Odia Mo Bhasa

Odia Mo Bhasa ଓଡ଼ିଆ ସଂସ୍କୃତି ଓ ଗୌରବ କୁ ବ୍ୟାଖ୍ୟା କରିବା ପାଇଁ ଆମର ଏକ ପ୍ରୟାସ - ଓଡ଼ିଆ ମୋ ଭାଷା
(698)

ଲୁପ୍ତପ୍ରାୟ ଓଡିଆ ଭାଷାକୁ ପୁର୍ନଜୀବିତ କରିବା ପାଇଁ ଆମ୍ଭେମାନେ ଯେଉଁ ହାତ ବଢାଇଛୁ ବା ଚେଷ୍ଟା କରୁଛୁ, ଆପଣ ଆମକୁ ଉତ୍ସାହିତ କରାନ୍ତୁ ।

ଶ୍ରୀ ସିଦ୍ଧ ମହାବୀର ହନୁମାନ ଙ୍କ ଆଜିର ଦିବ୍ଯ ଦର୍ଶନ 🙏❤️🙏
29/10/2025

ଶ୍ରୀ ସିଦ୍ଧ ମହାବୀର ହନୁମାନ ଙ୍କ ଆଜିର ଦିବ୍ଯ ଦର୍ଶନ 🙏❤️🙏

ଏହିପରି ମାଆ ଙ୍କୁ ଶତ ଶତ ପ୍ରଣାମ 🙏
29/10/2025

ଏହିପରି ମାଆ ଙ୍କୁ ଶତ ଶତ ପ୍ରଣାମ 🙏

ଏହି ଭଉଣୀଙ୍କୁ ହୃଦୟରୁ ସଲାମ
29/10/2025

ଏହି ଭଉଣୀଙ୍କୁ ହୃଦୟରୁ ସଲାମ

🙏
29/10/2025

🙏

ସେହି ମୁହୂର୍ତ୍ତକୁ ଟିକେ ଅନୁଭବ କରନ୍ତୁ
29/10/2025

ସେହି ମୁହୂର୍ତ୍ତକୁ ଟିକେ ଅନୁଭବ କରନ୍ତୁ

😍🙏
29/10/2025

😍🙏

ମାଶାଣି ଗୋଟିଏ, ଜୁଇ ବି ଗୋଟିଏ । ମୃତ୍ୟୁ ବି ଗୋଟିଏ । କିନ୍ତୁ ଦେହ ଦୁଇଟି । ଗୋଟେ ମାଆ, ଆଉ ଗୋଟେ ପୁଅ । ଆରମ୍ଭରୁ ପୂର୍ଣ୍ଣଛେଦ ପଡିଥିବା ଏହି...
29/10/2025

ମାଶାଣି ଗୋଟିଏ, ଜୁଇ ବି ଗୋଟିଏ । ମୃତ୍ୟୁ ବି ଗୋଟିଏ । କିନ୍ତୁ ଦେହ ଦୁଇଟି । ଗୋଟେ ମାଆ, ଆଉ ଗୋଟେ ପୁଅ । ଆରମ୍ଭରୁ ପୂର୍ଣ୍ଣଛେଦ ପଡିଥିବା ଏହି କାହାଣୀକୁ ପଢିହେବ କେମିତି । ବାତ୍ସ୍ୟଲର ବେଦରଦୀ ମୃତ୍ୟୁକୁ ମୁଁ ବଖାଣିବି ବା କେମିତି । ଶୁଣିବାକୁ ଭଲ ଲାଗୁଥିବା ସବୁ କାହାଣୀ ଗପ ହୋଇପାରେନା । କିଛି ଉପନ୍ୟାସର ଅନ୍ଧାରୀ ବଳୟରେ ଅଛପା ରହିଯାଏ କିଛି ପ୍ରବନ୍ଧର ପ୍ରାବଲ୍ୟତାରେ ଅଣନିଶ୍ୱାସୀ ହୋଇଯାଏ ।

ମାଆ ସେଦିନ ଯାଏଁ ବଞ୍ଚିଥିଲା । ଯେପର୍ଯ୍ୟନ୍ତ୍ର ପୁଅ ଥିଲା । ଚାଲୁଥିଲା, ବୁଲୁଥିଲା । ବାର୍ଦ୍ଧ୍ୟକର ବେଦନାକୁ ସହି ବି ମାଆକୁ କଷ୍ଟ ଲାଗୁନଥିଲା । କିନ୍ତୁ ଆଜି ଅଚାନକ୍ ପୁଅ ଚାଲିଗଲା । ଏକଥା ମାଆ କାନରେ ପହଁଚିବା ମାତ୍ରେ ଜୀବନ କ୍ଷଣିକେ ଛାଡିଯାଏ । ମାଆ ବି ପୁଅ ଶବ ପାଖରେ ଶବ ହୋଇଯାଏ । ଘଟଣା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଖଡିପଦା ପଞ୍ଚାୟତ କୋରକଦା ଗାଁର... । ଦୁଇଟି ଶବର ଠିକଣାକୁ ଖୋଜିଲା ବେଳେ ଜଣାପଡ଼ିଥିଲା । ପୁଅ ସତ୍ୟରଞ୍ଜନ ତ୍ରିପାଠୀ ଓ ତାଙ୍କ ମା ମୀରା ତ୍ରିପାଠୀ । ସତରେ ଏଠି ସାନ୍ତ୍ୱନା ପାଇଁ ଶବ୍ଦ ନିଅଣ୍ଟ...

ସେ ପୁଅକୁ ସଲାମ, ସେ ମାଆକୁ ମୁଣ୍ଡିଆ । ସେ ସଂପର୍କର ସାଇତା ସଂଜ୍ଞା ପାଖେ ଜୀବନ ଯାକ ନତମସ୍ତକ । ଏମିତି ମୃତ୍ୟୁ ଯାହାର କାରଣ ବି କନ୍ଦାଏ । ଏମିତି ଜୀବନ ଯିଏ ଯିବାବେଳେ ବି ଛାତି ଫୁଲାଏ ।ସତରେ କାହାଣୀ ଭଳି ଲାଗୁଥିବା ଏ କାହାଣୀ କୋଉ ରାମାୟଣ ଠୁ ବି କମ୍ ନୁହେଁ । ସେ ଯନ୍ତ୍ରଣା ବି ଜୀବନ ଯାକ ଧନ୍ୟ ମଣୁଥିବ ...

🙏
29/10/2025

🙏

ଭାଇଙ୍କୁ support କରନ୍ତୁ
29/10/2025

ଭାଇଙ୍କୁ support କରନ୍ତୁ

ଭାଇଙ୍କୁ ସଲାମ
29/10/2025

ଭାଇଙ୍କୁ ସଲାମ

😍🥰
29/10/2025

😍🥰

Address

Cuttack
754001

Alerts

Be the first to know and let us send you an email when Odia Mo Bhasa posts news and promotions. Your email address will not be used for any other purpose, and you can unsubscribe at any time.

Share