Dhenkanal Live

Dhenkanal Live found about culture and tradition

18/02/2023

ହରିବୋଲ ହୁଳ ହୁଳୀ ରେ କମ୍ପୁଚି କପିଳାସ

16/02/2023

ବିଚ ବଜାର ଉପରୁ ମହିଳାଙ୍କ ଠାରୁ ଝାମ୍ପି ନେଲେ ଲକ୍ଷେ ଟଙ୍କା।

ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ବାଜିଚୌକ ନିକଟରେ ଘଟିଛି ଏଭଳି ଘଟଣା।ଦୁଇ ଜଣ ଦୃର୍ବୃତ୍ତ ବାଇକରେ ଆସି ଆଖି ପିଛୁଳାକେ ମହିଳାଙ୍କ ଠାରୁ ଲକ୍ଷେ ଟଙ୍କା ଝାମ୍ପି ନେଇଛନ୍ତି। ଆଜି ଦିନ ପ୍ରାୟ ସାତେ ୧୨ଟା ସମୟରେ ଏସବିଆଇ ବଜାର ଶାଖାରୁ ଟଙ୍କା ଉଠାଇ ସ୍କୁଟି ଯୋଗେ କାରିଗର ସାହି ସ୍ଥିତ ନିଜ ଘରକୁ ଯାଉଥିଲେ ସୁନନ୍ଦା ରାଉତ।ପଲିଥିନରେ ଲକ୍ଷେ ଟଙ୍କା ସମେତ ୪ଟି ପାସବୁକ ୫ଟି ଏଟିଏମ ଓ ପାନକାର୍ଡ ଧରିଥିଲେ। ମାତ୍ର ଗୋଟିଏ କିଲୋମିଟର ଯିବା ପରେ ବାଜିଚୌକ ଠାରେ ଦୁଇ ଜଣ ଦୁବୃର୍ତ୍ତ ଏକ ବାଇକରେ ଆସି ଚଳନ୍ତା ଗାଡିରୁ ପଲିଥିନଟିକୁ ଝାମ୍ପି ନେଇଥିଲେ। ସେମାନଙ୍କୁ ପିଛା କରୁଥିବା ବେଳେ ସ୍କୁଟିରୁ ପଡି ମହିଳା ଜଣକ ଆହତ ହୋଇଛନ୍ତି। ଖବର ପାଇ ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଲୁଟେରା ମାନେ ଅନୁଗୁଳ ଆଡକୁ ଚାଲି ଯାଇଥିବା ସନ୍ଦେହ କରାଯାଉଛି।

14/02/2023

ଢ଼େଙ୍କାନାଳ ଲାଇଭ ପରିବାର ତରଫରୁ ବିବାହ ବାର୍ଷିକ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

11/02/2023

ଚାରିକୋଟି ମେଘ ଙ୍କର ବିକଳ ରଡି
ଏକ କୁନି ଝିଅ ମୁହଁ ରୁ ଶୁଣନ୍ତୁ

04/02/2023

#ଆଜିଠୁ_ଆରମ୍ଭ_ଯୋରନ୍ଦା_ମେଳା

ଆଜି ପବିତ୍ର ମାଘ ଶୁକ୍ଳ ଚତୁର୍ଦଶୀ । ମହିମା ଧର୍ମ ପ୍ରଚାରକ ପ୍ରଭୁ ମହିମା ଅଲେଖଙ୍କ ଦେହତ୍ୟାଗ ଦିବସକୁ ମହିମା ସାଧୁ ସମାଜ ବଡ ଉତ୍ସାହ ସହକାରେ ପାଳନ କରୁଛନ୍ତି l ଆଜିଠୁ ଆରମ୍ଭ ହୋଇଛି ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା ।

30/01/2023

କୋଇଲା ବୁଝେଇ ଟ୍ରକ ଦୁର୍ଘଟଣା ଘଟଣା ସ୍ଥଳରେ ଜଳିଗଲେ ଡ୍ରାଇଭର

କୋଇଲା ବୁଝେଇ ଟ୍ରକ ଦୁର୍ଘଟଣା ବାରିହାପୁର ଆଦର୍ଶ ବିଦ୍ୟାଳୟ ପାଖରେ OD35C0436ଟ୍ରକ ସମ୍ପୂର୍ଣ୍ଣ ଜଳିଯାଇଥିବା ସହ ଡ୍ରାଇଭ ଏବଂହେଲ୍ପର
ଦୁର୍ଘଟଣା ଟି ରାସ୍ତା ର ବାମପାର୍ଶ୍ଵ ହୋଇଥିଲା

୬୧ ବର୍ଷ ବୟସରେ ଦେହାନ୍ତ
29/01/2023

୬୧ ବର୍ଷ ବୟସରେ ଦେହାନ୍ତ

28/01/2023

ପଲ୍ଲୀଶ୍ରୀ ମେଳା ଓ ସାଂସ୍କୃତିକ ମହୋତ୍ସବ ୨୦୨୩
ଢେଙ୍କାନାଳ

25/01/2023

ଢ଼େଙ୍କାନାଳ ରେ ବାଘ ର ମୃତ

Address

Laxmi Bajar Near Super Market
Dhenkanal

Website

Alerts

Be the first to know and let us send you an email when Dhenkanal Live posts news and promotions. Your email address will not be used for any other purpose, and you can unsubscribe at any time.

Share