Paradip Exclusive

Paradip Exclusive news, media, information, awareness, service,

03/09/2026

କୁଆଡେ ଗଲା ଓସେନ ଉଇନର , କୁଆଡ଼େ ଗଲେ ଆଉ 22 କ୍ରିୟୁ ସଦସ୍ୟ

01/09/2026

ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଙ୍କୁ ମିଳିଛି ନୁଆ ନେତୃତ୍ଵ

31/08/2026

ମହାସମାରୋହ ରେ ପାଳିତ ହୋଇଯାଇଛି ପାରାଦୀପ ସ୍ଵାୟତ ଶାସନ ଦିବସ

31/08/2026

ପାରାଦୀପ ପୋର୍ଟ ଦିନେ ଦୁଇଦିନ ମଧ୍ୟରେ ମେଗା ପୋର୍ଟ ଭାବେ ଘୋଷିତ ହେବ | ଏଭଳି ସୂଚନା ଦେଇଛନ୍ତି ଆଜି ପାରାଦୀପରୁ ବିଦାୟ ନେଉଥିବା ବନ୍ଦର ଅଧ୍ୟକ୍ଷ ପିଏଲ ହରନାଦ | ଅକ୍ଟୋବର 21 ମସିହାରୁ ସେ ପାରାଦୀପ ବନ୍ଦର ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ | ଆଜି ତାଙ୍କର ଚାକିରି କାଳର ଶେଷଦିନ | ସେ ଆଜି ବିଧିବଦ୍ଧ ଭାବେ ଅବସର ଗ୍ରହଣ କରୁଥିବା ବେଳେ ପାରାଦୀପ ବନ୍ଦରର ସମସ୍ତ କର୍ମଚାରୀ, ବ୍ୟବହାରିକ ସଂସ୍ଥା ଓ ପାରାଦୀପ ଅଧିବାସୀଙ୍କୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି | ତାଙ୍କ ପାଞ୍ଚବର୍ଷ କାର୍ଯ୍ୟକାଳ ମଧ୍ୟରେ ପୋର୍ଟ ସର୍ବଭାରତୀୟ ସ୍ତରରେ ଏକ ନମ୍ବର ପୋର୍ଟ ଭାବେ ଗଣିତ ହେବା ଏକ ବଡ ଆଚିଭମେଣ୍ଟ ଥିଲା | ପାରାଦୀପ ଅଞ୍ଚଳ ବାସୀଙ୍କୁ ସେ ଧନ୍ୟବାଦ ଦେବା ସହ ପାରାଦୀପ ବନ୍ଦର ଲୋକମାନଙ୍କୁ ପାଇପ ଯୋଗେ ଗ୍ୟାସ ଯୋଗାଣ, ବନ୍ଦର ମଧ୍ୟରେ କେଫ ସାଇଜ ଜାହାଜ ପ୍ରବେଶ ଓ ପଣ୍ୟ କାରବାର କ୍ଷମତା ବୃଦ୍ଧି ଆଗାମୀ ଦିନରେ ପାରାଦୀପ ପୋର୍ଟକୁ ଆହୁରି ଆଗକୁ ନେବାରେ ସହଯୋଗ କରିବ ବୋଲି ସେ ପ୍ରକାଶ କରିଛନ୍ତି

29/08/2026

ପାରାଦୀପ ମାଛଧରା ବନ୍ଦର ମଧ୍ୟରେ ଅଗ୍ନିକାଣ୍ଡ | ଅଗ୍ନିକାଣ୍ଡରେ ହୁତହୁତ୍ ହୋଇ ଜଳୁଚି ବୋଟ୍ | ଦେବୀ ଲକ୍ଷ୍ମି - 2 ବୋଟ୍ ରେ ଲାଗିଛି ନିଆଁ | ନିଆଁ କୁ ଆୟତ କରିବା ପାଇଁ ଲାଗିଛନ୍ତି ତିନୋଟି ଦମକଳ ଗାଡି | ନିଆଁ ଲାଗିବାର କାରଣ ଅସ୍ପଷ୍ଟ | ଗତ କିଛିଦିନ ତଳେ ମାଛଧରା ବନ୍ଦର ରେ ନିଆଁ ଲାଗି ପୋଡି ଯାଇଥିଲା 7 ଟି ବୋଟ୍

29/08/2026

ପାରାଦୀପ ଛାଡିଲେ ଦୁଇ ଉଦ୍ଧାର ନାବିକ | ପାରାଦୀପରୁ ଆଜି ସେମାନେ କଲିକତା ଅଭିମୁଖେ ଯାତ୍ରା କରିଥିବା ବେଳେ ସେଠାରେ ତାଙ୍କ ଯିବା ନିମନ୍ତେ ଆବଶ୍ୟକୀୟ କାଗଜପତ୍ର ସରିବା ପରେ ଚାଇନା ଯିବେ ଦୁଇ ନାବିକ | ଜାହାଜର ଇନସ୍ୟୁରାନ୍ସ କମ୍ପାନୀର ସ୍ଵତନ୍ତ୍ର ଏଜେଣ୍ଟ ତାଙ୍କୁ ଘରେ ପହଞ୍ଚିବାକୁ ସବୁ ଦାୟିତ୍ଵ ନେଇଥିବା ବେଳେ ଗତକାଲି ସେମାନେ ବଖାଣିଛନ୍ତି ସେମାନଙ୍କ ସମୁଦ୍ର ଭିତରର ସଙ୍ଘର୍ଷ କାହାଣୀ | ଜାହାଜ ଓସେନ ୱିନର ବୁଡି ଘଟଣାରେ ଉକ୍ତ ଦୁଇ ନାବିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ଆଉ 22 ନାବିକଙ୍କୁ ଖୋଜା ଚାଲିଛି

21/06/2026

ଅନ୍ତର୍ଜାତୀୟ ଯୋଗ ଦିବସ

21/06/2026

ଦୃନିତି ର ଗନ୍ତାଘର କୁଜଙ୍ଗ ମେଡିକାଲ୍

21/06/2026

କମ୍ପାନୀ ମୁଖ୍ୟଙ୍କ ଜନ୍ମଦିନ କୁ ଧୁମଧାମ ରେ ପାଳନ କରୁଛନ୍ତି କର୍ମଚାରୀ, ମନ୍ଦିର ରେ ପୂଜାର୍ଚନା, ଦ୍ବିପଦାନ, ବୃକ୍ଷ ରୋପଣ ଠାରୁ ଆରମ୍ଭ କରି ସ୍ବେଛାକୃତ ଭାବରେ ରକ୍ତଦାନ କରୁଛନ୍ତି ସମସ୍ତ କର୍ମଚାରୀ l ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାରାଦୀପ ମଧୁବନ ବାତ୍ୟା ଆଶ୍ରୟସ୍ଥଳ ରେ ଚେନ୍ନାଇ ରାଧା ଇଞ୍ଜିନୀଅରିଙ୍ଗ ତରଫରୁ ଆୟୋଜିତ ସ୍ବେଛାକୃତ ରକ୍ତଦାନ ଶିବିର ରେ l ଆଜି ଚେନ୍ନାଇ ରାଧା ଇଞ୍ଜିନିଅରିଙ୍ଗ ର ପ୍ରତିଷ୍ଠାତା ଏସ ଭେଙ୍କଟେସନ ଙ୍କ ୮୧ ତମ ଜନ୍ମଦିନ

16/06/2026

ପାରାଦ୍ଵୀପ ବନ୍ଦର ପକ୍ଷରୁ ରଜ ମହୋତ୍ସବ ଅନୁଷ୍ଠିତ

Address

Paradip
Jagatsinghpur
754142

Alerts

Be the first to know and let us send you an email when Paradip Exclusive posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Paradip Exclusive:

Shortcuts

Share