Deogarh Samachar

Deogarh Samachar To become the most trusted source of local news in Deogarh, reflecting the voices and stories of our people with authenticity and transparency.

Saroj Satpathy
Deogarh Samachar

ଦେବଗଡ ଜିଲ୍ଲାରେ ସରିପାରୁନି ମେଗା ପାନୀୟଜଳ ପ୍ରକଳ୍ପ କାମ। ଜଳ ସଂକଟର ସମ୍ମୁଖିନ ହେଉଛନ୍ତି ଜିଲ୍ଲାବାସୀ । ସଂପୂର୍ଣ୍ଣ ଖବର ପାଇଁ comment bo...
09/01/2026

ଦେବଗଡ ଜିଲ୍ଲାରେ ସରିପାରୁନି ମେଗା ପାନୀୟଜଳ ପ୍ରକଳ୍ପ କାମ। ଜଳ ସଂକଟର ସମ୍ମୁଖିନ ହେଉଛନ୍ତି ଜିଲ୍ଲାବାସୀ ।
ସଂପୂର୍ଣ୍ଣ ଖବର ପାଇଁ comment box ରେ ଦିଆଯାଇଥିବା link ଖୋଲନ୍ତୁ ।

ଦେବଗଡ ଜିଲ୍ଲାରେ ଏହି ଘଟଣା ପ୍ରଚାରିତ ହେବାପରେ ଏନେଇ ଜନସାଧାରଣରେ ଆତଙ୍କର ବାତାବରଣ ସୃଷ୍ଟି କରିଥିଲା । କୋର୍ଟ ପରିସର ଜନଶୂନ୍ୟ ହୋଇପଡ଼ିଥିବା...
08/01/2026

ଦେବଗଡ ଜିଲ୍ଲାରେ ଏହି ଘଟଣା ପ୍ରଚାରିତ ହେବାପରେ ଏନେଇ ଜନସାଧାରଣରେ ଆତଙ୍କର ବାତାବରଣ ସୃଷ୍ଟି କରିଥିଲା । କୋର୍ଟ ପରିସର ଜନଶୂନ୍ୟ ହୋଇପଡ଼ିଥିବା ବେଳେ, କୋର୍ଟ ଆଖପାଖ ଅଞ୍ଚଳରେ ରହୁଥିବା ଲୋକେ କିଛି ସମୟ ପାଇଁ ଆତଙ୍କିତ ହୋଇପଡ଼ିଥିଲେ ।

07/01/2026

ଖଣିପାଇଁ ଚାଲିଛି ଖନନ ପ୍ରକ୍ରିୟା। ଡ୍ରିଲ ମେସିନ ଦ୍ଵାରା ମାଟିତଳୁ ସଂଗ୍ରହ କରାଯାଉଛି ଖଣିଜସମ୍ପଦ ନମୁନା । ପରୀକ୍ଷା ନିରୀକ୍ଷା ପରେ ନମୁନା ର ମାନ ଓ ପରିମାଣ ସ୍ଥିର ହେବ, ଏବଂ ଖଣି ନିଲାମ ପାଇଁ ରାସ୍ତା ଖୋଲିବ ବୋଲି ଚର୍ଚ୍ଚା ଜୋର୍ ଧରିଛି।

ଉତ୍ସବ ପ୍ରଧାନପାଟ ୨୦୨୬ ଉପଲକ୍ଷେ ପ୍ରକାଶ ପାଇବାକୁ ଥିବା ସ୍ମରଣିକା ରେ ନିଜ ଲେଖା ପଠାଇବା ପାଇଁ comment box ରେ ଦିଆଯାଇଥିବା link ଖୋଲି ସମ...
05/01/2026

ଉତ୍ସବ ପ୍ରଧାନପାଟ ୨୦୨୬ ଉପଲକ୍ଷେ ପ୍ରକାଶ ପାଇବାକୁ ଥିବା ସ୍ମରଣିକା ରେ ନିଜ ଲେଖା ପଠାଇବା ପାଇଁ comment box ରେ ଦିଆଯାଇଥିବା link ଖୋଲି ସମ୍ପୂର୍ଣ ଖବର ପଢନ୍ତୁ ।

ଦେବଗଡ ଜିଲ୍ଲାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ କୁନ୍ତୁରୁଘାଗି ଜଳପ୍ରପାତ ।
04/01/2026

ଦେବଗଡ ଜିଲ୍ଲାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ କୁନ୍ତୁରୁଘାଗି ଜଳପ୍ରପାତ ।

ସଂଗ୍ରହାଳୟ ପାଇଁ ଦିଆଯାଇଛି ପ୍ରସ୍ତାବ, ପ୍ରସ୍ତୁତ ହୋଇଛି DPR, ତଥାପି ଆଗେଇ ପାରୁନି କାମ । କେଉଁଠି ରହିଛି ସମସ୍ୟା ? ସଂପୂର୍ଣ୍ଣ ଖବର ପାଇଁ c...
03/01/2026

ସଂଗ୍ରହାଳୟ ପାଇଁ ଦିଆଯାଇଛି ପ୍ରସ୍ତାବ, ପ୍ରସ୍ତୁତ ହୋଇଛି DPR, ତଥାପି ଆଗେଇ ପାରୁନି କାମ । କେଉଁଠି ରହିଛି ସମସ୍ୟା ? ସଂପୂର୍ଣ୍ଣ ଖବର ପାଇଁ comment box ରେ ଦିଆଯାଇଥିବା link ଖୋଲନ୍ତୁ।

ପାଳିତ ହୋଇଯାଇଛି ଦେବଗଡ ଜିଲ୍ଲାର ୩୩ ତମ ପ୍ରତିଷ୍ଠା ଦିବସ । ସଂପୂର୍ଣ୍ଣ ଖବର ପାଇଁ comment box ରେ ଦିଆଯାଇଥିବା link click କରନ୍ତୁ ।
01/01/2026

ପାଳିତ ହୋଇଯାଇଛି ଦେବଗଡ ଜିଲ୍ଲାର ୩୩ ତମ ପ୍ରତିଷ୍ଠା ଦିବସ । ସଂପୂର୍ଣ୍ଣ ଖବର ପାଇଁ comment box ରେ ଦିଆଯାଇଥିବା link click କରନ୍ତୁ ।

Happy New Year to all my friends.
31/12/2025

Happy New Year to all my friends.

ଉତ୍ସବ ପ୍ରଧାନପାଟ ୨୦୨୬ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।
31/12/2025

ଉତ୍ସବ ପ୍ରଧାନପାଟ ୨୦୨୬ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

30/12/2025

ମାତିଛନ୍ତି ବାଲି ମାଫିଆ । ଚୋରା ଚାଲାଣ ହେଇଛି ଟ୍ରିପ ଟ୍ରିପ ବାଲି । ଗାଁ ମୁହାଁ ହେବାକୁ ବସିଲାଣି ନାଳର ଗତିପଥ ।

29/12/2025

ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ରାଜିବ ଗାନ୍ଧୀ ସେବାକେନ୍ଦ୍ର ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।

ବିଦ୍ୟୁତ୍ ବଣ୍ଟନକାରୀ ସଂସ୍ଥା ଟାଟା ପାୱାର ର ମନୋମୁଖୀ କାର୍ଯ୍ୟକୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ବିଶାଳ ଗଣଧାରଣା ଓ ବିକ୍ଷୋଭ ।
29/12/2025

ବିଦ୍ୟୁତ୍ ବଣ୍ଟନକାରୀ ସଂସ୍ଥା ଟାଟା ପାୱାର ର ମନୋମୁଖୀ କାର୍ଯ୍ୟକୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ବିଶାଳ ଗଣଧାରଣା ଓ ବିକ୍ଷୋଭ ।

Address

Deogarh

Alerts

Be the first to know and let us send you an email when Deogarh Samachar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Deogarh Samachar:

Share