09/12/2025
-ରାଜ୍ୟ ବିଜେପିର ୭ ମୋର୍ଚ୍ଚା ସଭାପତି ଘୋଷଣା
-ଯୁବ ମୋର୍ଚ୍ଚା ସଭାପତି ହେଲେ ଅଭିଳାଷ ପଣ୍ଡା
-ମହିଳା ମୋର୍ଚ୍ଚା ସଭାପତି ହେଲେ ଐଶ୍ବର୍ଯ୍ୟା ବିଶ୍ବାଳ
-କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଶୁଂ ମୋହନ ପାଢ଼ୀ
-ଏସ୍.ଟି ମୋର୍ଚ୍ଚା ସଭାପତି- କାନ୍ଦେରା ସୋରେନ
-SC ମୋର୍ଚ୍ଚା ସଭାପତି- ବାଇଧର ମଲ୍ଲିକ
-OBC ମୋର୍ଚ୍ଚା ସଭାପତି- ପ୍ରଦ୍ୟୁମ୍ନ ନାୟକ
-ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି- ଗୁରିନ୍ଦର ସିଂହ
-ମୋର୍ଚ୍ଚା ସଭାପତିଙ୍କ ସହ ଜିଲ୍ଲା ପ୍ରଭାରୀ ଘୋଷଣା