Sumit Kumar Sahoo

Sumit Kumar Sahoo Jay Jagananth �

Looking forward to next year🙏
01/09/2025

Looking forward to next year🙏

ପବିତ୍ର ମହାଶିବରାତ୍ରି ର ଶୁଭକାମନା l
26/02/2025

ପବିତ୍ର ମହାଶିବରାତ୍ରି ର ଶୁଭକାମନା l

ଜଗତରନାଥ ଶ୍ରୀ ଜଗନ୍ନାଥ ଓ ମା ଶାରଳାଙ୍କ କୃପାରୁ ନୂତନ ବର୍ଷ ୨୦୨୫ ସମସ୍ତଙ୍କ ପାଇଁ ସୁଖ ଶାନ୍ତି ସମୃଦ୍ଧି ର ବର୍ଷ ହେଉ l ଜୟ ଜଗନ୍ନାଥ..Happy...
31/12/2024

ଜଗତରନାଥ ଶ୍ରୀ ଜଗନ୍ନାଥ ଓ ମା ଶାରଳାଙ୍କ କୃପାରୁ ନୂତନ ବର୍ଷ ୨୦୨୫ ସମସ୍ତଙ୍କ ପାଇଁ ସୁଖ ଶାନ୍ତି ସମୃଦ୍ଧି ର ବର୍ଷ ହେଉ l
ଜୟ ଜଗନ୍ନାଥ..
Happy New Year 2025
Naveen Patnaik
Biju Janata Dal Odisha

ପ୍ରବାଦ ପୁରୁଷ ସ୍ବର୍ଗତଃ ବିଜୁ ବାବୁଙ୍କ ନୀତି ଓ ଆଦର୍ଶରେ ଗଢ଼ା ହୋଇଥିବା Biju Janata Dal Odisha ର ସଭ୍ୟ ଭାବରେ କାର୍ଯ୍ୟ କରିବାର ସୁଯୋଗ ...
20/12/2024

ପ୍ରବାଦ ପୁରୁଷ ସ୍ବର୍ଗତଃ ବିଜୁ ବାବୁଙ୍କ ନୀତି ଓ ଆଦର୍ଶରେ ଗଢ଼ା ହୋଇଥିବା Biju Janata Dal Odisha ର ସଭ୍ୟ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଛି। ଆସନ୍ତୁ, ଆମ ପ୍ରିୟ ନେତା ଶ୍ରୀଯୁକ୍ତ Naveen Patnaik ଙ୍କ ନେତୃତ୍ୱରେ ବିଜୁ ଜନତା ଦଳରେ ସଭ୍ୟ ହୋଇ ଏକ ନୂଆ ଓଡିଶା ନିର୍ମାଣରେ ନିଜକୁ ସାମିଲ କରିବା। ଓଡିଶାରେ ପୁଣିଥରେ ତାଙ୍କ ବିକାଶ ଓ ସୁଶାସନର ବୀଜ ରୋପଣ କରିବା। ଜୟ ବିଜେଡି, ଜୟ ନବୀନ
https://joinbjd.in/

ପବିତ୍ର ବିଜୟା ଦଶମୀ ତଥା ଦଶହରା ଉପଲକ୍ଷେ ଶାରଦୀୟ ଅଭିନନ୍ଦନ l
11/10/2024

ପବିତ୍ର ବିଜୟା ଦଶମୀ ତଥା ଦଶହରା ଉପଲକ୍ଷେ ଶାରଦୀୟ ଅଭିନନ୍ଦନ l

ଶାରଦୀୟ ଅଭିନନ୍ଦନ
10/10/2024

ଶାରଦୀୟ ଅଭିନନ୍ଦନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଆଜି ଜଗତସିଂହପୁର ଜିଲ୍ଲା ର ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିର ସିଦ୍ଧ ବାରଙ୍ଗ ଗୋସାଇଁ(ପୁନଙ୍ଗ...
17/01/2024

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଆଜି ଜଗତସିଂହପୁର ଜିଲ୍ଲା ର ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିର ସିଦ୍ଧ ବାରଙ୍ଗ ଗୋସାଇଁ(ପୁନଙ୍ଗ)ଠାରେ ପୁନଙ୍ଗ ପଂଚାୟତ ଏବଂ ବ୍ଲକସ୍ତରୀୟ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ତଥା ମାନ୍ୟବର ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି, ବ୍ଲକ ଚେୟାରମ୍ୟାନ ଶ୍ରୀମତୀ କନକପ୍ରଭା ଲେଙ୍କା, ବ୍ଲକ ଉପାଦକ୍ଷ ରତି ରଞ୍ଜନ ବେହେରା, ଜିଲ୍ଲା ପରିଷଦ ସଭାପତି ମନୋଜ ଭୋଇ, ପୁନଙ୍ଗ ପଂଚାୟତ ସଭାପତି ତଥା ସମାଜସେବୀ ସୁଜିତ ଘୋଷ,ଜିଲ୍ଲା ଛାତ୍ର ସଭାପତି ଇଂ ସମିତ କୁମାର ଲେଙ୍କା, ପୁନଙ୍ଗ ପଂଚାୟତ ସରପଞ୍ଚ ଶ୍ରୀମତୀ ଶକୁନ୍ତଳା ପାତ୍ର, ସମିତିସଭ୍ୟ ଦୁର୍ଗାପ୍ରସାଦ ମହାପାତ୍ର l
ଶେଷରେ ପୁନଙ୍ଗ ପଂଚାୟତ ର ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା l

Address

Jagatsinghpur
754103

Website

Alerts

Be the first to know and let us send you an email when Sumit Kumar Sahoo posts news and promotions. Your email address will not be used for any other purpose, and you can unsubscribe at any time.

Share