Pkm Crazy

Pkm Crazy Sabse milo, sabki suno, aur jahan ho sake madad karo
"A little help, a big smile — that’s the mission."❤️🥀

Mahadev 🙏
21/05/2026

Mahadev 🙏

ଏ କଥା ମୁଁ କହୁନି, କିଛି ଭକ୍ତ କହୁଛନ୍ତି !!
15/05/2026

ଏ କଥା ମୁଁ କହୁନି, କିଛି ଭକ୍ତ କହୁଛନ୍ତି !!




କେତୋଟି ପାରା ଅଛନ୍ତି ❓
12/05/2026

କେତୋଟି ପାରା ଅଛନ୍ତି ❓

📚 କେରଳ — ଭାରତର ସବୁଠୁ ଶିକ୍ଷିତ ରାଜ୍ୟମାନଙ୍କ ମଧ୍ୟରୁ ଗୋଟିଏ।ଏଠାରେ ଲୋକେ ସଚେତନ, ପ୍ରଶ୍ନ କରନ୍ତି ଏବଂ ତଥ୍ୟକୁ ଗୁରୁତ୍ୱ ଦିଅନ୍ତି।ଏହି ଘଟଣ...
06/05/2026

📚 କେରଳ — ଭାରତର ସବୁଠୁ ଶିକ୍ଷିତ ରାଜ୍ୟମାନଙ୍କ ମଧ୍ୟରୁ ଗୋଟିଏ।
ଏଠାରେ ଲୋକେ ସଚେତନ, ପ୍ରଶ୍ନ କରନ୍ତି ଏବଂ ତଥ୍ୟକୁ ଗୁରୁତ୍ୱ ଦିଅନ୍ତି।
ଏହି ଘଟଣା ଆଉଥରେ ଦେଖାଇଦେଲା ଯେ ଶିକ୍ଷା ଓ ସଚେତନତା ଲୋକଙ୍କର ଚିନ୍ତାଧାରାକୁ ଗଢ଼େ।
କିଏ କାହାକୁ ସମର୍ଥନ କରୁଛି, ସେଥିରେ ତାଙ୍କର ଭାବନା ଓ ବୁଝାମଣା ପ୍ରକାଶ ପାଉଛି।
🤔 କିନ୍ତୁ ଏହା ମଧ୍ୟ ସତ୍ୟ — ରାଜନୀତିରେ ମତ ଭିନ୍ନ ହେବା ସାଧାରଣ କଥା।
ସମ୍ମାନ ଓ ତର୍କ ସହିତ ଆଲୋଚନା ହେବାଟା ହିଁ ଗଣତନ୍ତ୍ରର ସୌନ୍ଦର୍ଯ୍ୟ।

ଭକ୍ତି ଥିଲେ ଜୟ ଜଗନ୍ନାଥ ଲେଖନ୍ତୁ ⭕❗⭕🙏
05/05/2026

ଭକ୍ତି ଥିଲେ ଜୟ ଜଗନ୍ନାଥ ଲେଖନ୍ତୁ ⭕❗⭕🙏

ଯେଉଁ ଲୋକ ଅନ୍ୟ ପ୍ରତି ଦୁର୍ବ୍ୟବହାର କରେ ସେ ଜାଣିରଖୁ ଯେ ତା’ ପାଇଁ ଅନ୍ୟ କେଉଁଠି ଅପମାନ ସାଇତା ହୋଇ ରହୁଛି।
27/04/2026

ଯେଉଁ ଲୋକ ଅନ୍ୟ ପ୍ରତି ଦୁର୍ବ୍ୟବହାର କରେ ସେ ଜାଣିରଖୁ ଯେ ତା’ ପାଇଁ ଅନ୍ୟ କେଉଁଠି ଅପମାନ ସାଇତା ହୋଇ ରହୁଛି।

ଜୀବନରେ ସବୁ ହସୁଥିବା ମୁହଁ ସତ୍ୟର ପ୍ରତିକ ନୁହେଁ। କିଛି ଲୋକ ତାଙ୍କର ମିଷ୍ଟି କଥା ଓ ସୁନ୍ଦର ହସରେ ମିଥ୍ୟାକୁ ଏମିତି ଭାବରେ ପ୍ରସ୍ତୁତ କରନ୍ତ...
16/04/2026

ଜୀବନରେ ସବୁ ହସୁଥିବା ମୁହଁ ସତ୍ୟର ପ୍ରତିକ ନୁହେଁ। କିଛି ଲୋକ ତାଙ୍କର ମିଷ୍ଟି କଥା ଓ ସୁନ୍ଦର ହସରେ ମିଥ୍ୟାକୁ ଏମିତି ଭାବରେ ପ୍ରସ୍ତୁତ କରନ୍ତି ଯେ, ଆମେ ସହଜରେ ସେଥିରେ ବିଶ୍ୱାସ କରିଦେଉ। ସେଥିପାଇଁ କାହାକୁ ଅନ୍ଧାଭାବରେ ବିଶ୍ୱାସ କରିବା ଠିକ୍ ନୁହେଁ—ପ୍ରତ୍ୟେକ କଥାର ସତ୍ୟତାକୁ ବୁଝିବା ଓ ସଦା ସଚେତନ ରହିବା ହିଁ ଜୀବନର ସଠିକ୍ ପଥ। ✨

15/04/2026

Monkey irritating

15/04/2026

Monkeys Love ❤️

ଦହି ପଖାଳ ଭାତ ❤️ So Yummy 😋
11/04/2026

ଦହି ପଖାଳ ଭାତ ❤️ So Yummy 😋

Address

Banki Cuttack
Cuttack

Alerts

Be the first to know and let us send you an email when Pkm Crazy posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Pkm Crazy:

Share