KUSUM TV

KUSUM TV KUSUM TV Beyond Compare. It's a news and entertainment channel. Kusum Tv is used two logo KUSUM TV BEYOND COMPARE
Kusum Tv is a News & Entertainment Channel.

Kusum TV is Kusum TV’s official YouTube News & Entertainment Channel which streams breaking news, latest news, current affairs and more entertainment programmes from across India and the world. Kusum TV LIVE delivers news on Politics, Entertainment, Bollywood and Sports, 24X7 in Odia. Subscribe here to get the latest and breaking news:
Facebook: http://www.facebook.com/kusum.tv3154
Twitter: http://twitter.com/
Youtube:https://youtube.com/c/KUSUMTV

06/06/2026

ଅକାଟ୍ୟ ବଚନ : ଆଜିର ଅକାଟ୍ୟ ବଚନରେ କିଛି ବାସ୍ତବ କଥା ଯାହା କିଛି ଲୋକଙ୍କ ମନକୁ ଛୁଇଁ ପାରେ ଆଉ କିଛି ଲୋକଙ୍କୁ କଷ୍ଟ ଦେଇପାରେ I ( ଏହା ଏକ ସଚେତନତା ମୂଳକ ଭିଡ଼ିଓ, କାହାକୁ ଅପମାନିତ କରିବା କିମ୍ବା କାହା ମନରେ ଆଘାତ ଦେବା ଆମର ଉଦ୍ଧେଶ୍ୟ ନୁହଁ ) ゚ ゚viralシviralシfypシ゚viralシalシ

05/06/2026

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମହାନତା : ଓଡ଼ିଶା ସରକାରଙ୍କ ତତ୍ଵାବଧାନରେ ଦେବେନ୍ଦ୍ର ସୁନାଙ୍କ ମର ଶରୀର ବାଙ୍ଗାଲୋରରୁ ଓଡ଼ିଶାକୁ ଆସିଲା ゚ ゚viralシviralシfypシ゚viralシalシ

05/06/2026

ସୁବର୍ଣ୍ଣପୁର ତେଲ ଫାକ୍ଟ୍ରିରେ ନିଆଁ ଲାଗିଲା ゚ ゚viralシviralシfypシ゚viralシalシ

04/06/2026

କଟକ ୪୨ମୌଜା ଝିଙ୍କିରିଆ ଠାରେ ଥିବା ଶ୍ରୀମାଧବ ସେବାଶ୍ରମରେ ନିଜ ଜନ୍ମଦିନ ପାଳିଲେ ମାନସ ମହାନ୍ତି I ତାଙ୍କ ସହିତ ସମସ୍ତ ପରିବାର ବର୍ଗ ଉପସ୍ଥିତ ରହି ନିଜ ହାତରେ ଆଶ୍ରମ ଅନ୍ତେବାସୀଙ୍କୁ ଅର୍ଣ୍ଣ ଖୁଆଇ ଆଶ୍ରିବାଦ ଲାଭ କରିଛନ୍ତି ゚ ゚viralシviralシfypシ゚viralシalシ

04/06/2026

ବାଙ୍ଗାଲୋରରେ ସୁଜିତ୍ ଙ୍କ ଶବଦାହ କଲେ ମା ତାରିଣୀ ଓଡିଆ ସେବା ଟ୍ରଷ୍ଟ ゚ ゚viralシviralシfypシ゚viralシalシ

04/06/2026

ମଣିଷର ଶେଷ ଠିକଣା ସ୍ବର୍ଗଧାମ: ମିଛ ଦୁନିଆରେ ଗୋଟିଏ ସତ୍ୟ ତାହା ହେଉଛି ସ୍ମଶାନ : ଗର୍ବ, ଅହଂକାର, ଲୋଭ, ମୋହ, ଧନ ସମ୍ପତ୍ତି ଓ ସୁନ୍ଦର ଚେହେରା କିଛି କାମକୁ ନୁହେଁ, ତାହା ମନୁଷ୍ୟ ଭଲ ଭାବରେ ଜାଣିଥାଏ ତଥାପି ଅନ୍ୟର ଅନିଷ୍ଟ ଚିନ୍ତା କରିବା, ଅନ୍ୟକୁ ତାଛଲ୍ୟ କରିବା, ଅନ୍ୟକୁ ହୀନ ମନେ କରିବା ଛାଡେନାହିଁ I ଥରେ ଏହି ମଶାଣି ଭୂମିରେ ଏକା ବସି ଦେଖ ସବୁକିଛି ବୁଝିଯିବ I ମିଛ ମାୟା ସଂସାର କେହି ନୁହେଁ କାହାର ゚ ゚viralシviralシfypシ゚viralシalシ

https://youtu.be/Pb03vFG6mJo?si=CPzIiM_azEOkntVJ
03/06/2026

https://youtu.be/Pb03vFG6mJo?si=CPzIiM_azEOkntVJ

୪୨ମୌଜା ଝିଙ୍କିରିଆ ସ୍ଥିତ ଶ୍ରୀମାଧବ ସେବାଶ୍ରମରେ ନିଜର ୨୩ତମ ଜନ୍ମଦିନ ପାଳିଲେ...

02/06/2026

ସାରା ଭାରତ ସ୍କେଟିଙ୍ଗ ଯାତ୍ରା କରି ସନାତନ ଧର୍ମର ପ୍ରଚାର ଉଦ୍ଧେଶ୍ୟରେ ଯୁବକମାନେ ゚viralシviralシfypシ゚viralシalシ ゚

02/06/2026

କୋହଲିଙ୍କୁ ଦେଖି ଏମିତି କାମ କଲେ ବୈଭବ ସୂର୍ଯ୍ୟବଂଶୀ ゚ ゚viralシviralシfypシ゚viralシalシ

Address

Cuttack, Odisha
Cuttack
754021

Opening Hours

9am - 5pm

Telephone

+917064091493

Alerts

Be the first to know and let us send you an email when KUSUM TV posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to KUSUM TV:

Share

Category