Radha madhab industries Hindol Dhenkanal RMI

Radha madhab industries Hindol Dhenkanal RMI Dhenkanal Hindol Toka vlogs Entertainment

*ଠୋକର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାସନ୍ ପିଛା ଅର୍ଥ ଆଦାୟ କରି ମଧ୍ୟ ଯାଉ ନାହିଁ ମୁଁହ ଟାଣ ଗ୍ରେଭ*, *ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍...
26/10/2025

*ଠୋକର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାସନ୍ ପିଛା ଅର୍ଥ ଆଦାୟ କରି ମଧ୍ୟ ଯାଉ ନାହିଁ ମୁଁହ ଟାଣ ଗ୍ରେଭ*, *ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଜିଲ୍ଲାରେ ଯୋଗାଣ ବିଭାଗରେ ରାସନ୍ କାର୍ଡ କରେଇ ଦେବା ନାମରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କରୁ ଛନ୍ତି ଅର୍ଥ କଲେଶନ* *ଠକର ପଞ୍ଚାୟତରେ ନୂଆ ପାଇବାକୁ ଥିବା ରାସନ୍ କାର୍ଡ ପିଛା ୨ ରୁ ୫ ହଜାର ଟଙ୍କା ୫୦ ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ଠୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଦାୟ କରୁ ଥିବା ଅଭିଯୋଗ*,
*ଠକର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାସନ୍ କାର୍ଡ ପିଛା ଟଙ୍କା ଆଦାୟ କରୁଥିବା ମାନିଲେ ହିନ୍ଦୋଳ ବିଡ଼ିଓ ତଦନ୍ତ ନିର୍ଦ୍ଦେଶ ଦେଇ ଥିବା ଜଣାଇଲେ ବିଡ଼ିଓ*,

*ତର୍କରେ ଯେବେ ଖୋଜିଲେ ପ୍ରଭୁଙ୍କୁ* *ଯୁଗେ ଯୁଗେ ମହାଜନ**ଲୀଳାମୟ ପ୍ରଭୁ ଲୀଳାକୁ ଭିଆଇ* *ହୋଇଗଲେ ଅନ୍ତର୍ଦ୍ଧାନ**ଦାସିଆ ବାଉରୀ ନଡ଼ିଆରେ ଦେଲେ...
26/10/2025

*ତର୍କରେ ଯେବେ ଖୋଜିଲେ ପ୍ରଭୁଙ୍କୁ*
*ଯୁଗେ ଯୁଗେ ମହାଜନ*
*ଲୀଳାମୟ ପ୍ରଭୁ ଲୀଳାକୁ ଭିଆଇ*
*ହୋଇଗଲେ ଅନ୍ତର୍ଦ୍ଧାନ*
*ଦାସିଆ ବାଉରୀ ନଡ଼ିଆରେ ଦେଲେ*
*ଭକତକୁ ଦରଶନ*
*ଦୁନିଆଁ ଦେଖିଲା ଭକତିରେ ବନ୍ଧା*
*ଭକତର ଭଗବାନ।*
*ଜୟ ଜଗନ୍ନାଥ।🙏🙏।* *ସୁଜିତ୍ କୁମାର ବେହେରା journalist

💐🙏💐
25/10/2025

💐🙏💐

ଜୟ ଗୋପାଳ
21/10/2025

ଜୟ ଗୋପାଳ

21/10/2025

Address

Dhenkanal

Alerts

Be the first to know and let us send you an email when Radha madhab industries Hindol Dhenkanal RMI posts news and promotions. Your email address will not be used for any other purpose, and you can unsubscribe at any time.

Share