
17/02/2024
କେନ୍ଦ୍ରାପଡା ସାଂସଦ ତଥା ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ପିତା ଶ୍ରୀ ଅଭୟ ମହାନ୍ତି ଙ୍କ ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ ବ୍ଯଥିତ। ମହାପ୍ରଭୁ ଏହି କଠିନ ସମୟରେ ତାଙ୍କର ସଂପୂର୍ଣ୍ଣ ପରିବାର କୁ ଦାରୁଣ ଦୁଃଖ ସମୟରେ ଧର୍ଯ୍ୟ ଆଉ ସାହସ ଦିଅନ୍ତୁ ବୋଲି ମୁଁ ଭଗବାନ ପାଖେ ପ୍ରାଥନା କରୁଛି l
🙏🏻ଅଶ୍ରୁଳ_ଶ୍ରଦ୍ଧାଞ୍ଜଳି 🙏🏻