pgirija

pgirija at-katarapa, salipur, cuttack

17/08/2026

ଆଜି ସଙ୍କ୍ରାନ୍ତୀ ବହୁତ କାମ ବସିବାକୁ ସମୟ ନାହିଁ ମୋ ପାଖରେ

16/08/2026

ଯୋଉ ବର୍ଷା ରେ ରୁଟି ଡାଲେମା କଲିଣି ଲୋ ମା ପିଲା ମାନେ ଯିଏ ତୁମ ମା ର ହାତ ରନ୍ଧା ଖାଇବ ଶିଘ୍ର ଆସ ପିଲାମାନେ

15/08/2026

ହେମଦସ୍ତା କୁଟା ବାଟଣ ସବୁଠାରୁ ଭଲ ଠିକ୍ କହିଛି ନାଁ

14/08/2026

ପରିବା ଭଲ କି ଧୋଇ ରୋଷେଇ କରିବ ନହେଲେ ନାମ ନବ ବିଭିନ୍ନ ରୋଗ ହ‌ଉଛି ଆଜି କାଲି

13/08/2026

ପ୍ରତ୍ୟେକ ଗୁରୁବାର ଦିନ ମୁଁ ଘର ଲିପାପୋଛା ନକଲେ ମୋତେ ଜମା ଭଲ ଲାଗେନି

12/08/2026

ବର୍ଷା କୁ ମୋର ନାହିଁ ଡର ରୋଷେଇ ପାଇଁ ଜାଳ reddy

10/08/2026

ସକାଳୁ ଉଠିଲେ ମୋର ମୁଢ଼ି ଚା ନହେଲେ ମୋର ଚଳେନି

08/08/2026

ମୋର ନିତିଦିନିଆ ରୁଟିନ ଏ ସବୁ ||ଏ ସବୁ ନକଲେ ଭଲ ଲାଗେନି

With Buddhaditya Mohanty Mohanty – I just got recognized as one of their top fans! 🎉
08/08/2026

With Buddhaditya Mohanty Mohanty – I just got recognized as one of their top fans! 🎉

07/08/2026

ପଶୁପକ୍ଷୀ ଙ୍କ ମା ମୁ ତାଙ୍କୁ ଖାଇବାକୁ ନ ଦେଲେ ମତେ ଭୋକ ହୁଏନାହିଁ

Address

Salipur
Cuttack

Alerts

Be the first to know and let us send you an email when pgirija posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share