Republic 24 odia

Republic 24 odia Contact information, map and directions, contact form, opening hours, services, ratings, photos, videos and announcements from Republic 24 odia, News & Media Website, Ganjam.

15/03/2026

Republic 24 ଓଡ଼ିଆ ଲାଗି ଓଡ଼ିଶା ର ସମସ୍ତ ଜିଲ୍ଲା ଓ ବ୍ଲକ ରୁ ସାମ୍ବାଦିକ ଆବଶ୍ୟକ।

ଯୋଗାଯୋଗ ଲାଗି whatsapp ନମ୍ବର 9078634942 ରେ msg କରନ୍ତୁ।

15/03/2026

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ଦୁଆର ସାହିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ନିଶାକ୍ତ ଯୁବକ ଉପରକୁ ଏସିଡ ମାଡ଼ କରିଛନ୍ତି ଜଣେ ମହିଳା l ଘଟଣାରେ ବୁଡୁ ଦାଶ ନାମକ ଯୁବକ ଗୁରୁତର ହୋଇଛନ୍ତି l ତେବେ ଏସିଡ ମାଡ଼ ର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ବୁଡୁ ନିଶାସ୍ତକ୍ତ ବସ୍ଥାରେ ମହିଳା ଙ୍କ ବାରଣ୍ଡା ରେ ସୋଇଥିବା ସମୟରେ ମହିଳା ଜଣଙ୍କ ଏସିଡ ମାଡ଼ କରିଥିଲେ l ଫଳରେ ବୁଡୁ ଙ୍କ ମୁହଁ ଓ ଆଖି ପାଖ ପୋଡ଼ିଯାଇଛି l ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରାଯାଇଥିବା ବେଳେ ଏଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ଏନେଇ ଗୁରୁତର କବିସୂର୍ଯ୍ୟନଗର ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି l

09/03/2026

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୁରୁଣା ବଜାର ସାହିରେ ଭୟାବହ ଅଗ୍ନିକାଣ୍ଡ କ୍ଷଣକେ ଭିତରେ ଜଳିପୋଡି ହେଲା ସର୍ବସାନ୍ତ ।
ଭଞ୍ଜନଗର ସହରର ମଧ୍ୟ ଭାଗରେ ଥିବା ପୁରୁଣା ବଜାର ସାହିର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଖରେ ଥିବା ଉମା ପଣ୍ଡା ନାମକ ଜଣେ ବ୍ଯକ୍ତିଙ୍କ ଜଳଖିଆ ହୋଟେଲରେ କୌଣସି କାରଣ ବସତହ ହଟାତ ନିଆଁ ଲାଗିଯାଇଥିଲା। ହୋଟେଲ ଭିତରେ ଥିବା ସମସ୍ତ ସାମଗ୍ରୀ ରେ ନିଆଁ ଲାଗି ଅଧିକ ରୁ ଅଧିକ ହେବାରେ ଲାଗିଥିଲା ସ୍ଥାନୀୟ ଲୋକେ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ କରିପାରିନଥିଲେ ନିଆଁ ଅତି ଭୟଙ୍କର ଥିଲା ! ସ୍ତାନିୟ ଲୋକେ ନିକଟସ୍ଥ ଅଗ୍ନିଶମ କେନ୍ଦ୍ରକୁ ଯୋଗାଯୋଗ କରିଥିଲେ ଘଟଣା ସ୍ତଳରେ ଅଗ୍ନିଶମ ବାହିନି ପହଞ୍ଚି ନିଆଁକୁ ଆୟତ କରିଥିଲେ ! ଅଗ୍ନିକାଣ୍ଡରେ କୌଣସି ଜୀବନ ହାନି ହୋଇ ନଥିବା ବେଳେ ଦୋକାନର ସମସ୍ତ ସାମଗ୍ରୀ ପୋଡ଼ିଯାଇଥିବା ଦେଖିବାକୁ ମିଳିଛି ।

08/03/2026

ଗଞ୍ଜାମଜିଲ୍ଲା ର ପ୍ରସିଦ୍ଧ ଘୁଡୁକି ଲୋକ ନୁର୍ତ୍ତ୍ଯ ଆଜି ଜିଲ୍ଲାରେ ଲୋକ ନୁର୍ତ୍ତ୍ଯ ଲୋପ ପାଇବାରେ ବସିଲାଣି ! ଏବଂ ଗଞ୍ଜାମଜିଲ୍ଲାରେ କଳା ସସ୍କୁତି ଲୋକନୁର୍ତ୍ଯ ଆଦି ରହିଆସିଛି ହେଲେ ଆଜିକାର ଜୁବପିଢି ମାନେ ଲୋକନୁର୍ତ୍ଯ କୁ ନ ଦେଖିବା କାରଣରୁ ତାହା ଲୋପ ପାଇବାରେ ବସିଛି ଏପରିକି ଆଜି ସେହି କଳାକାର ମାନେ ନିଜ ପରିବାର ଗୁଜୁରାଣ ମେଣ୍ଟନ କରିବାରେ କଷ୍ଟଦାୟକ ହୋଇପଡିଛି ! ତେବେ ସେହିଭଳି ଘୁଡୁକି ନୁର୍ତ୍ଯ ଦେଖିବା ଦ୍ୱାରା କିଛି ଶିଖିବା ଏବଁ କିଛି ଜାଣିବାର ମର୍ମ ରହିଛି ! ଆଜି ସେହି ଘୁଡୁକି ନୁର୍ତ୍ଯକୁ ମୋହନ ବେହେରା ନାମକ ଜଣେ 80ବର୍ଷିୟ ବୁଦ୍ଧା ବୁଗୁଡା ଅଞ୍ଚଳରେ ରହି ସେ ନିଜର କଳା ପରିବେଷଣ କରୁଛନ୍ତି ଦିର୍ଘ 45ବର୍ଷ ଧରି ଏବଂ ଜାହା ଦୁଇପଇସା ମିଳେ ସେଥିରେ ନିଜ ପରିବାର ଗୁଜୁରାଣ ମେଣ୍ଟନ କରିବା ମୋହନ ଙ୍କ ପକ୍ଷେ ଅସମ୍ଭବ ହୋଇପଡିଛି ! ମୋହନ ସେ ଜଣେ କଳାକାର ହୋଇଥିଲେ ମଧ୍ୟ କଳାକାର ଭତା ଟଙ୍କା କିମ୍ବା ସରକାରଙ୍କ ସାହାଯ୍ଯ କହିଲେ ଆଜି ତାଙ୍କପାଇଁ ସତେ ଜେପରି ସାତସପନ ହୋଇପଡିଛି !

08/03/2026

ଇନ୍ଦ୍ରଦ୍ୟୁମ୍ନ ଆଦର୍ଶ ବିଦ୍ୟାନିକେତନ୍ ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ କୁମାର ମହାରଣା ଓ ସମ୍ପାଦକ ଶ୍ରୀ ଜଗନ୍ନାଥ ବିଶୋଇ ଙ୍କ ତତ୍ୱାବଧାନ ରେ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା। ଏଥି ରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହ ଯୋଗ କରିଥିଲେ। ଶେଷ ରେ କୁନି କୁନି ପିଲାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁ ମୃତ୍ୟୁଞ୍ଜୟ ବାରିକ ନିର୍ଦ୍ଦେଶନା ରେ ଅନୁଷ୍ଠିତ ହୋଇଥିଲା।

05/03/2026

ନିଜେ ରଚିଥିବା ଚକ୍ରବିହୁ ରେ ନିଜେ ଫସିଗଲେ ଯୁବକ l ଧରିଥିବା ବନ୍ଧୁକ ରୁ ନିଜ ଗୋଡ଼ରେ ଅସାବଧାନତାବଶତଃ ଗୁଳିମାଡ଼ ପରେ ରଚିଥିବା ନାଟକ ର ପର୍ଦାଫାଶ କଲା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପୋଲିସ l ଗତ ସୋମବାର ଦିନ ଅରଖପୁର ଶୁଣ୍ଢୀବାଙ୍କ ନିକଟରେ ଅରଖପୁର ଗ୍ରାମର ସାଗର ବେହେରା ନାମକ ଯୁବକ କୁ ଗୁଳିମାଡ଼ ହୋଇଥିବା ଘଟଣା ପ୍ରଘଟ ହୋଇଥିଲା l ଘଟଣା ନେଇ ଆହାତ ଯୁବକ ଲିଖିତ ଅଭିଯୋଗ କରିଥିବା ବେଳେ ଏନେଇ ପୋଲିସ ଏକ ମାମଲାରୁଜୁକରୀ ତଦନ୍ତ ଚଳାଇଥିଲା l ଘଟଣା ର ଖୋଲାତାଡ଼ ବେଳେ ପ୍ରକୃତ ବିଷୟରେ ଜାଣି କାବା ହୋଇଗଲା ପୋଲିସ l ଅଭିଯୋଗ କାରି ନିଜେ ଅଭିଯୁକ୍ତ ହୋଇଥିବା ବେଳେ ଗୁଳିମାଡ଼ ବ୍ରହ୍ମପୁର ନିକଟରେ ଘଟାଇ ଅରଖପୁର ଶୁଣ୍ଢୀବାଙ୍କ ନିକଟରେ ଘଟିଥିବା କହି ପୋଲିସ କୁ ବୁଲାଉଥିଲେ ଭୁଆଁ l ତେବେ ଘଟଣାରେ ପୋଲିସ ତଦନ୍ତକରୀ ଦୁଇଜଣ ସହଯୋଗୀ ଓ ଗୋଟିଏ ବାଇକ ଏବଂ ମୋବାଇଲ ଜବତ କରିବା ସହ ମାଷ୍ଟରମାଇଣ୍ଡ ଚିକିତ୍ସାଧୀନ ଯୁବକ କୁ ହେଫଜାତ ରେ ରଖିଛି ପୋଲିସ l ତେବେ ଘଟଣାରେ ଛଅ ରୁ ଉର୍ଦ୍ଧ ଜଣଙ୍କ ସମ୍ପୃକ୍ତି ଥିବା ଓ ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ସହ ଏମାନେ ଆଉ ଏକ ଅପରାଧ ଭିଆଇବା ପାଇଁ ପ୍ରସ୍ତୁତି ବେଳେ ଅସାବଧାନତା ବଶତଃ ଗୁଳିମାଡ଼ ହୋଇଥିବା ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ପୁରୁଷୋତ୍ତମପୁର ଏସ୍ଡ଼ିପିଓ l

05/03/2026

ଗତକାଲି ହଲିରଙ୍ଗ ରେ ଅନେକ ଲୋକଙ୍କ ଘର ରଙ୍ଗରେ ପରିପୂର୍ଣ୍ଣ ହେବା ବେଳେ କେତକ ଅଘଟଣ ଘଟିଛି ଅନେକ ପରିବାର ରେ ଗତଦିନ ଲାଣ୍ଡିଗୁୁଡ଼ା ପାଖରେ ଟ୍ରେନ ଲାଇନ ପାଖରେ .ହାଟପଦା (କୋରାପୁଟ) ମୃତ ଡ୍ରାଇଭର ରାଜୁ ମୁଦୁଲି ଙ୍କ ସନ୍ଦେହଜନକ ମୃତ୍ୟୁ, ନା ହତ୍ୟା,ଆତ୍ମହତ୍ୟା ତାହା ଭୂଲିନ ଥିବା ବେଳେ କୋରାପୁଟ ହୋଟେଲ ଆଲିସା ନ, ପାଖ ବନଦ୍ଭାରତି, ବାସିନ୍ଦା,ଚନ୍ଦ୍ର ଖରା,ଙ୍କ ସ୍ତ୍ରୀ ପଦ୍ମା,୩୦, କୋରାପୁଟ ସ୍ଥିତ ବାଲାଜୀ ମନ୍ଦିର ର ପଛପଟ ରାସ୍ଥା ପାଶ୍ୱ ରେ ଫରେଷ୍ଟ ଜଙ୍ଗଲ ରେ ଗୋଟିଏ ଗଛରେ ନିଜର ଓଢ଼ଣି ବେକରେ ଦେଇ ଆତ୍ମାହତ୍ୟା କରିଛି ।ମୃତ ମହିଳାଙ୍କ ପରିବାର ଏହା ଏକ ହତ୍ୟ ବୋଲି ଅଭିଯୋଗ କରୁଛନ୍ତି ଗତକାଲି ମୃତ ମହିଳା ଓ ତାଙ୍କ ସ୍ଵାମୀ ଚନ୍ଦ୍ର ଖରା ସହ ପାଟିତୁଣ୍ଡ ହଇଥିଲେ,ମୃତ ସ୍ତ୍ରୀଲୋକଟି ରାତ୍ର ୯ ଟାରୁ କେଉଁ ଆଡ଼େ ଚାଲିଯାଇଥିଲେ । ଘର ଲୋକ ବହୁଖଜା ଖୁଜି କରିବାପରେ, ଆଜି ତାଙ୍କ ଝୁଲନ୍ତାଶବ ଦେଖିବାକୁ ମିଲିଥିଲା । ଦେଖିବାକୁ ବାକି ରହିଲା ପଲିସ ଏହା ସତ୍ୟା ସତ କରି ସତ ସାମନା କୁ ଆଣିବ

କୋରାପୁଟ ରୁ ଜିଲ୍ଲାପ୍ରତିନିଦ୍ଧି ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପଟ ଷ୍ଟେଷ୍ଟ ନିଉଜ୍‌ ଓଡ଼ିଆ

04/03/2026

ଅବସର କାଳୀନ ସଭା

04/03/2026

ଆଜି ସକାଳୁ କୋରାପୁଟ ନିକଟସ୍ଥ ନୂଆ,କଲନୀ (ଲାଣ୍ଡିଗୁଡ଼ା) ପାକନାଗୁଡ଼ା,ଟ୍ରେନ ରାସ୍ରା ପ୍ରାସ୍ୱନିକଟରୁ କୋରାପୁଟ ହାଟପଦା ସ୍ଥିତ ଡ୍ରାଇଭର ରାଜୁ ମୂଦୁଲି ଙ୍କର ମୃତ ଶରିର ସନ୍ଦେଦ ଯନକ ଦ୍ଭାବରେ ପଡ଼ିରହିଛି ପ୍ରତେକ୍ଷ୍ୟ ଦର୍ଷିଙ୍କ କହିବା ଅନୁଶାରେ ଗତକାଲି ରାତ୍ରି ତମାମ ନୂଆ କଲିନି ପାଖରେ ଶିବ ମନ୍ଦିର ହଳପଡି ଉର୍ଚ୍ଚବ ହୋଇଥିଲା ।ବଧେହୁଏ ଏହି ମୃତ ବ୍ୟକ୍ତି ସେଠାକୁ ଆସିଥିବ ଓ ସେଠାରୁ ସେପଟ କୌଣଷି କାରଣରୁ ଯାଇ ଟ୍ରେନ ରେ କଟି ଜାଇଥିବ ବୋଲି କହୁଥିବା ବେଳେ ତାଙ୍କ ସ୍ତ୍ରୀ,ଓ ନିଜ ଭଉଣି ମାନେ ଅଭିଯୋଗ କରୁଛ଼ନ୍ତିଯେ ତାଙ୍କ ଦ୍ଭାଇକି କେହି ହତ୍ୟା କରିଛନ୍ନ୍ତି । ଘଟଣାସ୍ତଳରେ ଜି, ଆର,ପି ପହଞ୍ଚି ତଦନ୍ତ କରୁଛନ୍ତି । ଶବବ୍ୟବଛଦ ହେଲା ପରେ ସତ୍ୟାସତ୍ୟ ଜଣାପଡ଼ିବ ।

24/02/2026

ଗତ ଶନିବାର ଶ୍ରୀ ଶ୍ରୀ ସିଦ୍ଧମହାବୀରଙ୍କ କରୁଣାରୁ ଅଭିଭାବକ ଶିକ୍ଷକ ସଂଘ ଆନୁକୂଲ୍ଯରେ ସିଦ୍ଧମହାବୀର ପାଟଣା ପ୍ରାଥମିକ ବିଦ୍ୟାଳୟର ୪୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି।

Address

Ganjam

Website

Alerts

Be the first to know and let us send you an email when Republic 24 odia posts news and promotions. Your email address will not be used for any other purpose, and you can unsubscribe at any time.

Share