Kshirod Studio

Kshirod Studio ଜୀବନର ଶୈଳୀ ନିଜସ୍ୱ ହେବା ଉଚିତ୍, କାହାର ନକଲ ନୁହେଁ...😎
ସରଳତା ହିଁ ସବୁଠାରୁ ବଡ଼ ଫ୍ୟାସନ ଖୁସି ବାଣ୍ଟିବା ମୋର କାମ, ଆଉ ସାଙ୍ଗମାନଙ୍କ ଗହଣରେ ରହିବା ମୋର ସଉକ।

୭ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବତ ଜଣେ ଗିରଫ lକଟକ ଜଗତପୁର ଗୋଲେଇ ଛକ ନିକଟରୁ ୭୨ ଗ୍ରାମ ର ବ୍ରାଉନ ସୁଗାର ଜବତ କରିବା ସହ ବକ୍ସିବ...
30/07/2026

୭ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବତ ଜଣେ ଗିରଫ l
କଟକ ଜଗତପୁର ଗୋଲେଇ ଛକ ନିକଟରୁ ୭୨ ଗ୍ରାମ ର ବ୍ରାଉନ ସୁଗାର ଜବତ କରିବା ସହ ବକ୍ସିବଜାର ଅଞ୍ଚଳର କେ ଭେଙ୍କଟ କୁ ଗିରଫ କରିଛି ଅବକାରୀ ବିଭାଗ।

ଏଇଟା କଣ କହିଲେ..❓
29/07/2026

ଏଇଟା କଣ କହିଲେ..❓

29/07/2026
06/07/2026

🎭 ଯାତ୍ରା ସମ୍ରାଟ୍ ତୁଳସୀ ଗଣନାଟ୍ୟ 🎭

ଏକ ସମ୍ପୂର୍ଣ୍ଣ ଭିନ୍ନ ସ୍ୱାଦର, ଭିନ୍ନ ଅନୁଭୂତିର ନାଟକ ନେଇ ଆସୁଛି ଆପଣଙ୍କ ସହରକୁ। ଫାଇନାଲ୍ BGM ର ଧମାକା ସହ ମଞ୍ଚସ୍ଥ ହେବାକୁ ଯାଉଛି ଏକ ସୁପରହିଟ୍ ସାମାଜିକ ନାଟକ:
✨ "ତୁ ବଦଳି ଗଲୁ ମୁଁ ସେମିତି ଅଛି" ✨

📅 ତାରିଖ: JULY 06 (ସୋମବାର)
📍 ସ୍ଥାନ: ବିକ୍ରମତୀରଣ, ବାଲିଚନ୍ଦ୍ରପୁର, ଯାଜପୁର

ଆପଣ ସମସ୍ତଙ୍କୁ ତୁଳସୀ ପରିବାର ତରଫରୁ ସାଦର ନିମନ୍ତ୍ରଣ। ଆସନ୍ତୁ ଏବଂ ନାଟକର ଭରପୂର ମଜା ନିଅନ୍ତୁ। 🙏

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଫଟୋ ଏବଂ ଏ ସମ୍ପର୍କିତ ଭିଡ଼ିଓ ମଧ୍ୟ। ଦିଲ୍ଲୀ ପରିବହନ ନିଗମର ଗୋଟିଏ ବସରେ ଜଣେ ମହିଳା ଯାତ୍ରୀ କେମିତି ଭ...
06/07/2026

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଫଟୋ ଏବଂ ଏ ସମ୍ପର୍କିତ ଭିଡ଼ିଓ ମଧ୍ୟ। ଦିଲ୍ଲୀ ପରିବହନ ନିଗମର ଗୋଟିଏ ବସରେ ଜଣେ ମହିଳା ଯାତ୍ରୀ କେମିତି ଭିଡ଼ ଭିତରେ ଯାତ୍ରା କରୁଛନ୍ତି ତାହା ଏଥିରେ ଦେଖାଯାଇଛି।
ବସ ଓ ଟ୍ରେନରେ ଯାତ୍ରା କଲା ସମୟରେ ମହିଳାମାନଙ୍କ ମର୍ଯ୍ୟାଦାର ଯେମିତି ହାନି ନହୁଏ ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଦରକାର। ଆଉ ପୁରୁଷ ଯାତ୍ରୀମାନେ ମଧ୍ୟ ଏହି କଥାକୁ ସବୁବେଳେ ନିଜ ମାଇଣ୍ଡରେ ରଖିବା ଦରକାର। ନା କି ଭିଡର ବାହାନା କରି ଜଣେ ମହିଳା ଯାତ୍ରୀଙ୍କ ଦେହରେ ଏମିତି ଚାପି ହୋଇ ମଜା ଉଠାଇବା ଚିନ୍ତାଧାରାକୁ ନିଜ ମନ ଭିତରେ ରଖିବା ଦରକାର।
ଏହି ଫଟୋରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି କି ଯୁବତୀଙ୍କ ଚାରି ପାଖରେ ଠିଆ ହୋଇଥିବା କୌଣସି ପୁରୁଷ ଯାତ୍ରୀ ତାଙ୍କୁ ଟିକେ ଠିକସେ ଛିଡା ହେବା ପାଇଁ ସୁଯୋଗ ଦେଉନାହାନ୍ତି। ଆଉ କେଇ ଜଣ କିଛି ନଜାଣିଲା ଭଳିଆ ତାଙ୍କ ଦେହରେ ଘଷି ହୋଇ ଠିଆ ହୋଇଛନ୍ତି। ଏମାନେ ଜାଣିବା ଦରକାର କି ଏମିତି ହରକତ ବି ଅପରାଧରେ ଗଣା ଯାଏ।
ଆନ୍ଧ୍ରପ୍ରଦେଶ ହୋଇଥିଲେ ବସର ମହିଳା କଣ୍ଡକ୍ଟର ସେଇଠି ଠିଆ ବେଜ୍ଜିତ କରେଇବା ସହ ପୁଲିସକୁ ଡାକି ଦେଇଥାନ୍ତା ! ଦିଲ୍ଲୀ ବୋଲି ଏସବୁ ଚଳି ଯାଉଛି ବୋଧେ !
ତା' ଛଡା ଦିଲ୍ଲୀ ସରକାର ବି ବସ ଓ ଟ୍ରେନରେ ଏମିତି ବ୍ୟବସ୍ଥା କରିବା ଦରକାର କି ସବୁ ମହିଳା ଯାତ୍ରୀ କୌଣସି ପ୍ରକାର ଅସହଜ ପରିସ୍ଥିତିର ସାମ୍ନା ନକରି ସେଥିରେ ଯାତ୍ରା କରିପାରିବେ।
ଆପଣଙ୍କର ଏ ବିଷୟରେ ମତାମତ କ'ଣ ?
#ବସ #ଟ୍ରେନ #ଯାତ୍ରୀ #ମହିଳା #ପୁରୁଷ #ଓଡ଼ିଆ
#ଓଡ଼ିଶା

ବଦଳିଗଲା ସେ ଦୁନିଆ, ବଦଳିଗଲୁ ତୁ...ହେଲେ ଆଜି ବି ସେଇ ପୁରୁଣା ବାଟରେ, ତୋ’ ଫେରିବା ବାଟକୁ ଚାହିଁ ମୁଁ ସେମିତି ଅଛି।" 😔🥀ତୁଳସୀ ଗଣନାଟ୍ୟର . ...
06/07/2026

ବଦଳିଗଲା ସେ ଦୁନିଆ, ବଦଳିଗଲୁ ତୁ...
ହେଲେ ଆଜି ବି ସେଇ ପୁରୁଣା ବାଟରେ, ତୋ’ ଫେରିବା ବାଟକୁ ଚାହିଁ ମୁଁ ସେମିତି ଅଛି।" 😔🥀

ତୁଳସୀ ଗଣନାଟ୍ୟର . ସୁପରହିଟ୍ ଭେଟି " #ତୁ_ବଦଳି_ଗଲୁ_ମୁଁ_ସେମିତି_ଅଛି"। ପ୍ରେମର ପ୍ରତାରଣା ଓ ଅଭିମାନର ଏକ ଏମିତି ରୂପ, ଯାହା ଆପଣଙ୍କ ଆଖିରେ ଲୁହ ଆଣିଦେବ।

ଆପଣ ଏହି ନାଟକ ଦେଖିବାକୁ କେତେ ଉତ୍ସାହିତ, କମେଣ୍ଟରେ ନିଶ୍ଚୟ ଜଣାନ୍ତୁ! 👇

ରଜରେ ରଜ ପୋଡ଼ ପିଠା ଖାଇଦେଲେ ସବୁ
15/06/2026

ରଜରେ ରଜ ପୋଡ଼ ପିଠା ଖାଇଦେଲେ ସବୁ

ରଜରେ ରଜ ଦୋଳି କଟ ମଟ
15/06/2026

ରଜରେ ରଜ ଦୋଳି କଟ ମଟ

Address

Nadiasahaspur
Cuttack
754205

Website

Alerts

Be the first to know and let us send you an email when Kshirod Studio posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share