News10 Odisha Live

News10 Odisha Live "NEWS10 ODISHA LIVE" Odisha's one of the fastest growing Odia News Channel.. Feel free to write "news10odishalive@gmail"..
(3)

NEWS10 ODISHA LIVE is One Of the Best 24x7 Digital News Chanel. This Channel Comming Soon On Cable Network....
NEWS10 ODISHA LIVE Covers Latest News in Crime, Politics, Entertainment, Sports, Buiesness & giving more focus at social issue and ground report. "24×7 Digital News Channel"
Mail-ID [email protected]

22/12/2025

ପ୍ରାତଃ ସ୍ମରଣୀୟ ସଦଗୁରୁ ପରମହଂସ ଶ୍ରୀମଦ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ ମଜାରାଜଙ୍କ ସ୍ଵନକ୍ଷତ୍ର ଦିବସ ଅବସରରେ...

21/12/2025
ଗଁଦିଆ ଥାନାରେ ନୁତନ ଭାରପ୍ରାପ୍ତ ଅଧିକାରୀ ଭାବରେ ଯୋଗଦେଲେ ଶ୍ରୀ ପ୍ରତାପ ଚନ୍ଦ୍ର ଦଳେଇ..
20/12/2025

ଗଁଦିଆ ଥାନାରେ ନୁତନ ଭାରପ୍ରାପ୍ତ ଅଧିକାରୀ ଭାବରେ ଯୋଗଦେଲେ ଶ୍ରୀ ପ୍ରତାପ ଚନ୍ଦ୍ର ଦଳେଇ..

12/12/2025


#ଲଘୁଖଣିଜ_ଲୁଟ_ପଛରେ_କାହାର_କେତେ_ଭାଗ.?

  TAPAS@9:ଢେଙ୍କାନାଳ କାମାକ୍ଷାନଗର ମହାବିରୋଡ଼ ପଂଚାୟତ ଧୋବଲିପଥର ସାହି ଉପ୍ରା ସ୍କୁଲରେ ମନରେଗା ଯୋଜନାରେ ଲୋକାଲ ଠିକାଦାର କାମନେଇ ପ୍ରଧାନ ...
06/12/2025


TAPAS@9:ଢେଙ୍କାନାଳ କାମାକ୍ଷାନଗର ମହାବିରୋଡ଼ ପଂଚାୟତ ଧୋବଲିପଥର ସାହି ଉପ୍ରା ସ୍କୁଲରେ ମନରେଗା ଯୋଜନାରେ ଲୋକାଲ ଠିକାଦାର କାମନେଇ ପ୍ରଧାନ ଶିକ୍ଷକଙ୍କ ଜରିଆରେ କାମରେ ଲଗାଇ ଛୋଟଛୋଟ ପିଲାଙ୍କ ଜୀବନ ସହ ଖେଳ.!! କିଛିଦିନ ତଳର ଘଟଣା ଟଙ୍କା ଦେଇ ଚାପିଦେଇଥିଲେ ଘଟଣାକୁ ଆଉ ଏବେ ଭିଡିଓ ଭାଇରାଲ ପରେ ଉଠିଛି ପ୍ରଶ୍ନବାଚୀ.???

02/12/2025

ରେଳ ଧାରଣା କଡ଼ରେ ଅଜଣା ବ୍ୟକ୍ତିଙ୍କ ମୃତ ଶରୀର..!!

ଓଡ଼ିଆ ପୁଲିସର ବିଭିନ୍ନ ପଦବୀରେ ନିଯୁକ୍ତି ପାଇବେ 4195 ଜଣ
27/11/2025

ଓଡ଼ିଆ ପୁଲିସର ବିଭିନ୍ନ ପଦବୀରେ ନିଯୁକ୍ତି ପାଇବେ 4195 ଜଣ

 #ଚାପ_ପଡ଼ିଲାରୁ_ଚେପା_ହେଲେ_କି_ଜିଲ୍ଲାପାଳ?କଟକ ଜିଲ୍ଲାପାଳଙ୍କ ବଦଳି ଅର୍ଡର୍ ଟ୍ବିଷ୍ଟ୍, ବରିଷ୍ଠ ଅଧିକାରୀ ବାଦ୍.!! ସଂଶୋଧିତ ହେଲା କଟକ ଜିଲ...
27/11/2025

#ଚାପ_ପଡ଼ିଲାରୁ_ଚେପା_ହେଲେ_କି_ଜିଲ୍ଲାପାଳ?
କଟକ ଜିଲ୍ଲାପାଳଙ୍କ ବଦଳି ଅର୍ଡର୍ ଟ୍ବିଷ୍ଟ୍, ବରିଷ୍ଠ ଅଧିକାରୀ ବାଦ୍.!! ସଂଶୋଧିତ ହେଲା କଟକ ଜିଲ୍ଲା ପ୍ରଶାସନର ନଭେମ୍ବର ମାସ ଦରମା ବନ୍ଦ ଅଧିକାରୀ ମାନଙ୍କ ତାଲିକା, ୯୧ ବଦଳରେ ୩୬ ଜଣ ଅଧିକାରୀଙ୍କ ଦରମା ବନ୍ଦ ହୋଇଥିବା ଉଲ୍ଲେଖ, ସଂଶୋଧିତ ତାଲିକାରୁ ବାଦ ପଡିଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ, ଜିଲ୍ଲା ପ୍ରଶାସନ କହିବା ମୁତାବକ ୩୬ ଜଣ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସିଥିବା ଅଭିଯୋଗ ଗୁଡ଼ିକର ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ସମାଧାନ କରିନାହାଁନ୍ତି, ଯେଉଁ କାରଣରୁ ସେମାନଙ୍କ ଦରମା ବନ୍ଦ କରାଯାଇଛି...

ବିଷ୍ଣୁପୁର ନିମାପଡ଼ା ଶ୍ରୀ ସୋମନାଥ ଦେବଙ୍କ ଘୋଡ଼ ଲାଗି ବେଶ ଦର୍ଶନ ଏବଂ ଲିଙ୍ଗରାଜରେ ଦେବୀ ନାରାୟଣୀଙ୍କ ଘୋଡ଼ ଲାଗି ବେଶ ଦର୍ଶନ..
27/11/2025

ବିଷ୍ଣୁପୁର ନିମାପଡ଼ା ଶ୍ରୀ ସୋମନାଥ ଦେବଙ୍କ ଘୋଡ଼ ଲାଗି ବେଶ ଦର୍ଶନ ଏବଂ ଲିଙ୍ଗରାଜରେ ଦେବୀ ନାରାୟଣୀଙ୍କ ଘୋଡ଼ ଲାଗି ବେଶ ଦର୍ଶନ..

ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଆଜି ଓଡ଼ିଶା ରାଜଭବନର ‘କଳିଙ୍ଗ ଅତିଥି ନିବାସ’ର ଉଦଘାଟନ ହୋଇଛି, ‘କଳିଙ୍ଗ ଅତିଥି ନିବାସ’ ଓଡ଼ିଶା...
27/11/2025

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଆଜି ଓଡ଼ିଶା ରାଜଭବନର ‘କଳିଙ୍ଗ ଅତିଥି ନିବାସ’ର ଉଦଘାଟନ ହୋଇଛି, ‘କଳିଙ୍ଗ ଅତିଥି ନିବାସ’ ଓଡ଼ିଶାର ସଂସ୍କୃତି ଓ ଆତିଥେୟତାକୁ ଆହୁରି ସମୃଦ୍ଧ କରିବା ସହ ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭବନ ଭାବରେ କାର୍ଯ୍ୟ କରିବ ବୋଲି କହିଛନ୍ତି ଉପସ୍ଥିତ ରାଜନେତା ଓ ବୁଦ୍ଧିଜୀବି

ଗଞ୍ଜାମ ଜଗନ୍ନାଥ ପ୍ରସାଦ ଥାନା ପୋଲିସ ଟିମ ଦ୍ୱାରା ନିଖୋଜ ମହିଳା ଉଦ୍ଧାର ଏବଂ ତାଙ୍କ ପରିବାରକୁ ହସ୍ତାନ୍ତର..          Odisha Police Org...
27/11/2025

ଗଞ୍ଜାମ ଜଗନ୍ନାଥ ପ୍ରସାଦ ଥାନା ପୋଲିସ ଟିମ ଦ୍ୱାରା ନିଖୋଜ ମହିଳା ଉଦ୍ଧାର ଏବଂ ତାଙ୍କ ପରିବାରକୁ ହସ୍ତାନ୍ତର..

Odisha Police Organisation

27/11/2025

ାଇଛି_ପାଟିଭିତରେ_ମଦ_କେମିତି_ହେଇଗଲା_ମୁଁ_ଜାଣିନି..!

Address

Deulasahi
Dhenkanal
759001

Alerts

Be the first to know and let us send you an email when News10 Odisha Live posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to News10 Odisha Live:

Share