Nikhila Odisha Swechhasebi Mahasangha-NOSM

Nikhila Odisha Swechhasebi Mahasangha-NOSM ସମାଜସେବୀ ମାନଙ୍କ ସୁରକ୍ଷା,ସମ୍ମାନ ଏବଂ ସଚେତନତା ଦିଗରେ ଏକ ପ୍ରୟାସ।

23/04/2025
21/10/2024

🙏ସୂଚନା🙏
🙏ଆମ୍ଭମାନଙ୍କର ଅନୁଷ୍ଠାନ,ନିଖିଳ ଓଡ଼ିଶା ସ୍ବେଛାସେବୀ ମହାସଂଘ (NOSM) ପକ୍ଷରୁ ସମ୍ଭାବ୍ୟ ବାତ୍ୟା ⭐ଦାନା⭐ ର ପ୍ରଭାବକୁ ଦୃଷ୍ଟିରେ ରଖି ବାତ୍ୟା ଜନିତ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଉପଯୁକ୍ତ ମୁକାବିଲା କରିବା ଓ ବାତ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକରେ ସମସ୍ତ ପ୍ରକାରର ଜରୁରୀକାଳୀନ ସେବାଗୁଡିକୁ ଯୋଗାଇ ଦେବାପାଇଁ (NOSM) Samajsebi Mahasangha Odisha ର ବରିଷ୍ଠ ସଦସ୍ୟ ମାନଙ୍କ ନେତୃତ୍ୱରେ ଏକ ବାତ୍ୟା ସଙ୍କଟ ମୁକାବିଲା କମିଟି ଗଠନ କରାଗଲା ।ଯୋଗାଯୋଗ ନମ୍ବର - 8280019714🙏

🙏ଭଗବାନ ନ କରନ୍ତୁ, ଯଦି ବା ଆପଣଙ୍କ ଅଞ୍ଚଳରେ କୌଣସି ବ୍ୟକ୍ତି ବାତ୍ୟା ଜନିତ ଅସୁବିଧାକୁ ସାମ୍ନା କରନ୍ତି ତାହେଲେ ତୁରନ୍ତ ମହାସଙ୍ଘର ଉପରୋକ୍ତ ସଦସ୍ୟମାନଙ୍କୁ ଯୋଗାଯୋଗ କରିବା ପାଇଁ ନିବେଦନ।🙏

🙏ସମସ୍ତଙ୍କୁ ଅନୁରୋଧ ବାତ୍ୟା ପୁର୍ବରୁ ସଜାଗ ରୁହନ୍ତୁ, ସରକାରଙ୍କ ନିର୍ଦ୍ଦେଶ ପାଳନ କରନ୍ତୁ ।🙏

ଧନ୍ୟବାଦ ।

18/09/2024

୭ନଭେମ୍ବର୨୦୨୪ ଜୟଦେବ ଭବନ ସମାଜସେବୀ
‼️ସମାବେଶ‼️

Address

At-Plot No-1020, Trisulia, PO/Bramhangaon, Ps/Baranga, Dist/Cuttack, Pin-754005, Odisha
Cuttack
491335

Telephone

+919861682611

Website

Alerts

Be the first to know and let us send you an email when Nikhila Odisha Swechhasebi Mahasangha-NOSM posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Nikhila Odisha Swechhasebi Mahasangha-NOSM:

Share