ROKTHoK KATHA

ROKTHoK KATHA This page is beasd on only tru news not target any kind of political party in our page news

ସାବଧାନ! ଆପଣଙ୍କ ଜମିରେ ଗାଜର ଘାସ (Parthenium) ଅଛି କି? 🌿⚠️​ଏହି ଘାସ କେବଳ ଚାଷ ଜମି ନୁହେଁ, ଆପଣଙ୍କ ପରିବାର ପାଇଁ ମଧ୍ୟ ବିପଜ୍ଜନକ!​🚫 ଏ...
12/02/2026

ସାବଧାନ! ଆପଣଙ୍କ ଜମିରେ ଗାଜର ଘାସ (Parthenium) ଅଛି କି? 🌿⚠️
​ଏହି ଘାସ କେବଳ ଚାଷ ଜମି ନୁହେଁ, ଆପଣଙ୍କ ପରିବାର ପାଇଁ ମଧ୍ୟ ବିପଜ୍ଜନକ!
​🚫 ଏହାର ଭୟଙ୍କର ପ୍ରଭାବ:
​ଚାଷ ନଷ୍ଟ: ଏହା ମାଟିର ସବୁ ସାର ଟାଣି ନିଏ, ଫଳରେ ଅମଳ ୪୦% କମିଯାଏ।
​ସ୍ୱାସ୍ଥ୍ୟ ସମସ୍ୟା: ଏହାର ସଂସ୍ପର୍ଶରେ ଆସିଲେ ଚର୍ମ ରୋଗ (Eczema) ଏବଂ ଶ୍ୱାସକ୍ରିୟାରେ କଷ୍ଟ ହୁଏ।
​✅ କିପରି ନଷ୍ଟ କରିବେ?
​ପୁଷ୍ପମଞ୍ଜରୀ ଆସିବା ପୂର୍ବରୁ ଏହାକୁ ମୂଳରୁ ଉପାଡ଼ି ଦିଅନ୍ତୁ।
​ଉପାଡ଼ିବା ପରେ ଏହାକୁ ଗାତ ଖୋଳି ପୋତି ଦିଅନ୍ତୁ ବା ପୋଡ଼ି ଦିଅନ୍ତୁ (ଏହା ଦ୍ୱାରା ମଞ୍ଜି ଆଉ ବ୍ୟାପିବ ନାହିଁ)।
​ମନେରଖନ୍ତୁ, ଏହାକୁ ଛୁଇଁବା ବେଳେ ହାତମୋଜା ଓ ମାସ୍କ ନିଶ୍ଚୟ ପିନ୍ଧନ୍ତୁ।
​ଆଜି ହିଁ ନିଜ ଜମିକୁ ଯାଞ୍ଚ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ! 🙏

CMO Odisha Dharmendra Pradhan ଯାଜପୁର ଖବର

10/02/2026

ଭାରତର ସ୍ୱାଭିମାନ ନା ବ୍ୟକ୍ତିଗତ ବ୍ଲାକମେଲ୍? 🚨
ଯେଉଁ ଭାରତ କିଛି ମାସ ତଳେ ଆମେରିକାର ଆଖିରେ ଆଖି ମିଶାଇ କଥା କହୁଥିଲା, ସେ ଆଜି ଏତେ ଅସହାୟ କାହିଁକି? ବ୍ୟାପାର ନାମରେ ଏହା ଭାରତ ଉପରେ ଏକ ବଡ଼ 'ଜୁଲୁମ'।
ହିସାବ କରନ୍ତୁ:
ଆମେରିକା ଆମ ସାମଗ୍ରୀ ଉପରେ ଟାରିଫ୍ ୩.୫% ରୁ ବଢ଼ାଇ ୧୮% କଲା, କିନ୍ତୁ ଭାରତ ନିଜର କୃଷି ଏବଂ ଶିଳ୍ପ ବଜାରକୁ ଆମେରିକା ପାଇଁ ୦% ଟାରିଫ୍ରେ ଟେକି ଦେଲା। ଏହା କି ପ୍ରକାରର ବୁଝାମଣା? କ’ଣ ଆମେରିକାର କୃଷି ଉତ୍ପାଦ ଏବଂ କମ୍ପାନୀଗୁଡ଼ିକୁ ଭାରତରେ ମାଲେମାଲ୍ କରିବା ପାଇଁ ଆମ ଦେଶର ଚାଷୀ ଓ ଶିଳ୍ପପତିଙ୍କୁ ବଳି ଦିଆଯାଉଛି?
ଏହା ପଛରେ କ’ଣ ସେହି ଚର୍ଚ୍ଚିତ 'ଏପଷ୍ଟାଇନ୍ ଫାଇଲ୍' ର ରହସ୍ୟ ରହିଛି? କ’ଣ ସେହି ଫାଇଲ୍‌ରେ ନରେନ୍ଦ୍ର ମୋଦୀଙ୍କର ଏମିତି କିଛି 'ଘୃଣ୍ୟ କାମ'ର ପ୍ରମାଣ ଅଛି, ଯାହା ପାଇଁ ସେ ଆଜି ଦେଶର ସ୍ୱାର୍ଥକୁ ଆମେରିକା ପାଖରେ ବନ୍ଧା ପକାଇଛନ୍ତି? ନିଜକୁ ବଞ୍ଚାଇବାକୁ ଯାଇ ଦେଶକୁ ବଳି ଦେବା କେତେଦୂର ଠିକ୍?
ଆମେରିକାର ଏହି ଦୟା ନୁହେଁ, ଏହା ଏକ ଯୋଜନାବଦ୍ଧ ଜୁଲୁମ। ଦେଶବାସୀ ଏହି ଗୁପ୍ତ ଫାଇଲ୍‌ର ସତ୍ୟତା ଜାଣିବାକୁ ଚାହାଁନ୍ତି!

14/12/2025

MLA ମାନଙ୍କ ଦରମା 2.5 ଗୁଣ ବଢିଲା ବୃଦ୍ଧା ମାନଙ୍କୁ ଭତା 3000 ଟଙ୍କା ଦେଉନାହିଁ ଭାରତୀୟ ଯାତ୍ରା ପାର୍ଟି, ଏ ବାବଦରେ କହିବନି ଖାଲି ହିନ୍ଦୁ ମୁସଲମାନ ଦଙ୍ଗା କରିବାକୁ ଏ ଭଳି ନିର୍ଲଜ ଲୋକ ଏ ସମାଜରେ ଜୀବିତ ଅଛତି ଭାଦ୍ରମାସର କୁକୁର ଭଳି ଲଜ୍ୟ ସରମ୍ କିଛି ନାହିଁ ଅନ୍ଧ ଗୁଡ଼ାଙ୍କ.
WhatsApp

09/11/2025

ସିଂହ ଆଗକୁ ଡେଇଁବା ପାଇଁ ଗୋଟିଏ ପାଦ ପଛକୁ ଯାଏ, ତେଣୁ ଯଦି ଜୀବନ ତୁମକୁ ପଛକୁ ଠେଲିଦିଏ ତେବେ ଭୟଭୀତ ହୁଅ ନାହିଁ, କାରଣ ଜୀବନ ତୁମକୁ ଆଗକୁ ଡେଇଁବାକୁ ପ୍ରସ୍ତୁତ କରୁଛି.
🙏 ଜୟ ଜଗନ୍ନାଥ 🙏 @ଶ୍ରୀକାନ୍ତ

03/11/2025

ମିଥ୍ୟାର ଦମନ ପାଇଁ,ଭଗବାନ ସବୁବେଳେ ସତ୍ୟର ସାହାରା ନେଇଥାନ୍ତି, ଆପଣ ଯଦି ଠିକ ରାସ୍ତାରେ ଥାଇ ଅସୁବିଧା ଭୋଗୁଛନ୍ତି,ତେବେ ବୁଝି ଯାଆନ୍ତୁ, ଠାକୁରଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଅଛି,ଧର୍ଯ୍ୟର ସହ ସାମ୍ନା କରୁଥାନ୍ତୁ, @ଶ୍ରୀକାନ୍ତନନ୍ଦ

31/10/2025

ଆଜି ସମୟ ଏପରି ପରିବର୍ତ୍ତନ ହେଇଯାଇଛି ଯେ ଏଠି ମଣିଷର ମୁହଁ ଚିହ୍ନିବା ସହଜ କିନ୍ତୁ ତାର ମନ ଆଉ ଉଦ୍ଦେଶ୍ୟ ଚିହ୍ନିବା ଅତ୍ୟନ୍ତ କଷ୍ଟକର.
🙏 ଜୟ ଜଗନ୍ନାଥ 🙏
@ଶ୍ରୀକାନ୍ତନନ୍ଦ

30/10/2025

ଭୁଲ କୁ ସୁଧାରା ଯାଇପାରେ, ଭୁଲ ବୁଝାମଣାକୁ ବି ସୁଧାରା ଯାଇପାରେ, କିନ୍ତୁ ଭୁଲ ଚିନ୍ତାଧାରା କୁ କେବେ ସୁଧାର ଯାଇପାରିବ ନାହିଁ.
🙏 ଜୟ ଜଗନ୍ନାଥ 🙏
@ଶ୍ରିକନ୍ତନନ୍ଦ

27/10/2025

ସ୍ୱାର୍ଥପର ଲୋକକୁ ଚିହ୍ନିବାକୁ ଦର୍ପଣର ଆବଶ୍ୟକ ପଡେ ନାହିଁ , ଖାଲି ଉଚିତ୍ ସମୟର ଆବଶ୍ୟକ ପଡେ..
ଶ୍ରୀକାନ୍ତ ନନ୍ଦ.

Address

Dharmasala

Website

Alerts

Be the first to know and let us send you an email when ROKTHoK KATHA posts news and promotions. Your email address will not be used for any other purpose, and you can unsubscribe at any time.

Share