Khabar Plus Odisha

Khabar Plus Odisha Khabar Plus Odisha - Latest Odia News. Visit - https://khabarplus.in/
(2)

ପ୍ରଭୁ ଗଜାନନ ସମସ୍ତଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରଦାନ କରନ୍ତୁ । ପବିତ୍ର ଗଣେଶ ପୂଜା ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ।
27/08/2025

ପ୍ରଭୁ ଗଜାନନ ସମସ୍ତଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରଦାନ କରନ୍ତୁ । ପବିତ୍ର ଗଣେଶ ପୂଜା ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ।


✨ Wishing you a very Happy Birthday Debasish Sir🎉May this year bring you continued success, fresh stories worth telling,...
25/08/2025

✨ Wishing you a very Happy Birthday Debasish Sir🎉
May this year bring you continued success, fresh stories worth telling, and the recognition you truly deserve for your dedication to truth and storytelling. Your voice adds value to society, and your commitment to delivering the news with clarity and integrity inspires many. Here’s to new opportunities, impactful moments, and a future as bright as your passion for journalism. Have a wonderful day filled with happiness and celebration ✨

16/08/2025

ଏହି ବୀର ସଂଗ୍ରାମୀ ଙ୍କୁ ଭୁଲି ଯାଇଛି ବରୀ । ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ଦ୍ୱାରା ତାଙ୍କ ସହୀଦ ସୃତି ବିଶ୍ୱାଳ ଙ୍କ ଜନ୍ମ ମାଟିରେ ସ୍ୱାଧୀନତା ଦିବସ ପାଳନ ।

12/08/2025

ଅଶ୍ଳୀଳ ଭିଡିଓ ଭାଇରାଲ୍ ହେବାପରେ, ଜୀବନ ହାରିଦେଲେ ନର୍ସିଂ ଛାତ୍ରୀ । ପ୍ରେମ, ପ୍ରତାରଣା, ପରେ ବ୍ଲାକ ମେଲିଙ୍ଗ, ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦୁଇ ଯୁବକ । ପ୍ରେମ ନ ମିଳିବାରୁ ଯୁବତୀ ଙ୍କ ଅଶ୍ଳୀଳ ଭିଡିଓ କଲେ ଭାଇରାଲ । ଲୋକ ଲଜ୍ୟା ସହି ନପାରି ଜୀବନ ହାରିଦେଲେ ନର୍ସିଂ ଛାତ୍ରୀ ।

09/08/2025

ଗୋ-ଚାଲାଣ ବନ୍ଦ କରିବା ପାଇଁ ଆହ୍ୱାନ ଦେଲେ ବରିଷ୍ଠ ସାମ୍ବାଦିକ ଜ୍ଞାନ ପ୍ରସାଦ ପାଣି ।

17/07/2025

ଟେକ୍ନିକାଲ ହାଇସ୍କୁଲର ଗଣିତ ଶିକ୍ଷୟିତ୍ରୀଙ୍କ ନାମରେ ଛାତ୍ରଛାତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ। ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା କହିଲେ ଛାତ୍ରଛାତ୍ରୀ।

16/07/2025

ହଜି ଯାଉଥିବା ପରମ୍ପରା କୁ ବଂଚେଇକି ରଖିବା ନିଆରା ପ୍ରୟାସ। ଗାଁ କୁ ଶଗଡ଼ରେ ଆସିଲେ ବର କନ୍ୟା।

16/07/2025

ରାଷ୍ଟ୍ର ପାଇଁ ସମର୍ପିତ ଥିଲା ଜୀବନ, ମନରେ ଥିଲା ଅଦମ୍ୟ ସାହସ, ଜୀବନ ସଂଘର୍ଷରେ ଥିଲେ ଜଣେ ଯୋଦ୍ଧା,ଫୁଟିଲା ହସରେ ଥିଲା ଖୁସିର ଝଲକ ଆଉ ଆଖିରେ ଥିଲେ ଅନେକ ସ୍ବପ୍ନ...ପ୍ରତିଟି ସ୍ମୃତିରେ ଏକ ଅଭୁଲା ସ୍ମୃତି ଭାରତ ମାତାର ଚୁଲବୁଲି ଝିଅ ସୌମ୍ୟାଶ୍ରୀ ||

16/07/2025

ସୋସିଆଲ ମିଡ଼ିଆରେ କମେଣ୍ଟ ଦବା ପଡିଲା ମହାଙ୍ଗା।
ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଲେ ଯୁବତୀ।

14/07/2025

ପୁଅ ବଦଳରେ ମା'ଙ୍କୁ ଇଞ୍ଜେକ୍ସନ ଦେଇଦେଲେ ଷ୍ଟାଫନର୍ସ, ପରେ ଯାହା ହେଲା...

12/07/2025

ଗଂଜେଇ ମାଫିଆକୁ ଧରିବାକୁ ଆସିଥିବା କଳାହାଣ୍ଡି ପୋଲିସକୁ ଧରି ପ୍ରବଳ ମାଡ଼ ମାରିଲେ ଗ୍ରାମବାସୀ।

12/07/2025

ପିଉସୀ-ପୁତୁରାଙ୍କ ପ୍ରେମସମ୍ପର୍କକୁ ବିରୋଧ: ଦଣ୍ଡ ପୂର୍ବକ ଚାଷଜମିରେ ବଳଦ ଭାବେ ହଳ କରାଇଲେ ଗ୍ରାମବାସୀ।

Address

Odisha
Jajpur
BHUBANESWAR

Alerts

Be the first to know and let us send you an email when Khabar Plus Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Khabar Plus Odisha:

Share