
20/07/2025
ନିମାପଡା ବଳଙ୍ଗାରେ ନାବାଳିକା ଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ ରାଜ୍ୟରେ ମହିଳା ମାନେ ଅସୁରକ୍ଷିତ ମନେ କରୁଛନ୍ତି। ବାଲେଶ୍ୱର ଘଟଣାରେ ରାଜ୍ୟବାସୀ ସ୍ତବ୍ଧ ଥିବା ବେଳେ ଆଜି ଆଉ ଏକ ଘଟଣା ଖୋଦ ଉପମୁଖ୍ୟମନ୍ତ୍ରୀଙ୍କ ଅଂଚଳରେ ଘଟିଛି ଯାହା ସମସ୍ତଙ୍କୁ ଚକିତ କରିଛି। ନାରୀ ମାନେ କେତେ ସୁରକ୍ଷିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ କହିପାରିବେ କି ??