17/11/2025
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି! 🙏🥲
ପ୍ରସିଦ୍ଧ କଣ୍ଠଶିଳ୍ପୀ ହୁମାନ ସାଗରଙ୍କ ଅକାଳ ଦେହାନ୍ତ ସମ୍ବାଦ ଶୁଣି ମୁଁ ଗଭୀର ଦୁଃଖ ପ୍ରକାଶ କରୁଛି । ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ତାଙ୍କ ମଧୁର କଣ୍ଠସ୍ୱର ଏବଂ ସ୍ମରଣୀୟ ଗୀତଗୁଡ଼ିକ ସଦା ସଦା ପାଇଁ ଆମ ହୃଦୟରେ ଅବିକଳ ରହିବ।
ପରମଶକ୍ତି ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ, ଓ ଶୋକାକୁଳ ପରିବାରକୁ ଶକ୍ତି ଓ ସାହସ ଦିଅନ୍ତୁ।
ଓଁ ଶାନ୍ତି। 🙏