JANASWARA NEWS

JANASWARA NEWS JANASWARA NEWS In a short period, Janaswara has created innovation, impact, ratings, time spends, and viewer-support.

The rise of Janaswara news as India’s leading news & entertainment web channel within a short span of its existence owes a lot to the vision of its chairman and Producer and the dedication and toil of its ever-growing team of bright news & entertainment professionals. Indeed, Janaswara’s newsbreaks have inspired talk shows on rival channels, Bollywood films, documentaries and articles. In today

’s rampant me-too-ism, Janaswara is, perhaps, the only Odia news & entertainment channel that is perceived as “courageous” and “different.”

12/08/2026

#ଦାଦା ବଟି ପାଇଁ ଘାଇ କାର୍ଯ୍ୟ ବନ୍ଦ! # JANASWARA NEWS

12/08/2026

ଦାଦା ବଟି ପାଇଁ ଘାଇ କାର୍ଯ୍ୟ ବନ୍ଦ!

ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡରେ ରଥଯାତ୍ରାର ଭବ୍ୟ ଆୟୋଜନ* #ଆମେରିକା
21/07/2026

ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡରେ ରଥଯାତ୍ରାର ଭବ୍ୟ ଆୟୋଜନ* #ଆମେରିକା

JANASWARA *ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡରେ ରଥଯାତ୍ରାର ଭବ୍ୟ ଆୟୋଜନ* ରୋଡ଼ସ ଆଇଲ୍ୟାଣ୍ଡ ତା ୨୦.୦୭.ରିଖ ; ଯୁକ୍ତରାଷ୍ଟ୍ର ଆମେରିକାର ରୋଡ଼ସ ....

06/05/2026

ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭଗବାନ ବୁଦ୍ଧଦେବଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ। #ଓଡିଶା #ସାହିତ୍ୟ #ଏକାଡେମୀ ପକ୍ଷରୁ ଭଗବାନ #ବୁଦ୍ଧଦେବଙ୍କ ାଜ୍ୟ ସ୍ତରୀୟ ଜୟନ୍ତୀ।

27/04/2026

ଡକାୟତି ଘଟଣାରେ ଦୁଇ ଗିରଫଲୁଟ ସାମଗ୍ରୀ ଜବତ
ବାଲିଚନ୍ଦ୍ରପୁର ତା ୨୭/୪=ବରୁଆଁ ବାଲିଚନ୍ଦ୍ରପୁର ରାସ୍ତାର ଅରାଇକଣା ନିକଟରେ ଗତ ୨୪/୨୫ତାରିଖ ମଧ୍ୟ ରାତ୍ରରେ ବିଶ୍ୱଜିତ ସାହୁ ଓ ବିଶ୍ୱଜି ନିଜର ଭିଡ଼ିଓ ସୁଟିଂ କାମ ସାରି ଫେରୁଥିବା ବେଳେ ପାଞ୍ଚ ଜଣ ବନ୍ଧୁକ ଧାରୀ ଯୁବକ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କ ଠାରୁ ତିନି ଲକ୍ଷ ଟଙ୍କାର ସାମଗ୍ରୀ ଡକାୟତି କରି ନେଇଥିବା କଥା ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ।ବାଲିଚନ୍ଦ୍ରପୁର ଥାନା ପକ୍ଷରୁ ଥାନା କେଶ ନମ୍ବର ୧୫୪/୨୦୨୬ ରେ ଏକ ମୋକଦମା ରୁଜୁ କରାଯାଇ ଯାଜପୁର ଆରକ୍ଷୀ ଅଧିକ୍ଷକ ଙ୍କ ସ୍ୱତନ୍ତ୍ର ତତ୍ୱାବଧାନ ରେ ଦୁଇ ଗୋଟି ଯାଞ୍ଚ କାରି ଦଳ ଗଠନ କରାଯାଇଥିଲା। ଯାଞ୍ଚ କାରି ଦଳ ପ୍ରଥମେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ଶିବପ୍ରସାଦ ସାମଲ ଙ୍କୁ ଅଟକ ରଖାଯାଇ ଖୋଲାତାଡ଼ କରାଯିବରେ ଅନ୍ୟ ଅଭିଯୁକ୍ତ ମାହାଙ୍ଗା ଥାନା ଅନ୍ତର୍ଗତ କୋଳିଅଠା ଗ୍ରାମର ଚିନ୍ମୟ ମଲ୍ଲିକ ଙ୍କୁ ଗିରଫ କରାଯିବା ସହ ତିନି ଲକ୍ଷ ଟଙ୍କା ମୂଲ୍ୟର ଦୁଇଗୋଟି ନିକନ କ୍ୟାମେରା, ଚାରି ଗୋଟି ମୋବାଇଲ ଗୋଟିଏ ୟମଃ ମୋଟର ସାଇକେଲ, ଗୋଟିଏ ପୁଲସର ମୋଟର ସାଇକେଲ ଜବତ କରା ଯାଇ ଅଭିଯୁକ୍ତ ଦ୍ବୟ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ।ଏହି ଘଟଣା ରେ ଆଭିଯୁକ୍ତ ଅନ୍ୟ ତିନି ଜଣ ନାବାଳକ ହୋଇଥିବାରୁ ସେମାନଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆ ଯାଇଥିବା କଥା ସାମ୍ବାଦିକ ସମ୍ମିଳନୀ ରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶରତ ଚନ୍ଦ୍ର ପତ୍ର ସୂଚନା ଦେଇଛନ୍ତି ।ବାଲିଚନ୍ଦ୍ରପୁର ଥାନା ପରିସରରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀ ରେ ବାଲିଚନ୍ଦ୍ରପୁର ଥାନା ର ଆରକ୍ଷୀ ନିରୀକ୍ଷକ ଦିଲ୍ଲୀପ କୁମାର ମହାନ୍ତି,ଓ ତଦନ୍ତକାରୀ ଅଧିକାରୀ ଦିପାଲିପସା ନାୟକ ଉପସ୍ଥିତ ଥିଲେ। ଏହି ଅବସରରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପାତ୍ର 100089035681694:2048:JANASWARA NEWSବାଲିଚନ୍ଦ୍ରପୁର ଥାନା ର ଆରକ୍ଷୀ ନିରୀକ୍ଷକ ଦିଲୀପ କୁମାର ମହାନ୍ତି ଙ୍କ କାର୍ଯ୍ୟ ଦକ୍ଷତା ର ପ୍ରଶଂସା କରିବା ସହ ଏହା ଦ୍ୱତୀୟ ସଫଳତା ବୋଲି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ। Part 14

27/04/2026

ଡକାୟତି ଘଟଣାରେ ଦୁଇ ଗିରଫଲୁଟ ସାମଗ୍ରୀ ଜବତ
ବାଲିଚନ୍ଦ୍ରପୁର ତା ୨୭/୪=ବରୁଆଁ ବାଲିଚନ୍ଦ୍ରପୁର ରାସ୍ତାର ଅରାଇକଣା ନିକଟରେ ଗତ ୨୪/୨୫ତାରିଖ ମଧ୍ୟ ରାତ୍ରରେ ବିଶ୍ୱଜିତ ସାହୁ ଓ ବିଶ୍ୱଜି ନିଜର ଭିଡ଼ିଓ ସୁଟିଂ କାମ ସାରି ଫେରୁଥିବା ବେଳେ ପାଞ୍ଚ ଜଣ ବନ୍ଧୁକ ଧାରୀ ଯୁବକ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କ ଠାରୁ ତିନି ଲକ୍ଷ ଟଙ୍କାର ସାମଗ୍ରୀ ଡକାୟତି କରି ନେଇଥିବା କଥା ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ।ବାଲିଚନ୍ଦ୍ରପୁର ଥାନା ପକ୍ଷରୁ ଥାନା କେଶ ନମ୍ବର ୧୫୪/୨୦୨୬ ରେ ଏକ ମୋକଦମା ରୁଜୁ କରାଯାଇ ଯାଜପୁର ଆରକ୍ଷୀ ଅଧିକ୍ଷକ ଙ୍କ ସ୍ୱତନ୍ତ୍ର ତତ୍ୱାବଧାନ ରେ ଦୁଇ ଗୋଟି ଯାଞ୍ଚ କାରି ଦଳ ଗଠନ କରାଯାଇଥିଲା। ଯାଞ୍ଚ କାରି ଦଳ ପ୍ରଥମେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ଶିବପ୍ରସାଦ ସାମଲ ଙ୍କୁ ଅଟକ ରଖାଯାଇ ଖୋଲାତାଡ଼ କରାଯିବରେ ଅନ୍ୟ ଅଭିଯୁକ୍ତ ମାହାଙ୍ଗା ଥାନା ଅନ୍ତର୍ଗତ କୋଳିଅଠା ଗ୍ରାମର ଚିନ୍ମୟ ମଲ୍ଲିକ ଙ୍କୁ ଗିରଫ କରାଯିବା ସହ ତିନି ଲକ୍ଷ ଟଙ୍କା ମୂଲ୍ୟର ଦୁଇଗୋଟି ନିକନ କ୍ୟାମେରା, ଚାରି ଗୋଟି ମୋବାଇଲ ଗୋଟିଏ ୟମଃ ମୋଟର ସାଇକେଲ, ଗୋଟିଏ ପୁଲସର ମୋଟର ସାଇକେଲ ଜବତ କରା ଯାଇ ଅଭିଯୁକ୍ତ ଦ୍ବୟ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ।ଏହି ଘଟଣା ରେ ଆଭିଯୁକ୍ତ ଅନ୍ୟ ତିନି ଜଣ ନାବାଳକ ହୋଇଥିବାରୁ ସେମାନଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆ ଯାଇଥିବା କଥା ସାମ୍ବାଦିକ ସମ୍ମିଳନୀ ରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶରତ ଚନ୍ଦ୍ର ପତ୍ର ସୂଚନା ଦେଇଛନ୍ତି ।ବାଲିଚନ୍ଦ୍ରପୁର ଥାନା ପରିସରରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀ ରେ ବାଲିଚନ୍ଦ୍ରପୁର ଥାନା ର ଆରକ୍ଷୀ ନିରୀକ୍ଷକ ଦିଲ୍ଲୀପ କୁମାର ମହାନ୍ତି,ଓ ତଦନ୍ତକାରୀ ଅଧିକାରୀ ଦିପାଲିପସା ନାୟକ ଉପସ୍ଥିତ ଥିଲେ। ଏହି ଅବସରରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପାତ୍ର 100089035681694:2048:JANASWARA NEWSବାଲିଚନ୍ଦ୍ରପୁର ଥାନା ର ଆରକ୍ଷୀ ନିରୀକ୍ଷକ ଦିଲୀପ କୁମାର ମହାନ୍ତି ଙ୍କ କାର୍ଯ୍ୟ ଦକ୍ଷତା ର ପ୍ରଶଂସା କରିବା ସହ ଏହା ଦ୍ୱତୀୟ ସଫଳତା ବୋଲି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ। Part 13

27/04/2026

ଡକାୟତି ଘଟଣାରେ ଦୁଇ ଗିରଫଲୁଟ ସାମଗ୍ରୀ ଜବତ
ବାଲିଚନ୍ଦ୍ରପୁର ତା ୨୭/୪=ବରୁଆଁ ବାଲିଚନ୍ଦ୍ରପୁର ରାସ୍ତାର ଅରାଇକଣା ନିକଟରେ ଗତ ୨୪/୨୫ତାରିଖ ମଧ୍ୟ ରାତ୍ରରେ ବିଶ୍ୱଜିତ ସାହୁ ଓ ବିଶ୍ୱଜି ନିଜର ଭିଡ଼ିଓ ସୁଟିଂ କାମ ସାରି ଫେରୁଥିବା ବେଳେ ପାଞ୍ଚ ଜଣ ବନ୍ଧୁକ ଧାରୀ ଯୁବକ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କ ଠାରୁ ତିନି ଲକ୍ଷ ଟଙ୍କାର ସାମଗ୍ରୀ ଡକାୟତି କରି ନେଇଥିବା କଥା ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ।ବାଲିଚନ୍ଦ୍ରପୁର ଥାନା ପକ୍ଷରୁ ଥାନା କେଶ ନମ୍ବର ୧୫୪/୨୦୨୬ ରେ ଏକ ମୋକଦମା ରୁଜୁ କରାଯାଇ ଯାଜପୁର ଆରକ୍ଷୀ ଅଧିକ୍ଷକ ଙ୍କ ସ୍ୱତନ୍ତ୍ର ତତ୍ୱାବଧାନ ରେ ଦୁଇ ଗୋଟି ଯାଞ୍ଚ କାରି ଦଳ ଗଠନ କରାଯାଇଥିଲା। ଯାଞ୍ଚ କାରି ଦଳ ପ୍ରଥମେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ଶିବପ୍ରସାଦ ସାମଲ ଙ୍କୁ ଅଟକ ରଖାଯାଇ ଖୋଲାତାଡ଼ କରାଯିବରେ ଅନ୍ୟ ଅଭିଯୁକ୍ତ ମାହାଙ୍ଗା ଥାନା ଅନ୍ତର୍ଗତ କୋଳିଅଠା ଗ୍ରାମର ଚିନ୍ମୟ ମଲ୍ଲିକ ଙ୍କୁ ଗିରଫ କରାଯିବା ସହ ତିନି ଲକ୍ଷ ଟଙ୍କା ମୂଲ୍ୟର ଦୁଇଗୋଟି ନିକନ କ୍ୟାମେରା, ଚାରି ଗୋଟି ମୋବାଇଲ ଗୋଟିଏ ୟମଃ ମୋଟର ସାଇକେଲ, ଗୋଟିଏ ପୁଲସର ମୋଟର ସାଇକେଲ ଜବତ କରା ଯାଇ ଅଭିଯୁକ୍ତ ଦ୍ବୟ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ।ଏହି ଘଟଣା ରେ ଆଭିଯୁକ୍ତ ଅନ୍ୟ ତିନି ଜଣ ନାବାଳକ ହୋଇଥିବାରୁ ସେମାନଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆ ଯାଇଥିବା କଥା ସାମ୍ବାଦିକ ସମ୍ମିଳନୀ ରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶରତ ଚନ୍ଦ୍ର ପତ୍ର ସୂଚନା ଦେଇଛନ୍ତି ।ବାଲିଚନ୍ଦ୍ରପୁର ଥାନା ପରିସରରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀ ରେ ବାଲିଚନ୍ଦ୍ରପୁର ଥାନା ର ଆରକ୍ଷୀ ନିରୀକ୍ଷକ ଦିଲ୍ଲୀପ କୁମାର ମହାନ୍ତି,ଓ ତଦନ୍ତକାରୀ ଅଧିକାରୀ ଦିପାଲିପସା ନାୟକ ଉପସ୍ଥିତ ଥିଲେ। ଏହି ଅବସରରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପାତ୍ର 100089035681694:2048:JANASWARA NEWSବାଲିଚନ୍ଦ୍ରପୁର ଥାନା ର ଆରକ୍ଷୀ ନିରୀକ୍ଷକ ଦିଲୀପ କୁମାର ମହାନ୍ତି ଙ୍କ କାର୍ଯ୍ୟ ଦକ୍ଷତା ର ପ୍ରଶଂସା କରିବା ସହ ଏହା ଦ୍ୱତୀୟ ସଫଳତା ବୋଲି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ। Part 12

27/04/2026

ଡକାୟତି ଘଟଣାରେ ଦୁଇ ଗିରଫଲୁଟ ସାମଗ୍ରୀ ଜବତ
ବାଲିଚନ୍ଦ୍ରପୁର ତା ୨୭/୪=ବରୁଆଁ ବାଲିଚନ୍ଦ୍ରପୁର ରାସ୍ତାର ଅରାଇକଣା ନିକଟରେ ଗତ ୨୪/୨୫ତାରିଖ ମଧ୍ୟ ରାତ୍ରରେ ବିଶ୍ୱଜିତ ସାହୁ ଓ ବିଶ୍ୱଜି ନିଜର ଭିଡ଼ିଓ ସୁଟିଂ କାମ ସାରି ଫେରୁଥିବା ବେଳେ ପାଞ୍ଚ ଜଣ ବନ୍ଧୁକ ଧାରୀ ଯୁବକ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କ ଠାରୁ ତିନି ଲକ୍ଷ ଟଙ୍କାର ସାମଗ୍ରୀ ଡକାୟତି କରି ନେଇଥିବା କଥା ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ।ବାଲିଚନ୍ଦ୍ରପୁର ଥାନା ପକ୍ଷରୁ ଥାନା କେଶ ନମ୍ବର ୧୫୪/୨୦୨୬ ରେ ଏକ ମୋକଦମା ରୁଜୁ କରାଯାଇ ଯାଜପୁର ଆରକ୍ଷୀ ଅଧିକ୍ଷକ ଙ୍କ ସ୍ୱତନ୍ତ୍ର ତତ୍ୱାବଧାନ ରେ ଦୁଇ ଗୋଟି ଯାଞ୍ଚ କାରି ଦଳ ଗଠନ କରାଯାଇଥିଲା। ଯାଞ୍ଚ କାରି ଦଳ ପ୍ରଥମେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ଶିବପ୍ରସାଦ ସାମଲ ଙ୍କୁ ଅଟକ ରଖାଯାଇ ଖୋଲାତାଡ଼ କରାଯିବରେ ଅନ୍ୟ ଅଭିଯୁକ୍ତ ମାହାଙ୍ଗା ଥାନା ଅନ୍ତର୍ଗତ କୋଳିଅଠା ଗ୍ରାମର ଚିନ୍ମୟ ମଲ୍ଲିକ ଙ୍କୁ ଗିରଫ କରାଯିବା ସହ ତିନି ଲକ୍ଷ ଟଙ୍କା ମୂଲ୍ୟର ଦୁଇଗୋଟି ନିକନ କ୍ୟାମେରା, ଚାରି ଗୋଟି ମୋବାଇଲ ଗୋଟିଏ ୟମଃ ମୋଟର ସାଇକେଲ, ଗୋଟିଏ ପୁଲସର ମୋଟର ସାଇକେଲ ଜବତ କରା ଯାଇ ଅଭିଯୁକ୍ତ ଦ୍ବୟ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ।ଏହି ଘଟଣା ରେ ଆଭିଯୁକ୍ତ ଅନ୍ୟ ତିନି ଜଣ ନାବାଳକ ହୋଇଥିବାରୁ ସେମାନଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆ ଯାଇଥିବା କଥା ସାମ୍ବାଦିକ ସମ୍ମିଳନୀ ରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶରତ ଚନ୍ଦ୍ର ପତ୍ର ସୂଚନା ଦେଇଛନ୍ତି ।ବାଲିଚନ୍ଦ୍ରପୁର ଥାନା ପରିସରରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀ ରେ ବାଲିଚନ୍ଦ୍ରପୁର ଥାନା ର ଆରକ୍ଷୀ ନିରୀକ୍ଷକ ଦିଲ୍ଲୀପ କୁମାର ମହାନ୍ତି,ଓ ତଦନ୍ତକାରୀ ଅଧିକାରୀ ଦିପାଲିପସା ନାୟକ ଉପସ୍ଥିତ ଥିଲେ। ଏହି ଅବସରରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପାତ୍ର 100089035681694:2048:JANASWARA NEWSବାଲିଚନ୍ଦ୍ରପୁର ଥାନା ର ଆରକ୍ଷୀ ନିରୀକ୍ଷକ ଦିଲୀପ କୁମାର ମହାନ୍ତି ଙ୍କ କାର୍ଯ୍ୟ ଦକ୍ଷତା ର ପ୍ରଶଂସା କରିବା ସହ ଏହା ଦ୍ୱତୀୟ ସଫଳତା ବୋଲି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ। Part 11

27/04/2026

ଡକାୟତି ଘଟଣାରେ ଦୁଇ ଗିରଫଲୁଟ ସାମଗ୍ରୀ ଜବତ
ବାଲିଚନ୍ଦ୍ରପୁର ତା ୨୭/୪=ବରୁଆଁ ବାଲିଚନ୍ଦ୍ରପୁର ରାସ୍ତାର ଅରାଇକଣା ନିକଟରେ ଗତ ୨୪/୨୫ତାରିଖ ମଧ୍ୟ ରାତ୍ରରେ ବିଶ୍ୱଜିତ ସାହୁ ଓ ବିଶ୍ୱଜି ନିଜର ଭିଡ଼ିଓ ସୁଟିଂ କାମ ସାରି ଫେରୁଥିବା ବେଳେ ପାଞ୍ଚ ଜଣ ବନ୍ଧୁକ ଧାରୀ ଯୁବକ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କ ଠାରୁ ତିନି ଲକ୍ଷ ଟଙ୍କାର ସାମଗ୍ରୀ ଡକାୟତି କରି ନେଇଥିବା କଥା ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ।ବାଲିଚନ୍ଦ୍ରପୁର ଥାନା ପକ୍ଷରୁ ଥାନା କେଶ ନମ୍ବର ୧୫୪/୨୦୨୬ ରେ ଏକ ମୋକଦମା ରୁଜୁ କରାଯାଇ ଯାଜପୁର ଆରକ୍ଷୀ ଅଧିକ୍ଷକ ଙ୍କ ସ୍ୱତନ୍ତ୍ର ତତ୍ୱାବଧାନ ରେ ଦୁଇ ଗୋଟି ଯାଞ୍ଚ କାରି ଦଳ ଗଠନ କରାଯାଇଥିଲା। ଯାଞ୍ଚ କାରି ଦଳ ପ୍ରଥମେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ଶିବପ୍ରସାଦ ସାମଲ ଙ୍କୁ ଅଟକ ରଖାଯାଇ ଖୋଲାତାଡ଼ କରାଯିବରେ ଅନ୍ୟ ଅଭିଯୁକ୍ତ ମାହାଙ୍ଗା ଥାନା ଅନ୍ତର୍ଗତ କୋଳିଅଠା ଗ୍ରାମର ଚିନ୍ମୟ ମଲ୍ଲିକ ଙ୍କୁ ଗିରଫ କରାଯିବା ସହ ତିନି ଲକ୍ଷ ଟଙ୍କା ମୂଲ୍ୟର ଦୁଇଗୋଟି ନିକନ କ୍ୟାମେରା, ଚାରି ଗୋଟି ମୋବାଇଲ ଗୋଟିଏ ୟମଃ ମୋଟର ସାଇକେଲ, ଗୋଟିଏ ପୁଲସର ମୋଟର ସାଇକେଲ ଜବତ କରା ଯାଇ ଅଭିଯୁକ୍ତ ଦ୍ବୟ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ।ଏହି ଘଟଣା ରେ ଆଭିଯୁକ୍ତ ଅନ୍ୟ ତିନି ଜଣ ନାବାଳକ ହୋଇଥିବାରୁ ସେମାନଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆ ଯାଇଥିବା କଥା ସାମ୍ବାଦିକ ସମ୍ମିଳନୀ ରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶରତ ଚନ୍ଦ୍ର ପତ୍ର ସୂଚନା ଦେଇଛନ୍ତି ।ବାଲିଚନ୍ଦ୍ରପୁର ଥାନା ପରିସରରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀ ରେ ବାଲିଚନ୍ଦ୍ରପୁର ଥାନା ର ଆରକ୍ଷୀ ନିରୀକ୍ଷକ ଦିଲ୍ଲୀପ କୁମାର ମହାନ୍ତି,ଓ ତଦନ୍ତକାରୀ ଅଧିକାରୀ ଦିପାଲିପସା ନାୟକ ଉପସ୍ଥିତ ଥିଲେ। ଏହି ଅବସରରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପାତ୍ର 100089035681694:2048:JANASWARA NEWSବାଲିଚନ୍ଦ୍ରପୁର ଥାନା ର ଆରକ୍ଷୀ ନିରୀକ୍ଷକ ଦିଲୀପ କୁମାର ମହାନ୍ତି ଙ୍କ କାର୍ଯ୍ୟ ଦକ୍ଷତା ର ପ୍ରଶଂସା କରିବା ସହ ଏହା ଦ୍ୱତୀୟ ସଫଳତା ବୋଲି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ। Part 10

27/04/2026

ଡକାୟତି ଘଟଣାରେ ଦୁଇ ଗିରଫଲୁଟ ସାମଗ୍ରୀ ଜବତ
ବାଲିଚନ୍ଦ୍ରପୁର ତା ୨୭/୪=ବରୁଆଁ ବାଲିଚନ୍ଦ୍ରପୁର ରାସ୍ତାର ଅରାଇକଣା ନିକଟରେ ଗତ ୨୪/୨୫ତାରିଖ ମଧ୍ୟ ରାତ୍ରରେ ବିଶ୍ୱଜିତ ସାହୁ ଓ ବିଶ୍ୱଜି ନିଜର ଭିଡ଼ିଓ ସୁଟିଂ କାମ ସାରି ଫେରୁଥିବା ବେଳେ ପାଞ୍ଚ ଜଣ ବନ୍ଧୁକ ଧାରୀ ଯୁବକ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କ ଠାରୁ ତିନି ଲକ୍ଷ ଟଙ୍କାର ସାମଗ୍ରୀ ଡକାୟତି କରି ନେଇଥିବା କଥା ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ।ବାଲିଚନ୍ଦ୍ରପୁର ଥାନା ପକ୍ଷରୁ ଥାନା କେଶ ନମ୍ବର ୧୫୪/୨୦୨୬ ରେ ଏକ ମୋକଦମା ରୁଜୁ କରାଯାଇ ଯାଜପୁର ଆରକ୍ଷୀ ଅଧିକ୍ଷକ ଙ୍କ ସ୍ୱତନ୍ତ୍ର ତତ୍ୱାବଧାନ ରେ ଦୁଇ ଗୋଟି ଯାଞ୍ଚ କାରି ଦଳ ଗଠନ କରାଯାଇଥିଲା। ଯାଞ୍ଚ କାରି ଦଳ ପ୍ରଥମେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ଶିବପ୍ରସାଦ ସାମଲ ଙ୍କୁ ଅଟକ ରଖାଯାଇ ଖୋଲାତାଡ଼ କରାଯିବରେ ଅନ୍ୟ ଅଭିଯୁକ୍ତ ମାହାଙ୍ଗା ଥାନା ଅନ୍ତର୍ଗତ କୋଳିଅଠା ଗ୍ରାମର ଚିନ୍ମୟ ମଲ୍ଲିକ ଙ୍କୁ ଗିରଫ କରାଯିବା ସହ ତିନି ଲକ୍ଷ ଟଙ୍କା ମୂଲ୍ୟର ଦୁଇଗୋଟି ନିକନ କ୍ୟାମେରା, ଚାରି ଗୋଟି ମୋବାଇଲ ଗୋଟିଏ ୟମଃ ମୋଟର ସାଇକେଲ, ଗୋଟିଏ ପୁଲସର ମୋଟର ସାଇକେଲ ଜବତ କରା ଯାଇ ଅଭିଯୁକ୍ତ ଦ୍ବୟ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ।ଏହି ଘଟଣା ରେ ଆଭିଯୁକ୍ତ ଅନ୍ୟ ତିନି ଜଣ ନାବାଳକ ହୋଇଥିବାରୁ ସେମାନଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆ ଯାଇଥିବା କଥା ସାମ୍ବାଦିକ ସମ୍ମିଳନୀ ରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶରତ ଚନ୍ଦ୍ର ପତ୍ର ସୂଚନା ଦେଇଛନ୍ତି ।ବାଲିଚନ୍ଦ୍ରପୁର ଥାନା ପରିସରରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀ ରେ ବାଲିଚନ୍ଦ୍ରପୁର ଥାନା ର ଆରକ୍ଷୀ ନିରୀକ୍ଷକ ଦିଲ୍ଲୀପ କୁମାର ମହାନ୍ତି,ଓ ତଦନ୍ତକାରୀ ଅଧିକାରୀ ଦିପାଲିପସା ନାୟକ ଉପସ୍ଥିତ ଥିଲେ। ଏହି ଅବସରରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପାତ୍ର 100089035681694:2048:JANASWARA NEWSବାଲିଚନ୍ଦ୍ରପୁର ଥାନା ର ଆରକ୍ଷୀ ନିରୀକ୍ଷକ ଦିଲୀପ କୁମାର ମହାନ୍ତି ଙ୍କ କାର୍ଯ୍ୟ ଦକ୍ଷତା ର ପ୍ରଶଂସା କରିବା ସହ ଏହା ଦ୍ୱତୀୟ ସଫଳତା ବୋଲି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ। Part 9

Address

Cuttack
753001

Alerts

Be the first to know and let us send you an email when JANASWARA NEWS posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to JANASWARA NEWS:

Shortcuts

Share