22/05/2022
ଆଜି ଆମ ପରିବାର ତରଫରୁ ପ୍ରଥମ ଦିବସରେ ସେବା କାର୍ଯ୍ୟକ୍ରମ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ପଙ୍କଜ ଦାସ ,ବିଶ୍ୱଜିତ ଦାସ, କିଶନ ଦାସ,ଆଶିଷ ଚୌଧୁରୀ,ଋଷିକେଶ ପଣ୍ଡା,ଶ୍ରୀମାନ ସବ୍ୟସାଚୀ ଓ ରୁଦ୍ର ନାରାୟଣ ପଣ୍ଡା ସମୂଖ ଭାଇ ମାନେ ନିଧାରିତ ସମୟରେ ନିଜର ବହୁମୂଲ୍ୟ ସମୟ ବାହାର କରି ଆସି ଯୋଗ ଦେଇ କାର୍ଯ୍ୟକ୍ରମ କୁ ସାଫଲ୍ୟ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିସ୍କୁଟ, କେକ,ଆଉ ଥଣ୍ଡା ସାଇ ମନ୍ଦିର ଷ୍ଟେସନ ବଜାର ପାଖରେ ଥିବାଗରିବ ଓ ଅସହାୟ ଲୋକମାନଙ୍କୁ ବଣ୍ଟନ କରାଯାଇଥିଲା।ଆଉ ଏମିତି ଆଗକୁ ଆଗକୁ ପ୍ରତ୍ୟେକ ରବିବାର ସୁନ୍ଦର ପ୍ରୋଗ୍ରାମ ମାନ ସବୁ ହେଉ ଏତିକି ଆଶା ଆଉ ବିଶ୍ୱାସ।ପ୍ରଭୂ ଜଗନ୍ନାଥ⭕❗⭕ ସମସ୍ତଙ୍କର ମଂଗଳ କାମନା କରନ୍ତୁ । 🙏🙏