Smuti.Insight

Smuti.Insight "Welcome to Smuti.Insight, your go-to channel for insightful analysis, engaging discussions, and in-depth explorations of the topics that matter most.

Whether it’s uncovering hidden truths, diving deep into fascinating stories. It's a channel for inside and informative story for people of odisha and India

26/01/2025

ପଦ୍ମ ଭୂଷଣ ପାଇବେ ହକି ତାରକା ପି ଆର ଶ୍ରୀଜେଶ ; ଏହାକୁ ନେଇ ବର୍ତ୍ତମାନ ପରିବାର ରେ ଖୁସିର ଲହରୀ

26/01/2025

ରାଉରକେଲା ରେ ପାଳନ ହେଲା ୭୬ ତମ ସାଧାରଣତନ୍ତ୍ର ଦିବସ।

22/01/2025

ଶ୍ରୀ ରାମ ଜନ୍ମଭୂମି ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଉରକେଲାରେ ବିଶାଳ ଲଡୁ ଶୋଭାଯାତ୍ରା ।

15/01/2025

ବନ୍ଧମୁଣ୍ଡା ରେ ରେଳବାଇ ଇଞ୍ଜିନିୟର ଘରେ ପଶି ପରିବାର କୁ ବାନ୍ଧି ଲୂଟ ଘଟଣାରେ ପୁଣି ତିନି ଅଭିଯୁକ୍ତ ଗିରଫ ସହ ବିପୁଳ ପରିମାଣର ସୁନା ଏବଂ ରୂପା ଅଳଙ୍କାର ସହ ଟଙ୍କା ଜବତ।

11/01/2025

ସରକାରୀ ଚାକିରୀ ଦେବା କହି ଠକୁଥିଲେ ଦମ୍ପତି , ଠକାମୀ ର ଶିକାର ଯୁବକ ଯୁବତୀ ଅଭିଯୋଗ ପରେ ବର୍ତ୍ତମାନ ଗିରଫ ହେଲେ ଠକ ଦମ୍ପତି

06/01/2025

ବିନା ଟିକେଟ ରେ ସମ୍ପୂର୍ଣ୍ଣ ଫ୍ରି ରେ ହକି ଇଣ୍ଡିଆ ଲିଗ କୁ ଦେଖିପାରିବେ ଲୋକେ - ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ।

04/01/2025

ରାଉରକେଲା ରେ ରାତି ଅଧିଆ ସିକ୍ୟୁରୀଟି କର୍ମଚାରୀ ଙ୍କୁ ବାନ୍ଧି ହ୍ୟୁଣ୍ଡାଇ କାର ଶୋ ରୁମ ରୁ ଲୂଟ। କେମିତି ଲୁଟ କରୁଛନ୍ତି ସିସିଟିଭି ରେ କଏଦ।

03/01/2025

ରାଉରକେଲା ବାସନ୍ତୀ କଲୋନୀ ରେ ଇଲେକ୍ଟ୍ରି ସ୍କୁଟର ରେ ଲାଗିଲା ନିଆଁ, ଜଳିଗଲା ଘର।

03/01/2025

ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଆୱାର୍ଡ ଘୋଷଣା ପରେ ହରମନପ୍ରୀତ ସିଂ ଙ୍କ ପ୍ରତିକ୍ରିୟା

02/01/2025

ହକି ଇଣ୍ଡିଆ ଲିଗ ରେ ଲଗାତାର ଦୁଇଟି ମ୍ୟାଚ୍ ରେ ବିଜୟୀ ବେଙ୍ଗଲ, ଅନ୍ୟ ପକ୍ଷରେ ଦୁଇଟି ମ୍ୟାଚରେ ପରାସ୍ତ ଗୋନାସିକା।

01/01/2025

ହକି ଇଣ୍ଡିଆ ଲିଗ ର ସୁପର ମୁକାବିଲା ରେ ସଡ଼ନ ଡେଥ ରେ କମ ବ୍ୟାକ କରି ୫-୪ ଗୋଲ ରେ ବିଜୟୀ ହେଲା ହାଇଦ୍ରାବାଦ ତୁଫାନ।

31/12/2024

ହକି ଇଣ୍ଡିଆ ଲିଗ ର ସୁପର ମୁକାବିଲା ରେ ହୋମ ଟିମ କଳିଙ୍ଗ ଲାନ୍ସର କୁ ୩-୧ ରେ ହରାଇଲା ୟୁପି ରୁଦ୍ରସ।

Address

Rourkela

Alerts

Be the first to know and let us send you an email when Smuti.Insight posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Smuti.Insight:

Share