
11/06/2025
ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂରତି ସ୍ନାହାନ କରିବେ ଆଜି,
ପଣ୍ଡା ଢାଳିଦେବେ ଶହେ ଆଠ ଗରା ଅନ୍ତଯ୍ୟାମୀ ଯିବେ ଭିଜି ।
ପଞ୍ଚଦଶ ଦିନ ଜ୍ଵରରେ ପଡ଼ିବେ ଅଣଶର ଘରେ ରହି
ଦର୍ଶନ ଆଶାରେ ଭକତେ ରହିବେ ଚାତକ ପରାୟେ ଚାହିଁ ॥
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖମୟ ଓ ମଙ୍ଗଳମୟ ହେଉ। 🙏