22/03/2026
ଯାଜପୁର ଜିଲ୍ଲା ଧର୍ମଶାଳା ଭବନ ରେ ମହମ୍ମଦ ମୋକିମ ଙ୍କ ଶକ୍ତି ପ୍ରଦର୍ଶନ
Anc ଯାଜପୁର ଜିଲ୍ଲା ଧର୍ମଶାଳା ଭବନ ଠାରେ ଓଡିଶା ଜନତା କଂଗ୍ରେସ ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଭାପତି ମହମ୍ମଦ ମୋକିମ୍ ଯୋଗ ଦେଇଥିଲେ ।ଏବଂ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ରୁ ଦଳୀୟ କର୍ମୀ ମାନେ ଯୋଗ ଦେବା ସହ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରୁ ଲୋକେ ମିଶ୍ରଣ ପର୍ବ ରେ ସାମିଲ ହୋଇଥିଲେ।
ଆଗାମୀ ଦିନରେ ଦଳକୁ କିଭଳି ଭାବେ ଯାଜପୁର ସମେତ ସମଗ୍ର ଓଡ଼ିଶାରେ ମଜବୁତ୍ କରାଯିବ ସେ ନେଇ ଦଳୀୟ କର୍ମୀ ମାନଙ୍କୁ ଗୁରୁମନ୍ତ୍ରଣା ଦେଇଥିଲେ ମୋକୀମ