52 BAZAR 53 GALI CUTTACK

52 BAZAR 53 GALI CUTTACK Contact information, map and directions, contact form, opening hours, services, ratings, photos, videos and announcements from 52 BAZAR 53 GALI CUTTACK, Digital creator, Cuttack, odisha, Cuttack.

ସଭିଙ୍କୁ ନମସ୍କାର 🙏🏻
ଏହି ପେଜରେ ସାମାଜିକ, ଖାଦ୍ୟ ପେୟ , ସାଂସ୍କୃତିକ, ଦର୍ଶନ ର ଭିଡିଓ ପୋଷ୍ଟ କରାଯାଇଛି।ଏହି ପେଜ କୁ ବହୁ ମାତ୍ରାରେ ସେୟାର ଏବଂ ଫଲ୍ଓ କରନ୍ତୁ। ଆପଣଙ୍କ ଆଶୀର୍ବାଦ ଆମକୁ ଦିଅନ୍ତୁ।
ଜୟ ମା କଟକ ଚଣ୍ଡୀ 🙏🏻

କଟକ ଚାଉଳିଆଗଞ୍ଜ ଥଟାରୀ ସାହି ଅଞ୍ଚଳରୁ ଜଣେ ଯୁବକ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ନିଖୋଜ ଯୁବକଜଣଙ୍କ ହେଲେ ସୁନୀଲ କୁମାର ସାହୁ (୩୦)।ମିଳିଥି...
20/05/2026

କଟକ ଚାଉଳିଆଗଞ୍ଜ ଥଟାରୀ ସାହି ଅଞ୍ଚଳରୁ ଜଣେ ଯୁବକ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ନିଖୋଜ ଯୁବକଜଣଙ୍କ ହେଲେ ସୁନୀଲ କୁମାର ସାହୁ (୩୦)।
ମିଳିଥିବା ସୂଚନା ଅନୁଯାୟୀ, ଗତ ଦୁଇ ଦିନ ହେବ ସୁନୀଲ କେଉଁଆଡ଼େ ଚାଲିଯାଇଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ଖୋଜଖବର ମିଳିପାରିନାହିଁ। ପରିବାର ଲୋକେ ସମସ୍ତ ସମ୍ଭାବ୍ୟ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କିଛି ସନ୍ଧାନ ପାଇନାହାନ୍ତି।
ଯଦି କୌଣସି ସହୃଦୟ ବ୍ୟକ୍ତି ଏହି ଯୁବକଙ୍କ ସମ୍ପର୍କରେ କିଛି ବି ସୂଚନା ପାଆନ୍ତି, ତେବେ ସେମାନଙ୍କୁ 9776783963 ମୋବାଇଲ୍ ନମ୍ବରରେ ଯୋଗାଯୋଗ କରିବାକୁ ପରିବାର ପକ୍ଷରୁ କାକୁତିମିନତି କରି ଅନୁରୋଧ କରାଯାଇଛି।

19/05/2026

HANUMAN ALATI DARSHAN

12/05/2026

ରାଜଧାନୀ ଭୁବନେଶ୍ବର ରାଜରାସ୍ତା ର ଦୃଶ୍ୟ

07/05/2026

ଏଇଟା କଣ ତମ କର୍ତ୍ତବ୍ୟ ନୁହେଁ ?
କଟକ ବାଲିକୁଦା ଛକରେ ହୋମ ଗାର୍ଡ ଜଣଙ୍କ ଲୋକଙ୍କ ଫୋଟୋ ଉଠାଇବା ରେ ବ୍ୟସ୍ତ ହୋଇ ଯାଇ ଥାଆନ୍ତି। ଯିଏ ଟଙ୍କା ଦେବ ତା ଫୋଟୋ କଟା ହେବ ନହେଲେ ଫାଇନ। କିନ୍ତୁ ସେହି ବାଲିକୁଦା ଛକ ପାଖରେ ରାସ୍ତା ମରଣ ଯନ୍ତା ପାଲଟିଛି ସେଇଟା ଏ ହୋମ ଗାର୍ଡ ବାବୁ କୁ ଦେଖା ଯାଉ ନାହିଁ । ନା ନିଜର କାଢ଼ ପାଉ ନାହିଁ ଫୋଟୋ ଉଠାଇବାରେ। ଯଦି ଲୋକଙ୍କ ଭଲ ପାଇଁ ଫୋଟୋ ଉଠାଉଛ ତେବେ ଆଗ ଖାଲ ଖମା ର ଫୋଟୋ ଉଠାଇ ଜାତୀୟ ରାଜପଥ କୁ ପଠାଅ ନହେଲେ ତମ ଆଇ ଆଇ ସି, ଏ ସି ପି କୁ ପଠାଅ।

National Highways Authority of India - NHAI

05/05/2026

SRI SRI BIRA HANUMAN ALATI DARSHAN

MADAN MOHAN JEW TEMPLE CHAULIAGANJ

Address

Cuttack, Odisha
Cuttack
753004

Website

Alerts

Be the first to know and let us send you an email when 52 BAZAR 53 GALI CUTTACK posts news and promotions. Your email address will not be used for any other purpose, and you can unsubscribe at any time.

Share