28/08/2024
ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ହତ୍ୟାକାଣ୍ଡ ମାମଲାରେ ୯ ଜଣଙ୍କ ଆଜୀବନ କାରାଦଣ୍ଡ ହୋଇଛି ସତ କିନ୍ତୁ ମୁଖ୍ୟ ହତ୍ୟାକାରୀ ପ୍ରତାପ ଜେନା ସମେତ ୨ ଜଣ ଅଭିଯୁକ୍ତ ଏବେବି ଗିରଫ ହୋଇ ନାହାନ୍ତି ଯେ ପର୍ଯ୍ୟନ୍ତ ମୁଖ୍ୟ ହତ୍ୟାକାରୀ ପ୍ରତାପ ଜେନା ଗରିଫ ନ ହୋଇଛନ୍ତି ନ୍ୟାୟ ପାଇଁ ଲଢେଇ ପରିବାର ଆନ୍ଦୋଳନ ତୀବ୍ର କରିବ |