OdiaKhabar24

OdiaKhabar24 One of the Odisha's leading news and entertainment portal

03/10/2025

ଯେତେବେଳେ 18 ମାସ ପରେ 170 ଫୁଟ ତଳୁ ଜୀବନ୍ତ ଫେରିଥିଲେ ସବମରିନ ଯାତ୍ରୀ...| Perseus Submarine Incident |

03/10/2025

କେବେ ସାପଙ୍କ ଅଦାଲତ କଥା ଆପଣ ଶୁଣିଛନ୍ତି କି ? ଅଜବ ଲାଗୁଥିଲେ ମଧ୍ୟ ଏହିଭଳି ଏକ ବିଶେଷ ଅଦାଲତ ଆମ ଭାରତରେ ବସେ । ଜାଣନ୍ତୁ ଏ ଅଦାଲତରେ କଣ ହୁଏ ?

03/10/2025

ଗରମ ପାଣି ପିଇବା ଦ୍ଵାରା କୌଣସି ସ୍ଵାସ୍ଥ୍ୟଗତ ଫାଇଦା ମିଳେ କି ନାହିଁ ଏନେଇ ଅନେକ ଯୁକ୍ତି ଦେଖିବାକୁ ମିଳେ । ତେଣୁ ଆଜି ଆମେ ଆପଣଙ୍କୁ ଗରମ ପାଣି ପିଇବାର ଫାଇଦା ବିଷୟରେ ଜଣାଇବୁ ।

30/09/2025

GDP ଅନୁସାରେ ଦୁନିଆର ସବୁଠୁ ଧନୀ ଦେଶ ହେଉଛି ୟୁନାଇଟେଡ ଷ୍ଟେଟ ଅଫ ଆମେରିକା । ଏହି ଲିଷ୍ଟରେ ଆମ ଦେଶ ଭାରତ ଚତୁର୍ଥ ସ୍ଥାନରେ ରହିଛି ।

29/09/2025

ଭାରତ ସମେତ ବିଶ୍ଵର ବିଭିନ୍ନ ଦେଶରେ କୋର୍ଟ ରୁମରେ ଏହି ମହିଳାଙ୍କ ମୂର୍ତ୍ତି ଥାଏ । ହେଲେ ଜାଣିଛନ୍ତି କି ଏହି ମହିଳା କିଏ ଓ ତାଙ୍କ ଆଖିର ପଟି ଏବଂ ହାତରେ ଥିବା ତରାଜୁ କେଉଁ ସଂକେତ ଦିଏ ?


29/09/2025

ସମୁଦ୍ରରୁ ବାହାରୁଥିବା ଅଶୋଧିତ ତେଲ ବା ପେଟ୍ରୋଲିୟମରୁ ପେଟ୍ରୋଲ, ଡିଜେଲ ଏବଂ କିରୋସିନ ଆଦି ପ୍ରାକୃତିକ ତେଲ ପ୍ରସ୍ତୁତ କରାଯାଏ । ଆଜି ଚାଲନ୍ତୁ ଜାଣିବା ସମୁଦ୍ର ତଳେ ଏହି ତେଲ କିଏ ବନାଏ ଏବଂ ଏହାକୁ ବୈଜ୍ଞାନିକ ଓ ଇଞ୍ଜିନିୟରମାନେ କେମିତି କାଢନ୍ତି ।

28/09/2025

ଆଜି ଆମେ ଆପଣଙ୍କୁ ଘରେ ଦେଖା ଯାଉଥିବା ଏଇ ବିଛା ବିଷୟରେ କହୁଛୁ ଯିଏ ଆପଣଙ୍କୁ ପ୍ରକୃତରେ କୋଟିପତି ବନେଇ ଦେଇ ପାରେ । କାରଣ ଏହି ବିଛାର ବିଷର ଦାମ୍ 20 କିଲୋ ସୁନା ଦାମ୍ ସହ ସମାନ ।

, , , , ,

27/09/2025

ପୋଷ୍ଟ ଅଫିସରେ ଅନେକ ସ୍କିମ୍ ରହିଛି ଯେଉଁଥିରେ ନିବେଶ କଲେ ମାତ୍ର କିଛି ବର୍ଷ ମଧ୍ୟରେ ଟଙ୍କା ଦ୍ଵିଗୁଣ ହୋଇଯାଉଛି । ଆଜି ଆମେ ଆପଣଙ୍କୁ ସେହିଭଳି ଏକ ଯୋଜନା ବିଷୟରେ କହିବୁ ।

, , , , , , ,

26/09/2025

ଥାଇରଏଡ ରୋଗୀମାନେ ସେମାନଙ୍କ ଖାଦ୍ୟପେୟ ଓ ଜୀବନଶୈଳୀ ଉପରେ ଧ୍ୟାନ ଦେବା ନିହାତି ଜରୁରୀ । ଡାକ୍ତରଙ୍କ ମତରେ ଥାଇରଏଡ ରୋଗୀ କିଛି ବିଶେଷ ଖାଦ୍ୟପେୟ ଠାରୁ ଦୂରେଇ ରହିବା ଉଚିତ ।

26/09/2025

ଅନେକ ଫିଲ୍ମରେ ମୁଖ୍ୟ ଚରିତ୍ର ପିନ୍ଧୁଥିବା ପୋଷାକ ଗୁଡିକ ବେଶ ଲୋକପ୍ରିୟ ହୋଇଯାଏ । ଫିଲ୍ମ ଜଗତରେ ଏଭଳି ଅନେକ ଚରିତ୍ର ରହିଛନ୍ତି ଯାହା ଦର୍ଶକ ଯୁଗେ ଯୁଗେ ମନେ ରଖିବେ । ଜାଣନ୍ତୁ ସେହି ସବୁ ଡ୍ରେସ ଓ ଗହଣାର ପ୍ରକୃତ ରହସ୍ୟ ।

24/09/2025

ଆଜି ଆମେ ଆପଣଙ୍କୁ ଦେଶର ଏଭଳି ଜଣେ ରାଜନେତାଙ୍କ ବିଷୟରେ କହିବୁ ଯାହାଙ୍କୁ ଆମ ଦେଶ ଇତିହାସର ସବୁଠୁ ପାଠୁଆ ନେତା ଭାବେ ବିବେଚନା କରାଯାଏ । ସେ କେତେ ପାଠ ପଢିଛନ୍ତି ଜାଣିଲେ ହୋସ୍ ଉଡିଯିବ ।

24/09/2025

ଲିଫ୍ଟ ବଟନରେ M, C ଏବଂ RC ଆଦି ଲେଖା ହୋଇଥାଏ । ଏହି ବଟନ ଗୁଡିକର ଅସଲ କାରଣ କଣ ଜାଣିଛନ୍ତି ତ ? ଯଦି ଜାଣି ନାହାନ୍ତି ତେବେ ଆଜି ଜାଣି ନିଅନ୍ତୁ ବହୁତ କାମରେ ଆସିବ ।

Address

Cuttack
753014

Alerts

Be the first to know and let us send you an email when OdiaKhabar24 posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to OdiaKhabar24:

Share