12/06/2026
ଏଇ ଭାଇ ଙ୍କ ଠୁ ଚୋରି କରି ସାରିବା ପରେ ଭାଇ ଙ୍କୁ ଏମିତି ମାଡ ମାରିଲେ ?
ସେ ପୁରା ବେହୋସ ହେଇପଡିଲେ ଚୋର ମାନେ ଭାବିଲେକି ସେ ଭାଇ ମୋରି ଗଲା ବୋଲି 😢 ସେ ଏଇ ଭାଇ ଙ୍କୁ ଗୋଟେ କୂଅ ରେ ଫଫାଡି ଦେଇ ଚାଲିଗଲେ
ଭାଇ ଜଣ ଙ୍କୁ ଯେତେବେଳେ ବେହୋସ ପେରିଲା ଶେ ଦେଖିଲେ ଯେ ଶେ ଗୋଟେ କୂଅ ଭିତରେ ଫଫାଡି ଦେଇ ଚାଲିଯାଇଛନ୍ତି ଭାଇ ଜଣଙ୍କ ସେଇ କୂଅ ଭିତରେ 4 ଦିନ ଧରି ଭୋକ ଉପାସରେ ରହିଥିଲେ ଯେତେ ବେଳେ ଜଣେ ଲୋକ ସେଇ ବାଟରେ ଯାଉଥିଲା ବେଳେ ଭାଇ ଜଣକ ଚିତିକାର କରୁଥିଲେ ଏଇ ଲୋକ ଜଣଙ୍କ ଦେଖିବାରୁ ଗାଁ ଲୋକ ଙ୍କୁ ଡାକି ଦେଲା 🥹