
18/08/2025
ଓଡ଼ିଆ ବଜ଼ାର ପୂଜା କମିଟି ତରଫରୁ 🌺ମହାମାୟୀ ଆଦିଶକ୍ତି ଶ୍ରୀ ଯୋଗୋମାୟା ଙ୍କ ପବିତ୍ର ଦୁର୍ଗା ପୂଜା ନିମନ୍ତେ ପବିତ୍ର ନନ୍ଦଉତ୍ସବ ଅବସରରେ ପୂଜା କମିଟି ର ପୂଜକ,ମୁରବି,ଯୁବକ ମାନଙ୍କ ଆନୁକୂଲ୍ୟରେ କାଠଯୋଡ଼ି ଘାଟ ଠାରେ ମା ଙ୍କ ମୂର୍ତ୍ତିକା ଅନୁକୂଳ କରାଯାଇ ଘଣ୍ଟ ଘଣ୍ଟି ଖୋଳ ତାଳ ସହ ନଗର ପରିକ୍ରମା କରାଯାଇ ଦୁର୍ଗା ମଣ୍ଡପ ରେ ସ୍ଥାପନ କରାଗଲା....🙏🏻🔱🌺🌸💐