12/08/2026
େରରେ_ଆଦର୍ଶ_ବିଦ୍ୟାଳୟ #ଚୁପ୍_ବସିଛନ୍ତି_ଅଧ୍ୟକ୍ଷ
ଆଠ ଦିନ ହେବ ଜଳ ବନ୍ଦୀ ଘେରରେ ରହିଛି କଟକ ସଦର ବ୍ଲକ ର ଏକମାତ୍ର ଆଦର୍ଶ ବିଦ୍ୟାଳୟ, ଏହି ବିଦ୍ୟାଳୟରେ ୬-ଷ୍ଠରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପ୍ରାୟ ୫୦୦-ଛାତ୍ରଛାତ୍ରୀ ଏବେବି ଆଣ୍ଠୁଏ ପାଣିରେ ପଶି ସ୍କୁଲ ଭିତରକୁ ଯା ଆସ କରୁଥିଲେ ମଧ୍ୟ ଏଯାଏଁ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ପଡ଼ିନାହିଁ