Wosaca Hyderabad

Wosaca Hyderabad Welcome to Western Odisha Social And Cultural Association (WOSACA), Hyderabad

ସବୁ ନାନୀ ବହେନ୍ ମାନକୁଁ ଭାଏ ଜିଉଁତିଆର୍ ଗୁରଦୁ ଶୁଭେଚ୍ଛା ଆରୁ ଅଭିନନ୍ଦନ 🙏🙏
29/09/2025

ସବୁ ନାନୀ ବହେନ୍ ମାନକୁଁ ଭାଏ ଜିଉଁତିଆର୍ ଗୁରଦୁ ଶୁଭେଚ୍ଛା ଆରୁ ଅଭିନନ୍ଦନ 🙏🙏

28/09/2025

Melodious "Rangabati" track performance by famous singer Iswari & Saswat during Nuakhai Bhetghat-2025

ଓସାକା ହାଇଦ୍ରାବାଦ୍ ନୁଆଁଖାଇ ଭେଟଘାଟ୍ ନ ତଲେ ବସିକରି ସଭେ ମିଶିକରି ନୁଆଁଚୁରା ପରସାଦ ଖାଏବାର ସମିଆର ସୁନ୍ଦର ଝଲକ୍। ପଶ୍ଚିମ ଓଡ଼ିଶାର ଭାବ୍ ...
20/09/2025

ଓସାକା ହାଇଦ୍ରାବାଦ୍ ନୁଆଁଖାଇ ଭେଟଘାଟ୍ ନ ତଲେ ବସିକରି ସଭେ ମିଶିକରି ନୁଆଁଚୁରା ପରସାଦ ଖାଏବାର ସମିଆର ସୁନ୍ଦର ଝଲକ୍। ପଶ୍ଚିମ ଓଡ଼ିଶାର ଭାବ୍ କେ ନେଇକରି ଏନତା ଆମର୍ ସଂସ୍କୃତି ଆରୁ ପରମ୍ପରା ସାଙ୍ଗେ ନୂଆଁଖାଇ ଭେଟଘାଟ୍ ର ଆୟୋଜନ ଓସାକା ହାଇଦ୍ରାବାଦ ନୁ ଦେଖବାର୍ କେ ମିଲସି‌।
Amazing pictures from WOSACA Nuakhai Bhetghat 2025. We are proud to celebrate Nuakhai with our culture and traditions from western odisha. Jai Maa Samlei 🙏

18/09/2025
ପୁଓ ଜିଉଁତିଆ ଉଧେଁ ସବୁ ମାଁ ମାନଙ୍କୁ କୋଟି ଜୁହାର୍🙏ଆଜିର୍ ଦିନେ ମାଁ ମାନେ ପୁଓ ମାନକର୍ ଦୀର୍ଘ ଜୀବନ ଆରୁ ମଙ୍ଗଳ କାମନା କରି ନିର୍ଜଳା ଉପାସ୍...
14/09/2025

ପୁଓ ଜିଉଁତିଆ ଉଧେଁ ସବୁ ମାଁ ମାନଙ୍କୁ କୋଟି ଜୁହାର୍🙏
ଆଜିର୍ ଦିନେ ମାଁ ମାନେ ପୁଓ ମାନକର୍ ଦୀର୍ଘ ଜୀବନ ଆରୁ ମଙ୍ଗଳ କାମନା କରି ନିର୍ଜଳା ଉପାସ୍ ସାଙ୍ଗେ ପୁଓ ଜିଉଁତିଆ ପୂଜା କରସନ୍।
Puo Jiuntia is a festival observed by mothers in the western Odisha, where they fast for a full day and night to pray for the long life, prosperity, and wellbeing of their sons and daughters.

13/09/2025

ରାଏଜ ବାହାରେ ରହିକରି ବି ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା କେ ନେଇକରି ଫେର ଥରେ ବଡା ଉସୁନାକି ଥି ନୁଆଁଖାଇ ଭେଟଘାଟ ମନାଲା ଓସାକା ହାଇଦ୍ରାବାଦ। ଆସୁନ ଦେଖମା ଆମର୍ ଭେଟଘାଟ କାର୍ଯ୍ୟକ୍ରମ ଉପରେ ଟିମ୍ ର ଗୁଟେ ବିଶେଷ୍ ପ୍ରସ୍ତୁତି।
Watch this special coverage of WOSACA Nuakhai Bhetghat-2025 in News18 Odia. Thank you so much team for your kind support in covering the same and helping us to promote rich art and culture of western odisha. 🙏🙏🙏

12/09/2025

.. watch this enthralling performance by super singer Shantanu & Tapaswini at Nuakhai Bhetghat-2025.
Keep following us for more🤩😍

Nuakhai Bhetghat-2025 coverage in english daily  . Thank you for covering our event and helping us promoting our rich he...
12/09/2025

Nuakhai Bhetghat-2025 coverage in english daily . Thank you for covering our event and helping us promoting our rich heritage🙏🙏

A big THANK YOU to all our sponsors for Nuakhai Bhetghat-2025 by Wosaca Hyd.We are so thankful for your support and enco...
11/09/2025

A big THANK YOU to all our sponsors for Nuakhai Bhetghat-2025 by Wosaca Hyd.
We are so thankful for your support and encouragement for our Nuakhai Bhetghat celebration in Hyderabad.
ହାଇଦ୍ରାବାଦ ମହାନଗର୍ ନୁ ମାଁ ମାଟିର୍ ମହକ୍ କେ ନେଇକରି ଗୁଟେ ବଡ଼ଖା ନୂଆଁଖାଇ ଭେଟଘାଟ ଆୟୋଜନ ଲାଗି ତହଁକ୍ ଦେଇଥିବାର୍ ସବୁ ସହଯୋଗୀ ମାନକୁଁ ଗୁରଦୁ ଧନ୍ୟବାଦ 🙏

11/09/2025

Address

Hyderabad

Alerts

Be the first to know and let us send you an email when Wosaca Hyderabad posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Wosaca Hyderabad:

Share