Important News Odisha

Important News Odisha *ସତ୍ୟର ପଥେ ଖବର ର ସାଥେ *IMPORTANT NEWS ODISHA* ସଠିକ୍ ଖବ

10/09/2025

12 ବର୍ଷ ହେଲା ଫେସବୁକ୍ ଚଲାଉଛି, କିନ୍ତୁ ଆଜି ଜାଣିଲି, Like ବଟନ୍‌ଟାକୁ ତିନିଥର ଦବାଇଲେ Screenshot ହୋଇଯାଏ...!"

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପୁସ୍ତିକା ଉନ୍ମୋଚିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
20/06/2025

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପୁସ୍ତିକା ଉନ୍ମୋଚିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଓଡ଼ିଶା ଭିଜନ ବୁକ ଉନ୍ମୋଚିତ
20/06/2025

ଓଡ଼ିଶା ଭିଜନ ବୁକ ଉନ୍ମୋଚିତ

ରାଜ୍ୟ ସ୍ତରୀୟ ସମାବେଶ
20/06/2025

ରାଜ୍ୟ ସ୍ତରୀୟ ସମାବେଶ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଖିବାକୁ ଜନତା ମୈଦାନରେ ଜନସମୁଦ୍ର । ରୋଡ୍ ସୋ’ ବେଳେ ସାଥୀରେ ନଜର ଆସିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ବି...
20/06/2025

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଖିବାକୁ ଜନତା ମୈଦାନରେ ଜନସମୁଦ୍ର । ରୋଡ୍ ସୋ’ ବେଳେ ସାଥୀରେ ନଜର ଆସିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ମୁଖ୍ୟମନ୍ତ୍ରୀ ଙ୍କର ଭାଷଣ ଶୁଣିଲେ ମୋଦି
20/06/2025

ମୁଖ୍ୟମନ୍ତ୍ରୀ ଙ୍କର ଭାଷଣ ଶୁଣିଲେ ମୋଦି

ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବ।ଯୋଗ ଦେଲେ ପ୍ରଧାନମନ୍ତ୍ରୀ ମୋଦି।
20/06/2025

ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବ।ଯୋଗ ଦେଲେ ପ୍ରଧାନମନ୍ତ୍ରୀ ମୋଦି।

ଓଡିଶା ର ମୁଖ୍ୟ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ଙ୍କୁ ସ୍ୱାଗତ କଲେ।
20/06/2025

ଓଡିଶା ର ମୁଖ୍ୟ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ଙ୍କୁ ସ୍ୱାଗତ କଲେ।

ଓଡିଶା ମଞ୍ଚ ରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଙ୍କୁ ଭବ୍ୟ ସ୍ୱାଗତ
20/06/2025

ଓଡିଶା ମଞ୍ଚ ରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଙ୍କୁ ଭବ୍ୟ ସ୍ୱାଗତ

ଆସିଲେ ମୋଦି ଆଣିଲେ  #ବଡ଼_ଭେଟି ଓଡ଼ିଶା ପାଇଁ ମୋଦିଙ୍କର ବଡ଼ ପ୍ଲାନ।               #
20/06/2025

ଆସିଲେ ମୋଦି ଆଣିଲେ #ବଡ଼_ଭେଟି
ଓଡ଼ିଶା ପାଇଁ ମୋଦିଙ୍କର ବଡ଼ ପ୍ଲାନ। #

ବଡମ୍ବା ବନଖଣ୍ଡ ଧୋବଣୀନାଳ ନିକଟ ଖୁଣ୍ଟୁଣୀ ନରସିଂହପୁର ୬୫ ନଂ ରାଜ୍ଯ ରାଜପଥ ଉପରେ ହାତୀ
12/06/2025

ବଡମ୍ବା ବନଖଣ୍ଡ ଧୋବଣୀନାଳ ନିକଟ ଖୁଣ୍ଟୁଣୀ ନରସିଂହପୁର ୬୫ ନଂ ରାଜ୍ଯ ରାଜପଥ ଉପରେ ହାତୀ

ଆଜିଠୁ ଅଲାରନାଥଙ୍କ ଦର୍ଶନ କରନ୍ତୁ.. 🙏... ମିଳିଥାଏ କୋଟି ପୁଣ୍ୟ....ଅଣସର ସମୟରେ ରତ୍ନସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେଇ ନ ଥାନ୍ତି କଳାଠାକୁର...
12/06/2025

ଆଜିଠୁ ଅଲାରନାଥଙ୍କ ଦର୍ଶନ କରନ୍ତୁ.. 🙏... ମିଳିଥାଏ କୋଟି ପୁଣ୍ୟ....
ଅଣସର ସମୟରେ ରତ୍ନସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେଇ ନ ଥାନ୍ତି କଳାଠାକୁର। ସେଥିପାଇଁ ଏହି ଅଣସର ସମୟ ଦ୍ୱିତୀୟ ଶ୍ରୀକ୍ଷେତ୍ର ପାଲଟିଯାଏ ବ୍ରହ୍ମଗିରି। ଉଭା ହୁଅନ୍ତି ବ୍ରହ୍ମଗିରି ଅଲାରନାଥଙ୍କ ପୀଠରେ ଶିଳାବ୍ରହ୍ମ ରୂପରେ। ତେଣୁ ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ହୁଏ।

ଆଜି ଏଠାରେ ଉଭା ହେବେ ପରମେଶ୍ୱର ପରଂବ୍ରହ୍ମ ଶ୍ରୀଜଗନ୍ନାଥ। ପରମେଶ୍ୱରଙ୍କ ଆଗମନକୁ ପ୍ରତୀକ୍ଷା କରିଥାନ୍ତି ଶ୍ରଦ୍ଧାଳୁ। ଚତୁର୍ଦ୍ଧାବିଗ୍ରହ ଚତୁର୍ଭୁଜ ନାରାୟଣ ରୂପରେ ଏଠାରେ ଦର୍ଶନ ଦେଇଥାନ୍ତି। ଅବଢ଼ା ବଦଳରେ ଖିରୀ ଭୋଗରେ ତୃପ୍ତ ହେବେ ପରମେଶ୍ୱର ଏବଂ ଭକ୍ତ।

କୁହାଯାଏ ବର୍ଷଯାକ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ଅର୍ଜନ ମିଳିଥାଏ ଅଣସର ସମୟରେ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସମଫଳ ପ୍ରାପ୍ତି ହୋଇଥାଏ। ଅଲାରନାଥ ପୀଠକୁ ନେଇ ବିଭିନ୍ନ କିମ୍ବଦନ୍ତୀ ରହିଛି। ସେଥିମଧ୍ୟ ଗୋଟିଏ କିମ୍ବଦନ୍ତୀ ହେଉଛି ଅଣସର ସମୟରେ ଶ୍ରୀ ଚୈତନ୍ୟ ପୁରୀ ଆସିଥିଲେ। ଜଗନ୍ନାଥଙ୍କ ଗୁପ୍ତ ନୀତି ଚାଲିଥିବାରୁ ଦର୍ଶନରୁ ବଞ୍ଚିତ ହୋଇଥିଲେ। ଏଥିରେ ଦୁଃଖ ପ୍ରକାଶ କରି ମହୋଦଧିରେ ପ୍ରାଣତ୍ୟାଗ କରିବା ପାଇଁ ଯିବା ସମୟରେ ଶୂନ୍ୟ ବାଣୀ ହୋଇଥିଲ ଯେ, ମୁଁ ବ୍ରହ୍ମଗିରିରେ ଅଲାରନାଥ ରୂପରେ ଦର୍ଶନ ଦେବି। ମତେ ସେହିଠାରେ ହିଁ ଦର୍ଶନ କରିବ। ଏହାପରେ ଚୈତନ୍ୟ ପ୍ରାଣତ୍ୟାଗରୁ ନିବୃତ୍ତ ହୋଇ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରିଥିଲେ। ସେହିଦିନଠାରୁ କିମ୍ବଦନ୍ତୀ ଅନୁସାରେ ଏହି ଅଣସର ପର୍ବ ଏଠାରେ ପାଳିତ ହୋଇଥାଏ ବୋଲି କୁହାଯାଏ।

Address

Cuttack

Alerts

Be the first to know and let us send you an email when Important News Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Important News Odisha:

Share