BamraTips

BamraTips Bamra is a Town in Bamra Tehsil in Sambalpur District of Odisha State, Pin- 768221.
(2)

10/08/2026

ପ୍ରେମରେ ଫାଟ, ବିବାହ ଭାଙ୍ଗିବାକୁ ଯୁବତୀଙ୍କ ଆପତ୍ତିଜନକ ଫଟୋ ପଠାଇଥିବା ଅଭିଯୋଗ
ପ୍ରେମିକ ଗିରଫ, କୋର୍ଟ ଚାଲାଣ

10/08/2026

ନାଗ ସାପର ଫେଣ ଦାନ୍ତରେ ଚାବି ଛିଣ୍ଡାଇଲେ!
ଗୁଣିଆଙ୍କ କଥାରେ ବିଶ୍ୱାସ କରି ସାପକୁ ଧରି କାମୁଡ଼ିଦେଲେ, ଡାକ୍ତରଖାନାରେ ଭର୍ତ୍ତି

#ନାଗସାପ #ସାପକାମୁଡ଼ା #ବାମରା #ପାକେଲପଡ଼ା #କର୍ମାପଡ଼ା #ଗୋବିନ୍ଦପୁର #ସାପ #ସଚେତନତା #ଅନ୍ଧବିଶ୍ୱାସ

09/08/2026

ରାଉରକେଲା–ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍‌ ଆସନ୍ତାକାଲି ୧୦ ଅଗଷ୍ଟ ଦିନ ବାତିଲ ରହିବ
#ରାଉରକେଲା #ଭୁବନେଶ୍ୱର #ଇଣ୍ଟରସିଟିଏକ୍ସପ୍ରେସ #ଟ୍ରେନବାତିଲ #ରେଳବିଭାଗ #ବାମରା #ରେଙ୍ଗାଲି #ସମ୍ବଲପୁର #ରେଳଯାତ୍ରା #ଟ୍ରେନଅପଡେଟ

08/08/2026

ସାବଧାନ:- ବାମରା ଅଞ୍ଚଳ ରେ ପୁଣି ମାତିଲେ ଚୋର, ଗୋଟିଏ ରାତିରେ ୨ ଘରୁ ଚୋରି

07/08/2026

ଗୋବିନ୍ଦପୁର ରେ ଘରେ ପଶିଲା ବିଶାଳକାୟ ଢମଣା ସାପ

07/08/2026

ମହାବୀର ପର୍ବତ ପାଦଦେଶରେ ୨୫ ଟିକିଆ ହାତୀପଲଙ୍କ ଉପଦ୍ରବ

06/08/2026

ସଡ଼କ ଦୁର୍ଘଟଣାରେ BSF ଯବାନଙ୍କ ମୃତ୍ୟୁ, ଗୋବିନ୍ଦପୁର ପୋଲିସର ତଦନ୍ତ ଆରମ୍ଭ

05/08/2026

ଜାଲରେ ଫସିଥିବା ଅଜଗର ସାପକୁ ଉଦ୍ଧାର କଲା ବନ ବିଭାଗ
ବାମରା,

୫ ଅଗଷ୍ଟ: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ବମ୍ଫେଇ ଗ୍ରାମରେ ଏକ ଅଜଗର ସାପ ପ୍ଲାଷ୍ଟିକ ଜାଲରେ ଫସିଯାଇଥିଲା। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ। ବମ୍ଫେଇ ଖଡ଼ିଆପଡ଼ାର ରାଜେନ୍ଦ୍ର ଖଡ଼ିଆଙ୍କ ବାଡ଼ିରେ ଲାଗିଥିବା ଜାଲରେ ସାପଟି ଫସିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବାମରା ରେଞ୍ଜର ଦୀପକ ମହାନନ୍ଦ ସୂଚନା ଦେଇଛନ୍ତି।
#ବାମରା #ସମ୍ବଲପୁର #ବମ୍ଫେଇ ାପ ିଭାଗ #ସାପ_ଉଦ୍ଧାର #ବନ୍ୟଜନ୍ତୁ_ସଂରକ୍ଷଣ #ଓଡ଼ିଶା_ଖବର #ସ୍ଥାନୀୟ_ଖବର

04/08/2026

ଗୋବିନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟରେ ବିଶାଳକାୟ ନାଗସାପ, ସୁରକ୍ଷିତ ଉଦ୍ଧାର

04/08/2026

ଜମନକିରା ଷଣ୍ଢପଥର ହାଇସ୍କୁଲ ହଷ୍ଟେଲ ରୁ ଛାତ୍ର ନିଖୋଜ

Address

At/Govindpur, Po/Bamra, Dist/Sambalpur, Pin-, Odisha, India, Odisha
Govindpur
768221

Telephone

+919937766039

Website

Alerts

Be the first to know and let us send you an email when BamraTips posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to BamraTips:

Shortcuts

Share