Kshirod’s Kickback

Kshirod’s Kickback Living at the intersection of chaos and calculated risks. Current status: Navigating the fallout of Kshirod’s Kickback.

କାହିଁକି ଟାଙ୍ଗିଆ ଧରିଲେ ଛାତ୍ର BJD ସଭା ନେତ୍ରୀ ଇପ୍ସିତା ସାହୁ???
08/04/2026

କାହିଁକି ଟାଙ୍ଗିଆ ଧରିଲେ ଛାତ୍ର BJD ସଭା ନେତ୍ରୀ ଇପ୍ସିତା ସାହୁ???

08/04/2026

ଏଇଠି କଣ କିଏ କହିପାରିବ ...😳😳

15/03/2026

କାଳବୈଶାଖୀ ର ତାଣ୍ଡବଲୀଳା

ଆପଣ ମାନେ Supporting କଲେ ମୋର ସମାଧାନ ହେଇଯିବ , ଆପଣଙ୍କର ସହଯୋଗ ନିହାତି ଆବଶ୍ୟକ...♥️😃😛👌
15/03/2026

ଆପଣ ମାନେ Supporting କଲେ ମୋର ସମାଧାନ ହେଇଯିବ , ଆପଣଙ୍କର ସହଯୋଗ ନିହାତି ଆବଶ୍ୟକ...♥️😃😛👌

ସଂକ୍ରାନ୍ତି ଭୋଗ ଖାଇଲେଣି ନା ନାହିଁ...😃😛👌
15/03/2026

ସଂକ୍ରାନ୍ତି ଭୋଗ ଖାଇଲେଣି ନା ନାହିଁ...😃😛👌

15/03/2026

ଖାଇ ସାରିବା ପରେ ଯଦି ଖିଲିଏ ପାନ ନହେଲା, ତେବେ ଜମା ମଜା ଆସେନି। କିଏ କିଏ ପାନ ପ୍ରେମୀ ଏଠି? 🙋‍♂️

ଘଷିର ବ୍ୟବହାର ଆଜି ପର୍ଯ୍ୟନ୍ତ କେହି ଜାଣିପାରୁ ନଥିଲେ କିନ୍ତୁ ଆଜି ଗ୍ୟାସ ସମସ୍ୟା ପରେ ସମସ୍ତେ ଘଷିର ମହତ୍ତ୍ୱ ବୁଝିଗଲେ...👌😛
15/03/2026

ଘଷିର ବ୍ୟବହାର ଆଜି ପର୍ଯ୍ୟନ୍ତ କେହି ଜାଣିପାରୁ ନଥିଲେ କିନ୍ତୁ ଆଜି ଗ୍ୟାସ ସମସ୍ୟା ପରେ ସମସ୍ତେ ଘଷିର ମହତ୍ତ୍ୱ ବୁଝିଗଲେ...👌😛

15/03/2026

ଗ୍ୟାସ ନ ମିଳିବାରୁ ପୁରୁଷ ପୁଅଙ୍କ ଅବସ୍ଥା....😃😛👌

15/03/2026

୬ ଘଣ୍ଟାରୁ ଅଧିକ ସମୟ ହେବ ଟ୍ରେନ୍ ବାଥରୁମ୍ ଭିତରେ ପଶି ନାକେଦମ କଲା ଯୁବକ। ମଦ୍ୟପ ଯୁବକଙ୍କ ଉନ୍ମୁକ୍ତ କାଣ୍ତ ରେଲୱେ କତୃପକ୍ଷ ଆସି କବାଟ ଭାଙ୍ଗି ବାହାରକୁ ବାହାର କରିବାର ଦୃଶ୍ୟ...😃😛👌

Address

Nadiasahaspur
Cuttack
754205

Website

Alerts

Be the first to know and let us send you an email when Kshirod’s Kickback posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share