Ollywood Zoom

Ollywood Zoom Promoting Odia cinema worldwide. Founder & Owner: Sai Sidhanta Mishra
(2)

Whatsapp: 9438870710
Ollywood Zoom is a leading digital platform delivering Ollywood news, movies, music, celebrity updates, exclusive interviews, and trending entertainment content.

08/09/2026

ଗତକାଲି ସନ୍ଧ୍ୟାରେ କଟକର ଶ୍ରୀ ରାମଚନ୍ଦ୍ର ଭବନ ଠାରେ ସ୍ବର୍ଗତ ପ୍ରଣବ ପଟ୍ଟନାୟକ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଓଡ଼ିଶା ସଙ୍ଗୀତ କଳାକାର ଏକତା ମଞ୍ଚ ତରଫରୁ ଆୟୋଜିତ ହୋଇଥିଲା ସେଥିରେ ଓଲିଉଡ ଜଗତର ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ମୁସିର କହିଥିଲେ ସ୍ବର୍ଗତ ପ୍ରଣବ ପଟ୍ଟନାୟକ ଙ୍କ ସହିତ କିଛି ସ୍ମୃତି ଓ ଅନୁଭୂତି - Ollywood Zoom


08/09/2026

ଗତକାଲି ସନ୍ଧ୍ୟାରେ କଟକର ଶ୍ରୀ ରାମଚନ୍ଦ୍ର ଭବନ ଠାରେ ସ୍ବର୍ଗତ ପ୍ରଣବ ପଟ୍ଟନାୟକ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଓଡ଼ିଶା ସଙ୍ଗୀତ କଳାକାର ଏକତା ମଞ୍ଚ ତରଫରୁ ଆୟୋଜିତ ହୋଇଥିଲା ସେଥିରେ ଓଲିଉଡ ଜଗତର ସଙ୍ଗୀତ ନିର୍ଦ୍ଦେଶକ ରଜତ ମିଶ୍ର ସ୍ବର୍ଗତ ପ୍ରଣବ ପଟ୍ଟନାୟକ ଙ୍କ ସହିତ କିଛି ସ୍ମୃତି ଓ ଅନୁଭୂତି ପ୍ରକାଶ କରିଥିଲେ- Ollywood Zoom


ଗତକାଲି ସନ୍ଧ୍ୟାରେ କଟକର ଶ୍ରୀ ରାମଚନ୍ଦ୍ର ଭବନ ଠାରେ ସ୍ବର୍ଗତ ପ୍ରଣବ ପଟ୍ଟନାୟକ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଓଡ଼ିଶା ସଙ୍ଗୀତ କଳାକାର ଏକତା ମଞ୍ଚ...
08/09/2026

ଗତକାଲି ସନ୍ଧ୍ୟାରେ କଟକର ଶ୍ରୀ ରାମଚନ୍ଦ୍ର ଭବନ ଠାରେ ସ୍ବର୍ଗତ ପ୍ରଣବ ପଟ୍ଟନାୟକ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଓଡ଼ିଶା ସଙ୍ଗୀତ କଳାକାର ଏକତା ମଞ୍ଚ ତରଫରୁ ଆୟୋଜିତ ହୋଇଥିଲା - Ollywood Zoom


ଆଉ ଫେରିବେ ନାହିଁ ଓଲିଉଡ ଜଗତର ଜଣାଶୁଣା ଲେଖକ ବିଶ୍ବଭୂଷଣ ମିଶ୍ର ଏତେ ଶୀଘ୍ର ଅଳ୍ପ ବୟସରେ ଦୁନିଆ ଛାଡିଦେବା ଘଟଣା କାହାକୁ ବିଶ୍ୱାସ ହେଉନାହିଁ...
08/09/2026

ଆଉ ଫେରିବେ ନାହିଁ ଓଲିଉଡ ଜଗତର ଜଣାଶୁଣା ଲେଖକ ବିଶ୍ବଭୂଷଣ ମିଶ୍ର ଏତେ ଶୀଘ୍ର ଅଳ୍ପ ବୟସରେ ଦୁନିଆ ଛାଡିଦେବା ଘଟଣା କାହାକୁ ବିଶ୍ୱାସ ହେଉନାହିଁ... 🙏

07/09/2026

ସଙ୍ଗୀତ ଜଗତର ଅମୂଲ୍ୟ ହୀରା ପ୍ରଣବ ପଟ୍ଟନାୟକଙ୍କୁ କଟକର ଶ୍ରୀ ରାମଚନ୍ଦ୍ର ଭବନ ଠାରେ ଓଡ଼ିଶା ସଙ୍ଗୀତ କଳାକାର ଏକତା ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି ସହିତ ସଙ୍ଗୀତ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ଙ୍କ ମନର କଥା- Ollywood Zoom


07/09/2026

ଆଉ ନାହାଁନ୍ତି ଓଲିଉଡ୍ ଜଗତର ଜଣାଶୁଣା ଲେଖକ ବିଶ୍ବଭୂଷଣ ମିଶ୍ର... କଟକର ପଞ୍ଚମୁଖୀ ହନୁମାନ ମନ୍ଦିର ପାର୍ଶ୍ୱ ଖାନନଗର ଶ୍ମଶାନରେ ଶେଷ ଦର୍ଶନ କରିଥିଲେ ଓଲିଉଡ ଜଗତର ନିର୍ଦ୍ଦେଶକ ତାପସ ସରଗରିଆ, ନିର୍ଦ୍ଦେଶକ ବବି ଇସଲାମ, ନିର୍ଦ୍ଦେଶକ ସାଇ ସିଦ୍ଧାନ୍ତ ମିଶ୍ର, କ୍ୟାମେରା ମ୍ୟାନ ରବିନ୍ଦ୍ର ବେହେରା ଓ ହାସ୍ୟ ଅଭିନେତା ଅଶୋକ ଓଝା ଙ୍କ ସହିତ ତାଙ୍କୁ ନିଜର ଭାବୁଥିବା ବ୍ୟକ୍ତି ବିଶେଷ ମଧ୍ୟ ଅନେକ ଉପସ୍ଥିତ ଥିଲେ- Ollywood Zoom

ଆଉ ନାହାଁନ୍ତି ଓଲିଉଡ୍ ଜଗତର ଜଣାଶୁଣା ଲେଖକ ବିଶ୍ବଭୂଷଣ ମିଶ୍ର - Ollywood Zoom
07/09/2026

ଆଉ ନାହାଁନ୍ତି ଓଲିଉଡ୍ ଜଗତର ଜଣାଶୁଣା ଲେଖକ ବିଶ୍ବଭୂଷଣ ମିଶ୍ର - Ollywood Zoom

07/09/2026

ସଙ୍ଗୀତ ଜଗତର ଅମୂଲ୍ୟ ହୀରା ପ୍ରଣବ ପଟ୍ଟନାୟକଙ୍କୁ ଓଡ଼ିଶା ସଙ୍ଗୀତ କଳାକାର ଏକତା ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳିରେ ପ୍ରଯୋଜକ ଓ ଅଭିନେତା ବାପୁ ଲେଙ୍କା ଙ୍କ ମନର କଥା- Ollywood Zoom


ସଙ୍ଗୀତ ଜଗତର ଅମୂଲ୍ୟ ହୀରା ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି - Ollywood Zoom କଟକ: ଓଡ଼ିଶା ସଙ୍ଗୀତ ଜଗତର ଅମୂଲ୍ୟ ହୀରା, ବିଶିଷ୍ଟ କଣ୍...
07/09/2026

ସଙ୍ଗୀତ ଜଗତର ଅମୂଲ୍ୟ ହୀରା ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି - Ollywood Zoom

କଟକ: ଓଡ଼ିଶା ସଙ୍ଗୀତ ଜଗତର ଅମୂଲ୍ୟ ହୀରା, ବିଶିଷ୍ଟ କଣ୍ଠଶିଳ୍ପୀ ସ୍ୱର୍ଗତ ପ୍ରଣବ ପଟ୍ଟନାୟକଙ୍କ ସ୍ମୃତିରେ ଆଜି କଟକର ଶ୍ରୀ ରାମଚନ୍ଦ୍ର ଭବନଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହେବ। ଓଡ଼ିଶା ସଙ୍ଗୀତ କଳାକାର ଏକତା ମଞ୍ଚ ପକ୍ଷରୁ ଏହି ସ୍ମୃତିସଭାର ଆୟୋଜନ କରାଯାଉଛି। ଓଡ଼ିଆ ସଙ୍ଗୀତ ଜଗତରେ ସ୍ୱର୍ଗତ ପ୍ରଣବ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ। ତାଙ୍କର ସୁମଧୁର କଣ୍ଠସ୍ୱର ଓ ଅନନ୍ୟ ଗାୟନ ଶୈଳୀ ଅଗଣିତ ସଙ୍ଗୀତପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଓଡ଼ିଆ ସଙ୍ଗୀତର ପ୍ରସାର ଓ ସମୃଦ୍ଧି କ୍ଷେତ୍ରରେ ତାଙ୍କର ଅବଦାନକୁ ଆଜି ମଧ୍ୟ ସଙ୍ଗୀତପ୍ରେମୀମାନେ ଶ୍ରଦ୍ଧାର ସହ ସ୍ମରଣ କରନ୍ତି।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ଓଡ଼ିଶାର ବହୁ ବିଶିଷ୍ଟ ସଙ୍ଗୀତଜ୍ଞ, କଣ୍ଠଶିଳ୍ପୀ, କଳାକାର, ସଙ୍ଗୀତପ୍ରେମୀ ଓ ବୁଦ୍ଧିଜୀବୀ ଯୋଗଦେଇ ସ୍ୱର୍ଗତ ପ୍ରଣବ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିବେ। ତାଙ୍କର ସଙ୍ଗୀତମୟ ଜୀବନ, କଳା ପ୍ରତି ନିଷ୍ଠା ଓ ଓଡ଼ିଆ ସଙ୍ଗୀତ ପାଇଁ ରଖିଯାଇଥିବା ଅବଦାନ ସମ୍ପର୍କରେ ଆଲୋଚନା କରାଯିବ।

ସ୍ୱର୍ଗତ ପ୍ରଣବ ପଟ୍ଟନାୟକଙ୍କ ସ୍ମୃତି ଓ ତାଙ୍କର ଅମର ସଙ୍ଗୀତ ସାଧନାକୁ ମନେ ପକାଇ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭା ଓଡ଼ିଶାର ସଙ୍ଗୀତପ୍ରେମୀଙ୍କ ପାଇଁ ଏକ ଭାବବିହ୍ୱଳ ମୁହୂର୍ତ୍ତ ହେବ।


21/08/2026

ପ୍ରଣବ ପଟ୍ଟନାୟକଙ୍କ ଶେଷ ଦର୍ଶନ କଟକର ଖାନନଗର ଠାରେ - Ollywood Zoom

Address

Cda, Sector 10, Cuttack, Odisha
Cuttack
753014

Alerts

Be the first to know and let us send you an email when Ollywood Zoom posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Ollywood Zoom:

Shortcuts

Share