Katak Bulletin 24

Katak Bulletin 24 କଟକ ମାଟିର ସ୍ୱର ଓଡିଶା ଜାଣିବ

10/08/2026

# ଶ୍ରାବଣ ଦ୍ୱତୀୟ ସୋମବାରରେ କଟକ ବାବା ବୈଦନାଥଙ୍କ ଆଳତୀ ଦର୍ଶନ କରନ୍ତୁ...🔱🔱🔱

02/07/2026

# କଟକ ତେରାପଂଥ ଭବନ ଠାରେ "ଶ୍ରୀ ଉତ୍ସବ" କାର୍ଯ୍ୟକ୍ରମ...

30/06/2026

#ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ...ହୁତୁହୁତୁ ହୋଇ ଜଳିଲା କପଡ଼ା ଦୋକାନ... ଜଳିଗଲା ୧୫ରୁ ଅଧିକ ଲୁଗା ଦୋକାନ...ଦୀର୍ଘ ସମୟ ଉଦ୍ୟମ ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହୀନି...ଆଜି ଭୋରରୁ ଭୁବନେଶ୍ୱର ଦୁଇ ନମ୍ବର ମାର୍କେଟରେ ଦୋକାନ ଭିତରୁ ଧୂଆଁ ବାହାରୁଥିବା ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ... ନିଆଁରେ ପୋଡ଼ିଗଲା ଦାମୀ କପଡ଼ା... ゚




06/06/2026

#କଟକ ଚାନ୍ଦବାଲି ମୁଖ୍ୟ ରାସ୍ତାରେ ମହିଳାଙ୍କୁ ମରଣାତ୍ମକ ଆକ୍ରମଣ...

05/06/2026

I got over 100 reactions on my posts last week! Thanks everyone for your support! 🎉

  #କଟକ ଯୋବ୍ରା "ଆଇ ଲଭ୍ କଟକ" ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଚାଲିଗଲା ଯୁବତୀଙ୍କ ଜୀବନ...ମୃତ ଯୁବତୀ ଜଣକ ହେଲେ ସ୍ୱାଗତିକା ମହାନ୍ତ...
30/05/2026

#କଟକ ଯୋବ୍ରା "ଆଇ ଲଭ୍ କଟକ" ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଚାଲିଗଲା ଯୁବତୀଙ୍କ ଜୀବନ...ମୃତ ଯୁବତୀ ଜଣକ ହେଲେ ସ୍ୱାଗତିକା ମହାନ୍ତି...ସେ ସ୍କୁଟିରେ ଯିବା ସମୟରେ ଏସ ସି ବି ମେଡିକାଲର ସମ୍ପ୍ରସାରଣ କାର୍ଯ୍ୟରେ ଲାଗିଥିବା ଘରୋଇ ବସ ଧକ୍କା ଦେଇଥିଲା...ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଛି...

  # #ଧନ୍ୟବାଦ_ଓଡିଶା_ପୋଲିସ  #ଖଣ୍ଡାରେ_ହାଣିବାର_ପାଞ୍ଚ_ଘଣ୍ଟା_ପରେ_ଏନକାଉଣ୍ଟର -  ବ୍ରହ୍ମପୁର ଅମ୍ବିକା ନଗରରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ...
25/05/2026

# #ଧନ୍ୟବାଦ_ଓଡିଶା_ପୋଲିସ
#ଖଣ୍ଡାରେ_ହାଣିବାର_ପାଞ୍ଚ_ଘଣ୍ଟା_ପରେ_ଏନକାଉଣ୍ଟର
- ବ୍ରହ୍ମପୁର ଅମ୍ବିକା ନଗରରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣା
- ଭିଡିଓ ଭାଇରଲ ହେବାର ପାଞ୍ଚ ଘଣ୍ଟା ଭିତରେ ଏନକାଉଣ୍ଟର
- ଅଭିଯୁକ୍ତର ପୋଲିସ ଉପରକୁ ବୋମା ମାଡ଼ କରି ଖସିଯିବା ଉଦ୍ୟମ
- ଅଭିଯୁକ୍ତ ଜଗା ସହୁର ଦୁଇ ଆଣ୍ଠୁରେ ବାଜିଛି ଗୁଳି
- ଗୁରୁତ୍ୱର ଅବସ୍ଥାରେ MKCG ମେଡିକାଲରେ ଭର୍ତ୍ତି
- ଗତ କାଲି ଖଣ୍ଡାରେ ହାଣି ଖସି ଯିବାକୁ ଉଦ୍ୟମ କରୁଥିଲା ଅଭିଯୁକ୍ତ
ଜଗା ସାହୁ

  # କଟକ ମା ବୁଢ଼ୀଠାକୁରାଣୀଙ୍କ ନବମ ବାର୍ଷିକ ଉତ୍ସବରେ ମା ଧାକୁଳେଇ ପୀଠରୁ ଆସିଥିବା ଘଣ୍ଟବାଦ୍ୟ ପରିବେଷଣ...
29/04/2026

# କଟକ ମା ବୁଢ଼ୀଠାକୁରାଣୀଙ୍କ ନବମ ବାର୍ଷିକ ଉତ୍ସବରେ ମା ଧାକୁଳେଇ ପୀଠରୁ ଆସିଥିବା ଘଣ୍ଟବାଦ୍ୟ ପରିବେଷଣ...

  #କଟକ ନେତାଜୀ ବସ ଟର୍ମିନାଲ (CNBT), ଠାରେ ପ୍ରଥମ ମହଲାରେ ଅବସ୍ଥିତ “ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର – ଦ ଭିଲେଜ ଷ୍ଟୋର” ରେ ପଟ୍ଟଚିତ୍ର କଳା...
29/04/2026

#କଟକ ନେତାଜୀ ବସ ଟର୍ମିନାଲ (CNBT), ଠାରେ ପ୍ରଥମ ମହଲାରେ ଅବସ୍ଥିତ “ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର – ଦ ଭିଲେଜ ଷ୍ଟୋର” ରେ ପଟ୍ଟଚିତ୍ର କଳାର ଦୁଇଦିନିଆ ପ୍ରାୟୋଗିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

  #ଅଂଶୁମାନ ପରିଡା ଘର କଳପଡା , ୪୨ମୌଜା କଳପଡ଼ା ବଜାର ରୁ ସନ୍ଧ୍ୟା ୭ଟା ରେ ଯାଇ ଘରକୁ ଫେରି ନଥିଲେ ଯଦି କୌଣସି ବ୍ୟକ୍ତି ସନ୍ଧାନ ପାଆନ୍ତି 99...
29/04/2026

#ଅଂଶୁମାନ ପରିଡା ଘର କଳପଡା , ୪୨ମୌଜା କଳପଡ଼ା ବଜାର ରୁ ସନ୍ଧ୍ୟା ୭ଟା ରେ ଯାଇ ଘରକୁ ଫେରି ନଥିଲେ ଯଦି କୌଣସି ବ୍ୟକ୍ତି ସନ୍ଧାନ ପାଆନ୍ତି 9937587846 ଓ ୪୨ମୌଜା ଥାନା ରେ ଯୋଗା ଯୋଗ କରିବାକୁ ଅନୁରୋଧ।🙏🙏🙏

Address

Kazi Bazar
Cuttack
753001

Website

Alerts

Be the first to know and let us send you an email when Katak Bulletin 24 posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share