Satya Creation

Satya Creation ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜୟ ଶ୍ରୀ ଜଗନ୍ନାଥ... 🙏🙏🙏

Jay Baba Paschimeswar ! siba mandir Dhenkanal Bhapura ପଶ୍ଚିମ ଦିଗରେ ବିରାଜିତ ପ୍ରଭୁ ପଶ୍ଚିମେଶ୍ୱରଙ୍କ କୃପା।
24/08/2026

Jay Baba Paschimeswar ! siba mandir
Dhenkanal
Bhapura
ପଶ୍ଚିମ ଦିଗରେ ବିରାଜିତ ପ୍ରଭୁ ପଶ୍ଚିମେଶ୍ୱରଙ୍କ କୃପା।

ରଥରେ ବସିଛି ମୋ କାଳିଆ ସୁନା,ଭକତଙ୍କ ଭିଡ଼େ ହସୁଛି ଆଖି କୋଣା।ଜୟ ଜଗନ୍ନାଥ କହି ଟାଣୁଛନ୍ତି ରଜ୍ଜୁ,ପାଦେ ପାଦେ ମିଳୁଛି ମନକୁ ଶାନ୍ତି ସବୁ।
19/08/2026

ରଥରେ ବସିଛି ମୋ କାଳିଆ ସୁନା,ଭକତଙ୍କ ଭିଡ଼େ ହସୁଛି ଆଖି କୋଣା।ଜୟ ଜଗନ୍ନାଥ କହି ଟାଣୁଛନ୍ତି ରଜ୍ଜୁ,ପାଦେ ପାଦେ ମିଳୁଛି ମନକୁ ଶାନ୍ତି ସବୁ।

23/07/2026

Ame galu buli DHENKANAL paschimeswar Mandira odia Vlogs full video...🤗😌

17/07/2026

Dhenkanal Rath Yatra 2K26 Shorts clips Video Dhenkanal Times

"ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ କୃପାରୁ ଆପଣଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ। ଜୟ ଜଗନ୍ନାଥ!"
16/07/2026

"ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ କୃପାରୁ ଆପଣଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ। ଜୟ ଜଗନ୍ନାଥ!"

14/07/2026

ଆଜି ମୁ ଖାଇଲି ପଖାଳ ମୋ ବୋଉ ଶ୍ରଦ୍ଧାରେ ପରସି ଦେଲା ମୁ ଖାଇଲି.. 😍 🤤🍴👌

Monday Funday..., 😘🤭🙄
13/07/2026

Monday Funday..., 😘🤭🙄

ପୁରୀ ନୀଳାଚଳ ଧାମ ଯିବାକୁ ବହୁତ ଇଛା ବଡଦାଣ୍ଡ ରେ ଠିଆ ହେଇ ଦଣ୍ଡ ଵତ କରିବାର ସୌଭାଗ୍ୟ କେବେ ମିଳିବ ଆଉ କେବେତା ଡୋରି ଲାଗିବ ଯିବା ଟିକେ ପୁରୀ...
12/07/2026

ପୁରୀ ନୀଳାଚଳ ଧାମ ଯିବାକୁ ବହୁତ ଇଛା ବଡଦାଣ୍ଡ ରେ ଠିଆ ହେଇ ଦଣ୍ଡ ଵତ କରିବାର ସୌଭାଗ୍ୟ କେବେ ମିଳିବ ଆଉ କେବେତା ଡୋରି ଲାଗିବ ଯିବା ଟିକେ ପୁରୀ କାଳିଆ ଦର୍ଶନ ପାଇଁ... 🙏🛐 🤗

10/07/2026

ଡିଉଟି ଟାଇମ ର କିଛି ଭିଡ଼ିଓ ଷ୍ଟାଫ୍ଫ ମାନଙ୍କ ସହ କିଛି ସମୟ କାମରେ ଆଉ କିଛି ସମୟ ଥଟା ମଜାରେ ବିତେ ଭିଡ଼ିଓ ଟି କେମିତି ଲାଗୁଚି ଲାଇକ ଶେୟାର କୋମେନ୍ଟ କରନ୍ତୁ...

Address

At/Besalia, Po/Gundichapada, Block/Odapada, District/Dhenkanal Ps/Sadar
Dhenkanal
759025

Alerts

Be the first to know and let us send you an email when Satya Creation posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Satya Creation:

Shortcuts

Share