Chitta Dhal Vlogs

Chitta Dhal Vlogs [email protected]
LIKE, SHARE AND FOLLOW

16/08/2026

ରବିବାରରେ ପଖାଳ ଆଉ ମାଛ ଭଜା! ଆପଣଙ୍କୁ ପଖାଳ କେମିତି ଲାଗେ?

16/08/2026

ସକାଳୁ ସକାଳୁ ବର୍ଷାରେ ସଜନା ଶାଗ ତୋଲିଲି

16/08/2026

ଗରମାଗରମ ପନିର ମୋମୋ ଏବଂ ସ୍ପେଶାଲ ଚଟଣୀ! ଆପଣଙ୍କୁ ମୋମୋ ଭଲ ଲାଗେ କି?

16/08/2026

ଘରେ ବନାନ୍ତୁ ମଜାଦାର ପନିର ମମୋଜ୍। ଆପଣଙ୍କୁ ଏହି ରେସିପି କେମିତି ଲାଗିଲା କମେଣ୍ଟ କରି ଜଣାନ୍ତୁ।

15/08/2026

ମୁଚ୍‌ମୁଚ୍ ସ୍ନାକ୍ସ ସହ ସନ୍ଧ୍ୟା ଜମିଗଲା! କାଜୁ ଓ ମଖାନା ଭଜା ଖାଇବାକୁ କାହାକୁ ଭଲ ଲାଗେ କମେଣ୍ଟ କରନ୍ତୁ।

15/08/2026

ଗରମ ଭାତ ଆଉ ସ୍ପାଇସି ଚିକେନ୍ ତରକାରୀର ମଜା କିଛି ଅଲଗା! ଆପଣଙ୍କର ପସନ୍ଦର ଖାଦ୍ୟ କଣ?

14/08/2026

ବିନା ପିଆଜ ରସୁଣ ଆମିଷ ସବୁ ଏକାଠି ゚viralシ

12/08/2026

ଲାଛା ପରାଠା ଚିଲ୍ଲି ପନିର

10/08/2026

ଆଳୁ ତରକାରୀ ଚମତ୍କାର ସ୍ବାଦ ゚viralシ

10/08/2026

ବର୍ଷା ଛାଡ଼ିଲା ମୋମୋ ଆସିଲା

Address

Cuttack

Alerts

Be the first to know and let us send you an email when Chitta Dhal Vlogs posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share