Ganjam Khabar

Ganjam Khabar ଆମ ଅଞ୍ଚଳର ଟିକି ନିକି ଖବର

20/12/2025

ମାଁ ମହୁରୀ କାଳୁଆ: ମହୁରୀ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ

19/12/2025

ଛତ୍ରପୁର ନିକଟସ୍ଥ ନୀଳାଦ୍ରିପୁର ମାଆ ରାମଚଣ୍ଡୀ

18/12/2025

ମାଁ ସିଦ୍ଧ ଭୈରବୀ ମନ୍ଦିର

12/12/2025

ମା ତାରା ତାରିଣୀ ଶକ୍ତିପୀଠ

01/12/2025

ଆସିକାରେ ବଡ଼ ଧରଣର ଗଞ୍ଜେଇ ଚାଲାଣ ପଣ୍ଡ I କାଠ ବୋଝେଇ ଟ୍ରକରୁ ୧୦୫ କେଜି ଗଞ୍ଜେଇ ଜବତ, ୪ ଗିରଫ।

01/12/2025

#ବ୍ରହ୍ମପୁରର_ଗର୍ବ
୧୦୦ ତମ ଜନ୍ମଦିନରେ ଏମ୍‌ସକୁ ୩ କୋଟି ୪୦ ଲକ୍ଷ ଟଙ୍କା ଦାନ କଲେ ପ୍ରଫେସର ଡା. ଲକ୍ଷ୍ମୀ ବାଇ।

22/11/2025

ବ୍ରହ୍ମପୁର ମହାନଗର ନିଗମ ବୈଠକରେ ହଙ୍ଗାମା....
ଶାଳୀନତା ଭୁଲିଲେ କର୍ପୋରେଟର, ବୈଠକରେ ଚାଲିଲା "Get out" ଓ "Who are you"

11/11/2025

"ମତେ କ୍ଷମା କରନ୍ତୁ" ହାଇକୋର୍ଟରେ କାହିଁକି କହିଲେ ବ୍ରହ୍ମପୁର ଏସପି?

07/11/2025

ନ୍ୟାୟାଳୟରେ ମହାଲଢେଇ
ଗୋଟେ ପଟେ SP ଙ୍କୁ ହାଇକୋର୍ଟଙ୍କ ତାଗିଦ୍, "ସତ୍ୟପାଠ ଦିଅ"।
ଅନ୍ୟପଟେ ପୀତବାସଙ୍କ ପାଇଁ ୨୦୯ ଓକିଲ, ଅଭିଯୁକ୍ତଙ୍କ ପାଇଁ ୪୪ ।
PitabasPandaMurder

05/11/2025

#ପୀତବାସ_ହତ୍ୟାକାଣ୍ଡରେ_ନୂଆ_ଟ୍ୱିଷ୍ଟ
ଘଟଣାସ୍ଥଳରେ "ନମସ୍କାର କରି ଗୁଳି ମାରିବା"ର ଡେମୋ ଦେଖାଉଛନ୍ତି ଅଭିଯୁକ୍ତ, ସେପଟେ ପରିବାରକୁ ଆସୁଛି "ମାମଲା ଉଠା" ଧମକ

ଆଜି ପବିତ୍ର ପଞ୍ଚୁକର ଦ୍ୱିତୀୟ ଦିବସଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥ 'ବାଙ୍କଚୂଡ଼ା ବେଶ' ବା 'ବାଲିବାମନ ବେଶ'ରେ ଦର୍ଶନ ଦେଉଛନ୍ତି। ଏହି ବେଶ ଭଗ...
02/11/2025

ଆଜି ପବିତ୍ର ପଞ୍ଚୁକର ଦ୍ୱିତୀୟ ଦିବସ
ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥ 'ବାଙ୍କଚୂଡ଼ା ବେଶ' ବା 'ବାଲିବାମନ ବେଶ'ରେ ଦର୍ଶନ ଦେଉଛନ୍ତି। ଏହି ବେଶ ଭଗବାନ ଶ୍ରୀକୃଷ୍ଣଙ୍କର 'ବସ୍ତ୍ର ହରଣ ଲୀଳା'ର ପ୍ରତୀକ ଅଟେ।

ବ୍ରହ୍ମପୁର ଗୋସାଇଁନୂଆଗାଁ ଓମ୍ ବିହାର (ସାଇ ବାବା ମନ୍ଦିର ନିକଟ)ରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବିରାଟକାୟ ଅଜଗର ସାପ ଉଦ୍ଧାର ହୋଇଛି।   ...
01/11/2025

ବ୍ରହ୍ମପୁର ଗୋସାଇଁନୂଆଗାଁ ଓମ୍ ବିହାର (ସାଇ ବାବା ମନ୍ଦିର ନିକଟ)ରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବିରାଟକାୟ ଅଜଗର ସାପ ଉଦ୍ଧାର ହୋଇଛି।

Address

Ganjam

Website

Alerts

Be the first to know and let us send you an email when Ganjam Khabar posts news and promotions. Your email address will not be used for any other purpose, and you can unsubscribe at any time.

Share