Sahoo Pratima

Sahoo Pratima Work Hard To Achieve Success

କହିଲେ ଦେଖି କଣ ରୋଷେଇ ହଉଚି 'ଖାଇବେ ଯଦି ଜଲଦି ଆସନ୍ତୁ 🍴👨‍🍳👌
05/06/2026

କହିଲେ ଦେଖି କଣ ରୋଷେଇ ହଉଚି 'ଖାଇବେ ଯଦି ଜଲଦି ଆସନ୍ତୁ 🍴👨‍🍳👌

🌿 ବିଶ୍ଵ ପରିବେଶ ଦିବସ ଉପଲକ୍ଷେ 🌍"ପ୍ରକୃତି ଆମକୁ ନିଶୁଳ୍କରେ ବାୟୁ, ଜଳ ଏବଂ ଜୀବନ ଦେଇଛି। ଏହାକୁ ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ...
05/06/2026

🌿 ବିଶ୍ଵ ପରିବେଶ ଦିବସ ଉପଲକ୍ଷେ 🌍
"ପ୍ରକୃତି ଆମକୁ ନିଶୁଳ୍କରେ ବାୟୁ, ଜଳ ଏବଂ ଜୀବନ ଦେଇଛି। ଏହାକୁ ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଆସନ୍ତୁ, ଗଛ ଲଗାଇବା, ପରିବେଶକୁ ସ୍ୱଚ୍ଛ ରଖିବା ଏବଂ ପ୍ରଦୂଷଣକୁ କମେଇବା ପାଇଁ ଏକାଠି ହୋଇ କାମ କରିବା। ଆମର ଛୋଟ ଛୋଟ ପ୍ରୟାସ ହିଁ ଆଗାମୀ ପିଢ଼ୀ ପାଇଁ ଏକ ସୁନ୍ଦର ଓ ସବୁଜ ପୃଥିବୀ ଗଢ଼ିପାରିବ।"
🌱 "ପରିବେଶର ସୁରକ୍ଷା, ଆମ ସମସ୍ତଙ୍କର ଦାୟିତ୍ୱ; ସବୁଜ ପୃଥିବୀ ହେଉ ଆମର ପରିଚୟ।" 💚🌍

05/06/2026

Be positive...

ପର କଥା ଶୁଣି ନିଜ ଲୋକଙ୍କ ଉପରେ ହଠାତ୍ କିଛି ପଦକ୍ଷେପ ନିଅନ୍ତୁ ନାହିଁ, କାହିଁକିନା ଏଠି ବର୍ତ୍ତମାନ ସମୟରେ ଘର ଭାଙ୍ଗୁଥିବା ଲୋକ ବହୁତ ମିଳିବ...
05/06/2026

ପର କଥା ଶୁଣି ନିଜ ଲୋକଙ୍କ ଉପରେ ହଠାତ୍ କିଛି ପଦକ୍ଷେପ ନିଅନ୍ତୁ ନାହିଁ, କାହିଁକିନା ଏଠି ବର୍ତ୍ତମାନ ସମୟରେ ଘର ଭାଙ୍ଗୁଥିବା ଲୋକ ବହୁତ ମିଳିବେ କିନ୍ତୁ ଘର ଯୋଡ଼ିବା ଲୋକ ବହୁତ କମ୍। ତେଣୁ ଆଖିରେ ନ ଦେଖିଲେ କାହା କଥାକୁ ସହଜରେ ବିଶ୍ବାସ କରନ୍ତୁ ନାହିଁ। 🤝🌟💔😊👍

🎉 Facebook recognized me as a consistent post creator this week! 🤩🎊😊👍💕
04/06/2026

🎉 Facebook recognized me as a consistent post creator this week! 🤩🎊😊👍💕

ସ୍ୱାର୍ଥପର ଦୁନିଆଁରେ ଲୋକେ ମିଛ ଶୁଣି ଖୁସି ହୁଅନ୍ତି କିନ୍ତୁ ସତ ଶୁଣି ସମ୍ପର୍କ ଭାଙ୍ଗି ଦିଅନ୍ତି ଓ ଦୁରେଇ ଯାଆନ୍ତି। 🤯💔😔Good night 😴 🥱  ...
04/06/2026

ସ୍ୱାର୍ଥପର ଦୁନିଆଁରେ ଲୋକେ ମିଛ ଶୁଣି ଖୁସି ହୁଅନ୍ତି କିନ୍ତୁ ସତ ଶୁଣି ସମ୍ପର୍କ ଭାଙ୍ଗି ଦିଅନ୍ତି ଓ ଦୁରେଇ ଯାଆନ୍ତି। 🤯💔😔
Good night 😴 🥱

"ସନ୍ଧ୍ୟାର ସୂର୍ଯ୍ୟାସ୍ତ କହେ—ହାର ନୁହେଁ, ଏହା କେବଳ ନୂଆ ଆରମ୍ଭର ପ୍ରସ୍ତୁତି।" 🌄💛
04/06/2026

"ସନ୍ଧ୍ୟାର ସୂର୍ଯ୍ୟାସ୍ତ କହେ—
ହାର ନୁହେଁ, ଏହା କେବଳ ନୂଆ ଆରମ୍ଭର ପ୍ରସ୍ତୁତି।" 🌄💛

04/06/2026

କେବେ ସେଇ ମଣିଷକୁ...See more 💯✅️

"ନିଜ ହସକୁ କେବେ ହରାଇବେ ନାହିଁ, କାରଣ ସେଇଟା ହେଉଛି ଆପଣଙ୍କ ସବୁଠାରୁ ବଡ଼ ଶକ୍ତି। 💙🌿"ଶୁଭ ମଧ୍ୟାହ୍ନ 🙏❤️ଜୟ ଜଗନ୍ନାଥ 🙏🙏🌹🌻
04/06/2026

"ନିଜ ହସକୁ କେବେ ହରାଇବେ ନାହିଁ, କାରଣ ସେଇଟା ହେଉଛି ଆପଣଙ୍କ ସବୁଠାରୁ ବଡ଼ ଶକ୍ତି। 💙🌿"
ଶୁଭ ମଧ୍ୟାହ୍ନ 🙏❤️
ଜୟ ଜଗନ୍ନାଥ 🙏🙏🌹🌻

ଭୋକ ତ ସେ ଭୋକ ମହତ ଉନ୍ନତ,ଜ୍ଞାନ ଅର୍ଜନ ପିପାସା।      ଯେତେ ତୁ ଭକ୍ଷଣ କରିବୁ ରେ ଧନ, ସେତେ ବଢିବ ଜିଜ୍ଞାସା। 👌👍         #
04/06/2026

ଭୋକ ତ ସେ ଭୋକ ମହତ ଉନ୍ନତ,ଜ୍ଞାନ ଅର୍ଜନ ପିପାସା।
ଯେତେ ତୁ ଭକ୍ଷଣ କରିବୁ ରେ ଧନ, ସେତେ ବଢିବ ଜିଜ୍ଞାସା। 👌👍
#

Address

Kamakhyanagar
Dhenkanal
759017

Website

Alerts

Be the first to know and let us send you an email when Sahoo Pratima posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Sahoo Pratima:

Share