Labanya News

Labanya News Official page of independent media venture 'Labanya News'. We will bring a variety of stories covering different fields.

07/11/2022

ଆସନ୍ତା ବର୍ଷ ପ୍ରାରମ୍ଭରେ ଭାରତରେ ଟେଲିକମ କମ୍ପାନୀଗୁଡିକ ଫୋନ ଟାରିଫ ବୃଦ୍ଧି କରିବାର ସମ୍ଭାବନା ରହିଛି ବୋଲି ଅନେକ ବିଶେଷଜ୍ଞ ପ୍ରକାଶ କରିଛନ୍ତି

07/11/2022

ଏଥରକ ଭଲ ବାରରେ ପଡୁଥିବାରୁ ଜମିବ ଛାଡଖାଇ

07/11/2022

ଚଳିତ ବର୍ଷ ଖୁବ ଭବ୍ୟ ଓ ବିଶାଳ ହେବ ବାଲିଯାତ୍ରା
, , , , , people, , , , ,

25/09/2022

ସୂର୍ଯ୍ୟ ପୁତ୍ର କର୍ଣ୍ଣଙ୍କୁ କେମିତି ମିଳିଥିଲା ମହାଦେବଙ୍କର ପାଶୁପାତ ଅସ୍ତ୍ର?

24/09/2022

ଉତ୍ତରାଖଣ୍ଡରେ ଦେହ ବ୍ୟବସାୟ କରିବାକୁ ରାଜି ନହେବାରୁ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଏକ ରିସୋର୍ଟ ମାଲିକ ତଥା ବିଜେପି ନେତାଙ୍କ ପୁଅ ପାହାଡରୁ ଠେଲି ମାରି ଦେଇଛନ୍ତି । ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

23/09/2022

କୁକୁର ଦାନ୍ତର ତନ୍ତ୍ରରେ ଅନେକ ମହତ୍ତ୍ୱ ରହିଛି । ଏ ସମ୍ପର୍କରେ ଲଙ୍କାପତି ରାବଣ କ’ଣ କହିଛି, ସେ ସମ୍ପର୍କରେ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ ।
**ra

19/09/2022

ପୁଲସ୍ତ୍ୟ ଋଷିଙ୍କ ଅଭିଶାପ ଯୋଗୁ ଗୋବର୍ଦ୍ଧନ ପର୍ବତର ଉଚ୍ଚତା ପ୍ରତିଦିନ କିଛି ମାତ୍ରାରେ ହ୍ରାସ ପାଉଛି ବୋଲି ପୌରାଣିକ କାହାଣୀ ରହିଛି । ଉକ୍ତ ଘଟଣା ବିଷୟରେ ଜାଣିବା ପାଇଁ ଏହି ଭିଡିଓଟିକୁ ଦେଖନ୍ତୁ ।

19/09/2022

ମହାଭାରତ ସମୟରେ କିଛି ଏମିତି ଯୋଦ୍ଧା ବି ଥିଲେ ଯେଉଁମାନେ ମହାଭାରତ ଯୁଦ୍ଧରେ ଭାଗ ନେଇନଥିଲେ । ଯଦି ସେମାନେ ଯୁଦ୍ଧରେ ଭାଗ ନେଇଥାନ୍ତେ, ତାହାହେଲେ ଯୁଦ୍ଧର ପରିଣାମ କିଛି ଅଲଗା ହୋଇଥାନ୍ତା ।

19/09/2022

କର୍ଣ୍ଣଙ୍କ ପାଖରେ ଥିବା ପାଶୁପାତ ଅସ୍ତ୍ରକୁ ନେଇ କାହିଁକି ଚିନ୍ତାରେ ପଡିଥିଲେ ଭଗବାନ ଶ୍ରୀକୃଷ୍ଣ? ଏହା ଜାଣିବା ପାଇଁ ଦେଖନ୍ତୁ ଆମର ଏହି ଭିଡିଓ ।

11/09/2022

ଏକ ବିଦେଶୀ ରାଷ୍ଟ୍ରରେ ଭଗବାନ ଶ୍ରୀକୃଷ୍ଣଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା । ଏହାର ପରିଣାମ କ’ଣ ହେଲା ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ ।

09/09/2022

ଅଭିମନ୍ୟୁଙ୍କ ମୃତ୍ୟୁ ସମୟରେ ତାଙ୍କ କାନ ନିକଟରେ କ’ଣ କହିଥିଲେ କର୍ଣ୍ଣ? ଏହା ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ ।

04/09/2022

ଭାରତ ସଂପର୍କରେ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବାକୁ ଆସି ଶ୍ରୀଲଙ୍କାରେ ଅଟକି ଥିବା ଚୀନ୍ ନୌସେନାର ଏକ ଜାହାଜକୁ ଭାରତୀୟ ସୁରକ୍ଷା ସଂସ୍ଥା ମାତ୍ ଦେଇଛନ୍ତି । କେମିତି ଏହା ସମ୍ଭବ ହେଲା ଜାଣିବା ପାଇଁ ଏହି ଭିଡିଓଟିକୁ ପୂରା ଯାଏଁ ଦେଖନ୍ତୁ ।

Address

Cuttack

Website

Alerts

Be the first to know and let us send you an email when Labanya News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Labanya News:

Share