Odia Digital Plus

Odia Digital Plus THIS PAGE MADE FOR TECHNICAL VIDEOS LIKE HELP FOR CITIZENS, NATURE VIDEOS LOCAL VILLAGE, NEWS ENTERT

ରାଜ୍ୟ ସରକାର,କଟକ ଜିଲ୍ଲା ବିଜେପି ସଭାପତି ଶ୍ରୀ Sukanta Biswal ଙ୍କ ଉଦ୍ୟମ ରେ ନିଆଳି ଅଞ୍ଚଳରୁ ଫସିରହିଥିବା ୨ ଜଣ ଯୁବକ ଘରକୁ ଫେରିଛନ୍ତି।
29/08/2025

ରାଜ୍ୟ ସରକାର,କଟକ ଜିଲ୍ଲା ବିଜେପି ସଭାପତି ଶ୍ରୀ Sukanta Biswal ଙ୍କ ଉଦ୍ୟମ ରେ ନିଆଳି ଅଞ୍ଚଳରୁ ଫସିରହିଥିବା ୨ ଜଣ ଯୁବକ ଘରକୁ ଫେରିଛନ୍ତି।

ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ସଫଳତମ ୧୧ ବର୍ଷ ।
28/08/2025

ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ସଫଳତମ ୧୧ ବର୍ଷ ।

କଟକ ରେ ଆୟୋଜିତ ଗଣେଶ ମହୋତ୍ସବ 2025 ରେ ଅତିଥି ଭାବେ ଯୋଗଦେଲେ ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାମନାରାୟଣ ମହାନ୍ତି।                 ...
28/08/2025

କଟକ ରେ ଆୟୋଜିତ ଗଣେଶ ମହୋତ୍ସବ 2025 ରେ ଅତିଥି ଭାବେ ଯୋଗଦେଲେ ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାମନାରାୟଣ ମହାନ୍ତି।

କଟକ ଜିଲ୍ଲା ବିଜେପି ଗ୍ରାମୀଣ ତରଫରୁ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାମନାରାୟଣ ମହାନ୍ତିଙ୍କ ନେତୃତ୍ବରେ କଟକ ସର୍କିଟ ହାଉସଠାରେ ତ୍ରିରଙ୍ଗା ଯାତ...
06/08/2025

କଟକ ଜିଲ୍ଲା ବିଜେପି ଗ୍ରାମୀଣ ତରଫରୁ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାମନାରାୟଣ ମହାନ୍ତିଙ୍କ ନେତୃତ୍ବରେ କଟକ ସର୍କିଟ ହାଉସଠାରେ ତ୍ରିରଙ୍ଗା ଯାତ୍ରା, ହରଘର୍ ତ୍ରିରଙ୍ଗା, ବିଭାଜନ ବିଭୀଷିକା ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ କରାଯାଇଛି ଏହି ବୈଠକରେ ରାଷ୍ଟ୍ରୀୟ ପରିଷଦର ସଦସ୍ୟ ଶ୍ରୀଯୁକ୍ତ ବ୍ରଜେନ୍ଦ୍ର ରାୟ, ମାହାଙ୍ଗା ବିଧାନ ସଭାର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସୁମନ୍ତ ଘଡେ଼ଇ, ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଚୌଧୁରୀ ହେମନ୍ତ ସାହୁ ସହିତ ମଣ୍ଡଳ ସଭାପତି ଏବଂ ଅନେକ ବରିଷ୍ଠ ନେତୃତ୍ୱ ଉପସ୍ଥିତ ଥିଲେ।

19/07/2025

ଆସିଲା ବଡ ଖବର..
ଓଡ଼ିଶା ରେ ମୋହନ ସରକାର UP ଭଳି ଆକ୍ସନ ନେବାକୁ ଯାଉଛନ୍ତି l ଦିଲ୍ଲୀ ରୁ ଅମିତ ଶାହାଙ୍କ ର ପୁରା ନଜର ଏବେ ଓଡ଼ିଶା ଦେଖିବ ମୋହନ ଆକ୍ସନ ।

15/07/2025

ମୁଁ ହାଡ଼ବାଇ ନୁହେଁ। ମୋତେ ଛାଡ଼!

ପୂର୍ବ ସରକାର ଅର୍ଥାତ୍ ବିଜେଡ଼ି ସରକାର ରେ ଏତେ ତ୍ୱରିତ ନଥିଲା କାର୍ଯ୍ୟାନୁଷ୍ଠାନ ଯାହାକି କୁନ୍ଦୁଲି ପୀଡ଼ିତା ସହିତ ଅଗଣତି ନିନ୍ଦନୀୟ ଘଟଣା ଘ...
15/07/2025

ପୂର୍ବ ସରକାର ଅର୍ଥାତ୍ ବିଜେଡ଼ି ସରକାର ରେ ଏତେ ତ୍ୱରିତ ନଥିଲା କାର୍ଯ୍ୟାନୁଷ୍ଠାନ ଯାହାକି କୁନ୍ଦୁଲି ପୀଡ଼ିତା ସହିତ ଅଗଣତି ନିନ୍ଦନୀୟ ଘଟଣା ଘଟିଥିଲା। ଯାହା ଆଜି ବିଜେପି ସରକାର ର ସୁଶାସନ ପାଇଁ ସମ୍ଭବ।

11/07/2025

ଗାଡ଼ି ମାଲିକ ଏମିତି କହିଲେ ଆପଣ କଣ କହୁଛନ୍ତି? କଣ ଏହିଭଳି ସବୁ ମାଲିକ କରିବେ କି?

ପବିତ୍ର ବାହୁଡା଼ ଯାତ୍ରା ଉପଲକ୍ଷେ ଆଠଗଡ ଶ୍ରୀ ଜଗନ୍ନାଥ କୃପା ପରିଷଦ ରଥଗଡା ଠାରେ ଭଜନ ସମାରୋହ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଲେ,  ଅତିରିକ୍...
06/07/2025

ପବିତ୍ର ବାହୁଡା଼ ଯାତ୍ରା ଉପଲକ୍ଷେ ଆଠଗଡ ଶ୍ରୀ ଜଗନ୍ନାଥ କୃପା ପରିଷଦ ରଥଗଡା ଠାରେ ଭଜନ ସମାରୋହ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଲେ, ଅତିରିକ୍ତ ଜିଲ୍ଲାପାଳ ଇପ୍ସିତା ପ୍ରିୟଦର୍ଶିନୀ କଟକ ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତି ।

15/11/2024

Address

Cuttack

Alerts

Be the first to know and let us send you an email when Odia Digital Plus posts news and promotions. Your email address will not be used for any other purpose, and you can unsubscribe at any time.

Share