TimesUtkal

TimesUtkal information and news activity

30/09/2024
30/09/2024
Please subscribe my channel
29/09/2024

Please subscribe my channel

30/03/2023

ବଡମ୍ବା ଜେଲ୍ ରେ ଅତି ଆନନ୍ଦ ଉଲ୍ଲାସରେ ପାଳନ ହେଲା ରାମ ନବମୀ।

27/03/2023

ପାଇକରା ପୁର ମିନି ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଟିତ।

21/03/2023

ଅଜଣା ବ୍ୟକ୍ତି ର ମୃତ ଦେହ ଉଦ୍ଧାର | କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନେଳିଆ ପୋଲ ଅପରପାର୍ଶ୍ଵ ରୁ ଜଣେ ଯୁବକ ଙ୍କ ମୃତ୍ୟ ଦେହ ଉଦ୍ଧାର | ମୃତକ ଙ୍କ ପରିଚୟ ମିଳିପାରିନାହିଁ ମୃତ ବ୍ୟକ୍ତି ର ବୟସ ୪୦ ରୁ ୪୫ ବର୍ଷ ବୟସ ହେବ ବୋଲି ଅନୁମାନ କରାଯାଇଛି ଯୁବକ ଜଣଙ୍କ ପାଞ୍ଚ ଦିନ ରୁ ଉର୍ଧ ହେବ ପଡିରହିଥିଲା | ଉକ୍ତ ମୃତ ଦେହ ରୁ ଦୁର୍ଗନ୍ଧ ଆସିବା ରୁ ସ୍ଥାନୀୟ ଲୋକ ଟାଙ୍ଗି ଥାନା ରେ ଜଣାଇଥିଲେ | ଟାଙ୍ଗି ଥାନା ପୋଲିସ ଘଟଣା ଷ୍ଟକ ରେ ପହଂଚି ଉକ୍ତ ଶବ କୁ କଟକ ବଡ଼ମେଡିକାଲ ପଠାଇଛି | ସାବିତ୍ରୀ ଜନସେବା ର କେହିନାହିଁ ଯାହାର ଆମେ ଅଛୁ ତାହାର ସଂଗଠନ ପକ୍ଷରୁ ଉକ୍ତ ଶବ କୁ ଉଦ୍ଧାର କରାଯାଇଥିଲା |

15/04/2022

ବଡମ୍ବା ରେ ,,,,,,,,,,, ଝାମୁ ଯାତ୍ରା ଅନୁଷ୍ଠିତ .......

14/04/2022

ସିଦ୍ଧ କନକେଇ ପୀଠରେ ପଞ୍ଚ ଦିନାତ୍ମକ ବିଶ୍ୱଶାନ୍ତି ମହାଯଂଜ୍ଞ ଅନୁଷ୍ଠିତ ।

12/04/2022

ବଡ଼ ଭାଇର ପରିବାରକୁ ହତ୍ୟା କଲା ସାନ ଭାଇ

12/04/2022

ମାହାଙ୍ଗା କୁସୁପୁର ରେ ବଡ଼ଭାଇ ପରିବାରର ୫ ଜଣକୁଂ ହତ୍ୟା କରିବା ପରେ କଣ କହୁଛି ଅଭିଯୁକ୍ତ ସାନ ଭାଇ ଶୁଣନ୍ତୁ ।

11/04/2022

ଗାଡ଼ି ଚୋରି କରୁଛି ଚୋର,cctv ରେ ଚୋର ଚୋରି କରୁଥିବା ର ଦୃଶ୍ୟ।

10/04/2022

ବଡମ୍ବା ଉପଗାରରେ ପବିତ୍ର ରାମ ନବମୀ ଉଚ୍ଛବ ଅନୁଷ୍ଠିତ ହୋଇ ଅଛି

Address

Manguli , Choudwar
Cuttack

Alerts

Be the first to know and let us send you an email when TimesUtkal posts news and promotions. Your email address will not be used for any other purpose, and you can unsubscribe at any time.

Share