Arnab news Odia

Arnab news Odia 24 hour news channel

10/09/2026

ପାରାଦ୍ୱୀପ ର ବିଭିନ୍ନ ସ୍ପା ସେଣ୍ଟର ଉପରେ ପାରାଦ୍ୱୀପ ପୋଲିସର ଅତର୍କିତ ଚଢ଼ାଉ, ୪ ଯୁବତୀ,୨ ଗ୍ରାହକ ଓ ୨ ମାଲିକଙ୍କୁ ଉଠାଇ ଆଣିଲା ପୋଲିସ

07/09/2026

ନାଉଗାଁ ବ୍ଳକ ଅନ୍ତର୍ଗତ ଗୋପାଳଯିୟୁ ଉ.ପ୍ରା ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଆତ୍ମସାତ ଅଭିଯୋଗରେ ପ୍ରଧାନ ଶିକ୍ଷକ ନିଲମ୍ବିତ

06/09/2026

ସୁଭଦ୍ରା ଟଙ୍କା ନଦେବାରୁ ତେଣ୍ଟା ଭୁଷି ହତ୍ୟା କଲା ନୃଶଂସ ସ୍ୱାମୀ, ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଥାନା ଅନ୍ତର୍ଗତ ଜଂକୋଠି ବଳରାମ ପୁର ଗାଁରେ ସ୍ତ୍ରୀକୁ ତେଣ୍ଟା ଭୂସୀ ହତ୍ୟାକଲା ସ୍ୱାମୀ

05/09/2026

ରାଜ୍ୟ ସ୍ତରୀୟ ଗୁରୁ ପୂଜନ ଉତ୍ସବ ପ୍ରାଧ୍ୟାପକ ସରୋଜ କୁମାର ନାୟକ ଗୁରୁଶ୍ରୀ ସମ୍ମାନ ରେ ସମ୍ମାନିତ

03/09/2026

ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଜଗତସିଂହପୁର ଡ୍ରଗ୍ସ ଇନ୍ସପେକ୍ଟର ସଞ୍ଜୟ କୁମାର ହାଁସଦା,ଜୟପୁର ସ୍ଥିତ ଏକ ହୋଲସେଲ ରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ର ଏକ ସ୍ୱତନ୍ତ୍ର ଟିମ ଛାପା ମାରି ରେଡ୍ ହ୍ୟାଣ୍ଡ ରେ ଧରିଛି

02/09/2026

ପାରାଦୀପ ଗଡ଼ ବିଜୁ ପଟ୍ଟନାୟକ ମାର୍କେଟ ନିକଟରେ ରେ ଦୁର୍ଘଟଣା, ରାସ୍ତା ରୁ ଖସି ପୋଖରୀ ଭିତରେ ପଡିଛି କାର, ସ୍ୱାମୀ, ସ୍ତ୍ରୀ ମୃତ, ଗତକାଲି ପାରାଦୀପ ବନ୍ଦର ରୁ ଅବସର ନେଇଥିବା ବିଭୁତି ଭୂଷଣ ଦାସ ଏବଂ ତାଙ୍କର ଧର୍ମପତ୍ନୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି

31/08/2026

ବୁଲା ଗୋରୁଗାଈ ଓ ଷଣ୍ଡ ମାନଙ୍କ ଉପଦ୍ରବ ରେ ଅତିଷ୍ଟ ହୋଇ ନାଉଗାଁ ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କୁ ଘେରିଲେ ଚାଷୀ

28/08/2026

ଶିଖର ଘାଟ ଦେବୀ ନଦୀ ପୋଲ ରେ ଗାଡିରଖି ଦେବୀ ନଦୀ କୁ ଡେଇଁ ଯୁବକ ନିଖୋଜ, ଅଗ୍ନିଶମ ବାହିନୀ ପକ୍ଷରୁ ସନ୍ଧାନ ଜାରି, ନିଖୋଜ ଯୁବକ ଜଣକ ନାଉଗାଁ ଥାନା ଅଞ୍ଚଳ ର ତିହୁଡା ଗ୍ରାମର ଶିଖର ପାଢ଼ୀ ଙ୍କ ଏକ ମାତ୍ର 22 ବର୍ଷୀୟ ପୁଅ ଶୈଲେଶ ପାଢ଼ୀ

26/08/2026

ଶିଖରଘାଟ ନିକଟରେ ଲକ୍ଷ୍ମୀ ବସ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଚାଳକ ଓ ଯାତ୍ରୀ

25/08/2026

ଅଲଣାହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପିଏମ୍ ଶ୍ରୀ ଯୋଜନା କାର୍ଯ୍ୟ ରେ ବ୍ୟାପକ ଅନିୟମିତତା,ରାତି ଅଧରେ ତରବରିଆ ଭାବେ ଚାଲିଛି ନିର୍ମାଣ କାର୍ଯ୍ୟ l

Address

Jagatsinghpur
Jagatsinghpur
754107

Telephone

+916370269215

Website

Alerts

Be the first to know and let us send you an email when Arnab news Odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Arnab news Odia:

Shortcuts

Share