AJIT KUMAR DAS

AJIT KUMAR DAS 9040342047 & 9439518530

09/08/2026

ଏମିତି ତିଅ।ରି ହୁଏ ଚୌମୁନି । ପୁରା ଭିଡିଓ ଦେଖ କେମିତି ପ୍ରସ୍ତୁତ ହୋଇଥାଏ ଚୌମୁନି ।

ଗଞ୍ଜାମ କନ୍ଧମାଳ ସିମାନ୍ତରେ ଥିବା ଇନ୍ଦ୍ରଗଡର ଢେପାଗୁଡା ଗାଁରେ ଅଘଟଣ ଘଟିଛି । ଗ୍ରାମର ସାହି ରାସ୍ତା ଅ।ଜି ଭୂସ୍ଖଳନ ହୋଇଥିବାର ଖବର ଅ।ସିଛି ...
09/08/2026

ଗଞ୍ଜାମ କନ୍ଧମାଳ ସିମାନ୍ତରେ ଥିବା ଇନ୍ଦ୍ରଗଡର ଢେପାଗୁଡା ଗାଁରେ ଅଘଟଣ ଘଟିଛି । ଗ୍ରାମର ସାହି ରାସ୍ତା ଅ।ଜି ଭୂସ୍ଖଳନ ହୋଇଥିବାର ଖବର ଅ।ସିଛି । ଗ୍ରାମ ଟି ଏକ ଉପାନ୍ତ ଇଲାକା ହୋଇଥିବା ବେଳେ ଭୂସ୍ଖଳନ ହେବା ସମସ୍ତଙ୍କୁ ଅ।ଶ୍ଚର୍ଯ୍ୟ କରିଛି । ଘଟଣାରେ କାହାର କିଛି କ୍ଷତି ହୋଇନଥିବାର ଖବର ମିଳିଛି । ଲଗାଣ ବର୍ଷା କାରଣରୁ ଏହା ଘଟିଥିବା କୁହାଯାଉଛି । ଠିକ ଏହି ସ୍ତାନରେ ମଧ୍ୟ ବହୁ ବର୍ଷ ପୁର୍ବେ ଭୂସ୍ଖଳନ ହୋଇଥିବାର ସୂଚନା ମିଳିଛି । ତେବେ ପ୍ରାୟ 5 ଫୁଟ ତଳକୁ ମାଟି ଖସି ଯାଇଥିବା ବେଳେ ଗାଁର ଲୋକେ ଏବେ ଭୟଭିତ ଅଛନ୍ତି । ଘଟଣା ଟି ଅଂଚଳରେ ଅ।ଲୋଚନାର ପ୍ରମୁଖ କାରଣ ହୋଇଛି ।।।।

ଦେଖନ୍ତୁ ଟିକିଏ ପୁରା ଗାଁର ଅବହେଳିତ ର ବାସ୍ତବ ଦୃଶ୍ୟକୁ । ଗାଁର ଚତୃପାଶ୍ଵରେ ଘେରି ରହିଛି ପାହାଡ ଓ ଜଙ୍ଗଲ । ତାହାରି ଭିତରେ ଏହି ଅବହେଳିତ ଅ...
09/08/2026

ଦେଖନ୍ତୁ ଟିକିଏ ପୁରା ଗାଁର ଅବହେଳିତ ର ବାସ୍ତବ ଦୃଶ୍ୟକୁ । ଗାଁର ଚତୃପାଶ୍ଵରେ ଘେରି ରହିଛି ପାହାଡ ଓ ଜଙ୍ଗଲ । ତାହାରି ଭିତରେ ଏହି ଅବହେଳିତ ଅ।ଦିବାସୀ ଗ୍ରାମ ଟି ହେଉଛି ମୈସିଅ।ପଦା । ହଁ ଏହା ସୋରଡା ବ୍ଳକ ତଥା ସରାବାଡି ଗ୍ରାମ ପଂଚାୟତରେ ରହିଥିବା ବେଳେ ପ୍ରାୟ 20ରୁ ଅଧିକ ପରିବାର ଏଠାରେ ବର୍ଷ ବର୍ଷ ଧରି ବସବାସ କରି ଅ।ସୁଛନ୍ତି । ହେଲେ କିନ୍ତୁ ସରକାରୀ ଯୋଜନା କହିଲେ କେବଳ ନଳକୂପଟିଏ ଛାଡିଦେଲେ ସବୁକିଛି ଅ।ଜି ଏଠାରେ ଅପହଁଚ । ସେ ଶିକ୍ଷା ହେଉ ବା ସ୍ଵାସ୍ଥ୍ୟ କି ଗମନାଗମନ ସବୁ ଅ।ଜି ଏମାନଙ୍କ ପାଇଁ ସାତ ସପନ । ହଁ ବିଜୁଳି ଅ।ଲୋକ ମଧ୍ୟ ଏଠାରେ ଅ।ଜି ସ୍ଵପ୍ନ ହୋଇଥିବା ବେଳେ ସୋଲାର ଲାଇଟର ମିଂଜିରି ମିଂଜିରି ଅ।ଲୁଅ ହିଁ ଏମାନଙ୍କ ପାଇଁ ଏକମାତ୍ର ସାହା ଭରଷା ।

ବଡ ବଡିଅ। ଅ।ସିଲେ ବେସରକାରି ତାହା ପୁଣି ଅ।ମ ମାନଙ୍କ ଭଳି ବ୍ୟକ୍ତି ମାନଙ୍କ ପରିଶ୍ରମ ଏତେ ଯେ ବଢିଯାଏ ଯେ ଖାଇବାକୁ ମଧ୍ୟ ମିଳେନାହିଁ । ବଡ ବଡ...
08/08/2026

ବଡ ବଡିଅ। ଅ।ସିଲେ ବେସରକାରି ତାହା ପୁଣି ଅ।ମ ମାନଙ୍କ ଭଳି ବ୍ୟକ୍ତି ମାନଙ୍କ ପରିଶ୍ରମ ଏତେ ଯେ ବଢିଯାଏ ଯେ ଖାଇବାକୁ ମଧ୍ୟ ମିଳେନାହିଁ । ବଡ ବଡିଅ। ଅ।ସିଲେ କଥା ସରିଲା । ଯାହା ଯୋଉଠି ମିଳିଲା ଖାଇ ଦେଇ ମନକୁ ବୁଝାଇ ଦେବା କଥା...........

08/08/2026

ଗଞ୍ଜାମ ବେଗୁନିଆପଡା ସାଙ୍କୁଡା ଗ୍ରାମ ର ଦାଦା ପୁତୁରା ଦାସକାଠିଆ ଜୋଡ଼ି ।

Big shout out to my newest top fans! 💎 Imc Jitendra Biswal, Antarjaymi Bhanja, Santosh Nayak, Bimal Nayak, Sunil KumarDr...
08/08/2026

Big shout out to my newest top fans! 💎 Imc Jitendra Biswal, Antarjaymi Bhanja, Santosh Nayak, Bimal Nayak, Sunil Kumar

Drop a comment to welcome them to our community,

ବାଟର ବାଟୋଇ ଟିଏ ଯେତେବେଳେ ମୋତେ ହାତ ଠାରି କୁହେ ଆଗକୁ ଟିକିଏ ନେଇଯିବ । ସେତେବେଳେ ସେ ମୋ ପାଇଁ ଅତିଥି ପାଲଟିଯାଏ । ସେଇଥିପାଇଁ ମୁଁ କୁହେ ମ...
07/08/2026

ବାଟର ବାଟୋଇ ଟିଏ ଯେତେବେଳେ ମୋତେ ହାତ ଠାରି କୁହେ ଆଗକୁ ଟିକିଏ ନେଇଯିବ । ସେତେବେଳେ ସେ ମୋ ପାଇଁ ଅତିଥି ପାଲଟିଯାଏ । ସେଇଥିପାଇଁ ମୁଁ କୁହେ ମୋ ଗାଡିର ଅତିଥି......

07/08/2026

🎭 ଗଞ୍ଜାମ ଜିଲ୍ଲାର ଗର୍ବ ଓ ଗୌରବ ପ୍ରସିଦ୍ଧ କଳା " ଭାରତଲୀଳା " । ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଭକ୍ତିଭାବର ଅନନ୍ୟ ପରିଚୟ ।

Address

GANJAM
Ganjam

Telephone

+919040342047

Website

Alerts

Be the first to know and let us send you an email when AJIT KUMAR DAS posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to AJIT KUMAR DAS:

Shortcuts

Share