shortcuts

Share