THS Odisha News

THS Odisha News ଖବର ଆପଣଙ୍କର ସ୍ୱର ଆମର

20/12/2022
30/05/2022
ନୟାଗଡ : ନୟାଗଡ ଜିଲ୍ଲା କାନ୍ଥମାଳ ´କ` ଇଲାକା ତୈଳିକ ବୈଶ୍ୟ ସମାଜର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି |
27/05/2022

ନୟାଗଡ : ନୟାଗଡ ଜିଲ୍ଲା କାନ୍ଥମାଳ ´କ` ଇଲାକା ତୈଳିକ ବୈଶ୍ୟ ସମାଜର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି |

ସ୍କୁଲରେ କମ୍ପ୍ୟୁଟର ଓ ବିଜ୍ଞାନ ଶିକ୍ଷାର ପ୍ରସାର ହେବ। ଏଥି ପାଇଁ ଓଡିଶା ବିଜ୍ଞାନ ଏକାଡେମୀ ସହ "ମୋ ସ୍କୁଲ ଅଭିଯାନ" ମିଳିତ ଭାବରେ କାର୍ଯ୍ଯ ...
26/05/2022

ସ୍କୁଲରେ କମ୍ପ୍ୟୁଟର ଓ ବିଜ୍ଞାନ ଶିକ୍ଷାର ପ୍ରସାର ହେବ। ଏଥି ପାଇଁ ଓଡିଶା ବିଜ୍ଞାନ ଏକାଡେମୀ ସହ "ମୋ ସ୍କୁଲ ଅଭିଯାନ" ମିଳିତ ଭାବରେ କାର୍ଯ୍ଯ କରିବ। ଏଥି ସହିତ ୧୦୭୬ଟି ରୂପାନ୍ତରିତ ହାଇସ୍କୁଲରେ କମ୍ପ୍ୟୁଟର କୋଡିଙ୍ଗ୍ ଶିକ୍ଷା ପ୍ରଦାନ କରାଯିବ। ପ୍ରାରମ୍ଭିକ ପର୍ଯ୍ଯାୟରେ ୪୪୧ ଜଣ ଶିକ୍ଷକଙ୍କୁ କୋଡିଙ୍ଗ୍ ଶିକ୍ଷା ପ୍ରଦାନ କରାଯିବ।

ନୟାଗଡ ଜିଲ୍ଲାରେ ବଢ଼ିବାରେ ଲାଗିଛି ଦୁର୍ଘଟଣା ଉପରେ ଦୁର୍ଘଟଣା |ଗୋଟିଏ ମାସ ମଧ୍ୟରେ ଚାରି ଚାରି ଥର ହେଲାଣି ଦୁର୍ଘଟଣା |ଆଜି ପୁଣି ନୟାଗଡ PWD...
25/05/2022

ନୟାଗଡ ଜିଲ୍ଲାରେ ବଢ଼ିବାରେ ଲାଗିଛି ଦୁର୍ଘଟଣା ଉପରେ ଦୁର୍ଘଟଣା |ଗୋଟିଏ ମାସ ମଧ୍ୟରେ ଚାରି ଚାରି ଥର ହେଲାଣି ଦୁର୍ଘଟଣା |ଆଜି ପୁଣି ନୟାଗଡ PWD Lane ନିକଟସ୍ଥ ରାସ୍ତାରେ ଗୋଟିଏ କାରକୁ ବାଡ଼େଇଛି ଗୋଟିଏ ଟ୍ରକ |ଆଜିର ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନି | କିନ୍ତୁ ପୂର୍ବ ଦୁର୍ଘଟଣା ଗୁଡିକରେ ଦେଖିବାକୁ ମିଳିଛି ମୃତ୍ୟୁ ଆଉ ମୃତ୍ୟୁ |ବାରମ୍ବାର ଦୁର୍ଘଟଣା ହେବା ପରେ ବି ନୟାଗଡ ଜିଲ୍ଲା ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି |

ଭୁବନେଶ୍ବରରେ ଆୟୋଜିତ ୩ଦିନିଆ ଜାତୀୟ ଜନଜାତି ନୃତ୍ଯ ଉତ୍ସବରେ ଆଜି ମିଜୋ ଜନଜାତିଙ୍କ ସରଲାମକାଇ, ଓଡ଼ିଶାର ସାନ୍ତାଳୀ ଜନଜାତିଙ୍କ କଳସି ନୃତ୍ୟ ...
21/05/2022

ଭୁବନେଶ୍ବରରେ ଆୟୋଜିତ ୩ଦିନିଆ ଜାତୀୟ ଜନଜାତି ନୃତ୍ଯ ଉତ୍ସବରେ ଆଜି ମିଜୋ ଜନଜାତିଙ୍କ ସରଲାମକାଇ, ଓଡ଼ିଶାର ସାନ୍ତାଳୀ ଜନଜାତିଙ୍କ କଳସି ନୃତ୍ୟ ଏବଂ ଝାଡଖଣ୍ଡ ଓରାଙ୍ଗ ଜନଜାତିଙ୍କ କରମଥାପଡି ଇତ୍ୟାଦି ନୃତ୍ୟ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୧୫ଟି ରାଜ୍ୟର ୨୦ଟି ଜନଜାତି ଅଂଶଗ୍ରହଣ କରିଛନ୍ତି।

10/04/2022

Address

Cuttack

Alerts

Be the first to know and let us send you an email when THS Odisha News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to THS Odisha News:

Share