FILMY INFO 2.0

FILMY INFO 2.0 This is a odia news channel plz follw for getting latest news videos

18/07/2024

କଣ ଗିରଫ ହେବେ କି ଓଡ଼ିଆ ଅଭିନେତ୍ରୀ ରିୟା ଦେ..? ପୋଲିସ ର ଗୋଟି ଗୋଟି ପ୍ରଶ୍ନର ଉତ୍ତର ହୋଇ ତାଜୁବ ହୋଇଗଲେ ରିୟା

18/07/2024

ଓଲିଉଡ ର ଚର୍ଚିତ ଅଭିନେତ୍ରୀ ରିୟା ଦେ ମଦ ପିଅନ୍ତି, ଏଭଳି ଅଭିଯୋଗ କରିଲେ ଜଣେ ଯୁବତୀ କେର ଟେକର ଭାବେ କାମ କରୁଥିବା ଜଣେ ମହିଳାଙ୍କୁ ଅତ୍ୟାଚାର କରୁଥିଲେ ରିୟା

12/07/2024

ତ୍ରାହିମାନ ତ୍ରାହିମାନ ମହାପ୍ରଭୁ!, ଆଡପ ମଣ୍ଡପ କୁ ପହଣ୍ଡି କରୁଥିବା ବେଳେ ହାଂବୁଡି ହୋଇ ପଡିଗଲେ ମହାପ୍ରଭୁ ବଳଭଦ୍ର

07/07/2024

ରାଜ୍ୟରେ ଢିଲା ପ୍ରଶାସନିକ ସ୍ଥିତି ଦେଖି ଭୀଷଣ ରାଗିଲେ ମୁଖ୍ୟମନ୍ତ୍ରୀ ଏବେ ଗୋଟେ ପରେ ଗୋଟେ ଚାକିରିଆ ବାବୁ ଙ୍କ ଚାକିରୀ ଖାଇଲେ..

07/07/2024

ଘଟି କଲା ପୁଣି ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା, ପୁଣି ବାହାନଗା ପରି ସହ ସହ ଯାତ୍ରୀ ଟ୍ରେନ ତଳେ ଚାପି ହୋଇ ଗଲେ

07/07/2024

BJD ସରକାର ଙ୍କ ଥରିଲାଣି ଛାତି, ଏବେ ଖୋଲିବାକୁ ଯାଉଛି ରତ୍ନଭଣ୍ଡାର ଧରା ପଡ଼ିଯିବ ସବୁ ସତ.., କାହିଁକି ଖୋଳୁ ନଥିଲେ
ରତ୍ନଭଣ୍ଡାର BJD ସରକାର

07/07/2024

ସେଦିନ ମୋହନ ମାଝୀ ଙ୍କୁ ଗାଳି ଦେଇ ଅପମାନ କରିଥିଲେ ଏବେ ଦେଖନ୍ତୁ କେଉଁଭଳି ଭାବେ ପ୍ରତିଶୋଧ ନେଲେ ମୁଖ୍ୟମନ୍ତ୍ରୀ...

07/07/2024

ଜନ୍ମ ଦେଇଥିବା ମା କୁ ଘରେ ଏକୁଟିଆ ଦେଖି ମା ସହ ଏମିତି ଖରାପ କାମ କରିଲା ଯୁବକ...

07/07/2024

ଦେହ ସୁଖ ପାଇ ସରିଲା ପରେ ମୋତେ ଘରେ ଆଣି ଛାଡି ଦେଲେ ଏବେ କହୁଛନ୍ତି ମୁଁ ତୋତେ ପାଖରେ ରଖିବିନି..!

07/07/2024

ମୁଁ ଗର୍ଭବତୀ ଥିଲି ମୋ ଭିଣେଇ, ବାପା ମୋ ସ୍ୱାମୀ କୁ ପ୍ଲାନ କରି ଗୁଳି ମାରିଲେ.... ହେ ଭଗବାନ ସେମାଙ୍କୁ ଦଣ୍ଡ ଦିଅ

03/12/2023

ଓଡ଼ିଆ ସିନେମା କୁ ଆଗକୁ ନ ନବା ଯାଏଁ ମୁଁ ମୋ ଚେଷ୍ଟା ହାରିବିନି ବୋଲି କହୁଥିଲେ ମନୋଜ ମିଶ୍ର ହେଲେ ଆଜି ତାଙ୍କ ମୋଭି ମାଇଣ୍ଡ ଗେମ୍ ପାଇଁ ସ୍ୱାର୍ଥପର ହୋଇଗଲେ ମନୋଜ ମିଶ୍ର

03/12/2023

ବିଶ୍ଵକପ ର ହାର ପ୍ରତିଶୋଧ ଗୋଟି ଗୋଟି କରି ନେଲା ଟିମ ଭାରତ ଭାରତୀୟ ସ୍ବିମର ବୋଲିଙ୍ଗ ରେ ଘାଇଲା ହେଲେ ଅଷ୍ଟ୍ରୋଲିଆ ଖେଳାଳି

02/12/2023

କଟକ ବାଲିଯାତ୍ରା ଦେଖି ଫେରୁଥିବା ସମୟରେ ଘଟିଗଲା ଏହି ଭଳି ଦୁର୍ଘଟଣା ରାସ୍ତାରେ ଜଗି ରହିଥିଲା ଯାମଦୂତ ଟ୍ରକ ଆଉ ସିଧା ଆସି 3 ଯୁବକ ଙ୍କ ଉପରେ ଚଢ଼ିଗଲା....

02/12/2023

ପ୍ରେମରେ ପାଗଳିନୀ ସାଜି ନିଜ ସ୍ତ୍ରୀ ଏବଂ ଦୁଇ ପିଲା ଙ୍କୁ ପର କରି ପାକିସ୍ତାନ ଚାଲି ଯାଇଥିଲେ ଅଞ୍ଜୁ ଏବେ ପାକିସ୍ତାନୀ ପ୍ରେମିକ ଧୋକା ଦେବାରୁ ପୁଣି ଭାରତ ଫେରିଲେ

Address

Bhanjanagar
Ganjam
761124

Website

Alerts

Be the first to know and let us send you an email when FILMY INFO 2.0 posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to FILMY INFO 2.0:

Share