Tv9utakal

Tv9utakal TV9utakal

11/06/2021

ପ୍ରେଟ୍ରୋଲ ଓ ଡ଼ିଜେଲ ଦାର ବୃଦ୍ଧି

08/06/2021
ଅଡ଼ଲ ଓ ଗୋପୀମୋହନ ପୁର ଗ୍ରାମ ବାସୀ ଓ ଯୁବକ କରୋନା ସଚେତନ ପାଇଁ ନୂତନ ପଦକ୍ଷପ
07/06/2021

ଅଡ଼ଲ ଓ ଗୋପୀମୋହନ ପୁର ଗ୍ରାମ ବାସୀ ଓ ଯୁବକ କରୋନା ସଚେତନ ପାଇଁ ନୂତନ ପଦକ୍ଷପ

କରୋନା ମହାମାରୀ ରେ ଜନ ସାଧାରଣ ଙ୍କର ସୁରକ୍ଷା ଯୁବ ଗୋଷ୍ଟି ହାତରେ

ଯୁବ ଗୋଷ୍ଟି ହାତରେ ଗ୍ରାମ ର ଭବିଷ୍ୟତ ରଣପୁର ବ୍ଲକ
05/06/2021

ଯୁବ ଗୋଷ୍ଟି ହାତରେ ଗ୍ରାମ ର ଭବିଷ୍ୟତ ରଣପୁର ବ୍ଲକ

କରୋନା ମହାମାରୀ ରେ ଜନ ସାଧାରଣ ଙ୍କର ସୁରକ୍ଷା ଯୁବ ଗୋଷ୍ଟି ହାତରେ

02/06/2021

କମିଶନରେଟ ପୋଲିସ ର ସ୍ପେଶାଲ ସ୍କ୍ୱାଡ଼ କାବୁ କଳା ତଣ୍ଟି କଟା ଲୁଟେରା କୁ

01/06/2021

ଭାଇ ଭଉଣୀ ସଡ଼କ ଦୃଘଟଣା

ଯନ୍ତ୍ରୀଙ୍କର ମନାମାନୀ ରେ ପି. ସି. କାରବାରର ଗନ୍ଧ. ଜୋର ଧରିଲା କାଦୁଅ ଫିଙ୍ଗା ରାଜନୀତି.
29/05/2021

ଯନ୍ତ୍ରୀଙ୍କର ମନାମାନୀ ରେ ପି. ସି. କାରବାରର ଗନ୍ଧ. ଜୋର ଧରିଲା କାଦୁଅ ଫିଙ୍ଗା ରାଜନୀତି.

ଘଟଣାକ୍ରମେ ଯାଜପୁର ଜିଲ୍ଲାର ବିଂଝାରପୁର ଅଂଚଳ ରେ ଦେଖିବାକୁ ମିଳିଛି ଏପରି ଘଟଣା. ବିଂଝାରପୁର ଜଳ ସମ୍ପଦ ବିଭାଗ ର ମାନମନି ଯୋଗୁଁ 10 ଟ...

ବନ୍ୟା ଅଞ୍ଚଳ 4 ଘଣ୍ଟା ଆକାଶ ମାର୍ଗ ରୁ ବୁଲି ଦେଖିଲେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ
28/05/2021

ବନ୍ୟା ଅଞ୍ଚଳ 4 ଘଣ୍ଟା ଆକାଶ ମାର୍ଗ ରୁ ବୁଲି ଦେଖିଲେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ

ମୋଦି ସରକାରଙ୍କ ସାତ ବର୍ଷ ଶାସନର ବିଫଳତା ପ୍ରତିବାଦରେ ଅଖିଳ ଭାରତ କୃଷକ ମହାସଭା ( AIKM) ତରଫରୁ କଳାଦିବସ ପାଳନ ।               ଆଜି ଅଖିଳ...
27/05/2021

ମୋଦି ସରକାରଙ୍କ ସାତ ବର୍ଷ ଶାସନର ବିଫଳତା ପ୍ରତିବାଦରେ ଅଖିଳ ଭାରତ କୃଷକ ମହାସଭା ( AIKM) ତରଫରୁ କଳାଦିବସ ପାଳନ ।
ଆଜି ଅଖିଳ ଭାରତ କୃଷକ ମହାସଭା (AIKM) ଓ ଏକଟୁ (AICCTU) ଶ୍ରମିକ ସଂଗଠନ ପକ୍ଷରୁ ଦେଶବ୍ୟାପୀ କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ବିରୁଦ୍ଧରେ କଳାଦିବସ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗୁଣୁପୁର , ଗୁଡ଼ାରୀ , ପଦ୍ମପୁର , କୋଲନରା , ରାମନାଗୁଡା , କଲ୍ୟାଣସିଂହପୁର ବ୍ଲକ ଏବଂ ବିଭିନ୍ନ ଗ୍ରାମରେ କୋଭିଡ କଟକଣାକୁ ମାନି କଳାଦିବସ ପାଳନ କରାଯାଇଛି ।
ବିଶେଷ କରି କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ଓ ଶ୍ରମିକ ବିରୋଧୀ ଆଇନ ତଥା ପୁଞ୍ଜିପତି ମାନଙ୍କୁ ସୁହାଇଲା ଭଳି ବ୍ୟବସ୍ଥା ବିରୁଦ୍ଧରେ ଜନ ଆନ୍ଦୋଳନ କରିବାକୁ ସଙ୍ଗଠନ ପକ୍ଷରୁ ନିବେଦନ କରାଯାଇଛି । ବିଭିନ୍ନ ଦାବି ଯଥା , କୃଷକ ବିରୋଧୀ କୃଷି ଆଇନର ପ୍ରତ୍ୟାହାର , ଶ୍ରମିକ ବିରୋଧୀ ଶ୍ରମ ଆଇନକୁ ବାତିଲ , କୃଷି କ୍ଷେତ୍ରକୁ କର୍ପୋରେଟଙ୍କ ହାତରେ ଟେକିଦେବା ବନ୍ଦ କରିବା , ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନର ଅସାଧୁ ସଂଶୋଧନ କାହା ସ୍ବାର୍ଥରେ , ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ବନ୍ଦ କରିବା , ଜନ ବିରୋଧି ବିଦ୍ୟୁତ ସଂଶୋଧନ ବିଲ୍ ପ୍ରତ୍ୟାହାର , କମ୍ପାନୀ ଗୁଡ଼ିକ ଦ୍ବାରା ଠିକା ଚାଷ ବ୍ୟବସ୍ଥା ବାତିଲ କରିବାକୁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି ‌।
ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ CPI (ML) LIBARATION ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଆବାହକ ହୋଇଥିବା ବେଳେ , ଗୁଣୁପୁର ବ୍ଲକରୁ ଅନାସୀମ ଶବର , ଗୁଡ଼ାରୀ ବ୍ଲକରୁ ବୃନ୍ଦାବନ ବିଡିକା , ପଦ୍ମପୁର ବ୍ଲକରୁ ସହଦେବ ଶବର , କୋଲନରା ବ୍ଲକରୁ ମୂର୍ତ୍ତି ମିନିଆକା ଏବଂ କଲ୍ୟାଣସିଂହପୁର ବ୍ଲକରୁ ରାମଚନ୍ଦ୍ର ପ୍ରାସ୍କା ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ ପରିଚାଳନା କରିଥିଲେ ।
AIKM ଓ AICCTU ପକ୍ଷରୁ କରାଯାଇଥିବା ଦାବିକୁ କେନ୍ଦ୍ର ସରକାର କେତେଦୂର ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା ।
ଗୁଣପୁର ରୁ ବିଭୁ ପ୍ରସାଦ ଙ୍କ ରିପୋର୍ଟ ଟିଭି ନାଇନ ଉତ୍କଳ ।

ମୋଦି ସରକାରଙ୍କ ସାତ ବର୍ଷ ଶାସନର ବିଫଳତା ପ୍ରତିବାଦରେ ଅଖିଳ ଭାରତ କୃଷକ ମହାସଭା ( AIKM) ତରଫରୁ କଳାଦିବସ ପାଳନ । ଆଜି ଅଖିଳ ଭାରତ କୃଷକ ମ...

27/05/2021

বন্ধ খাওয়ার দোকান। খাওয়ার পাচ্ছেন না অসহায় গরীব মানুষ। তাদের কথা মাথায় রেখে বুধবার লাইন্স ক্লাব অফ ইসলামপুর নিউ .....

Address

Dadpur

Alerts

Be the first to know and let us send you an email when Tv9utakal posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Tv9utakal:

Share